ଓଡ଼ିଶାରେ ପୁଣି ଶୀତଲହରୀ, ୭.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କିଛି ଦିନ ପରେ ପୁଣି ଶୀତଲହରୀ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବାରେ ଲାଗିଛି। ରବିବାର ରାତିରେ ଓଡ଼ିଶାର ୧୯ଟି ସହରର ତାପମାତ୍ରା...
ମାଲକାନଗିରି ବିମାନବନ୍ଦରରେ ହେଲା ଟ୍ରାଏଲ୍ ରନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବଶୀଘ୍ର ଉଦଘାଟିତ ହେବାକୁ ଯାଉଛି ମାଲକାନଗିରି ବିମାନବନ୍ଦର। ଚଳିତ ମାସରେ ଏହାକୁ କାର୍ଯ୍ୟକ୍ଷମ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ତେବେ ଉଦଘାଟନ ହେବା ପୂର୍ବରୁ ବିମାନବନ୍ଦର ରନୱେରେ...
ଆଜିଠାରୁ ଖୋଲିଲା ଲୋକସେବା ଭବନ ଉଦ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଲୋକସେବା ଭବନ ଉଦ୍ୟାନ ରବିବାରଠାରୁ ଖୋଲିଛି। ରବିବାରଠାରୁ ଜାନୁଆରି ମାସର ସମସ୍ତ ଛୁଟି ଦିନମାନଙ୍କରେ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୁଲିଛି।
ରବିବାର ସହ ଜାନୁଆରି ମାସର...
ମୋ ରଙ୍ଗ ଟିକେ କଳା, କିନ୍ତୁ ମୁଁ ଅସୁନ୍ଦର ନୁହେଁ – ଜୟା ସ୍ଵାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=V_o_8xFD_-U&t=2s
ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାରରେ ଅଭିନେତ୍ରୀ ଜୟା ସ୍ଵାମୀ ତାଙ୍କ ଜୀବନ ସଂଘର୍ଷର କାହାଣୀ ସହ ଦୁଇଟି ବଡ଼ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ହେଉଛି ତାଙ୍କ ଶ୍ୟାମଳ ରଙ୍ଗ ଆଉ ଗୋଟିଏ...
ମମତା ପାଇଁ ଅଭିନୟଠାରୁ ଦୂରେଇ ଯାଇଥିଲେ ଜ୍ୟୋତି ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=gEC7RuFxzyo&t=2s
ନବେ ଦଶକର ଜଣେ ସଫଳ ନାୟିକା ଥିଲେ ଅଭିନେତ୍ରୀ ଜ୍ୟୋତି ମିଶ୍ର। ଓଡ଼ିଆ ସିନେମା ଜଗତରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଜ୍ୟୋତି ମିଶ୍ର ହଠାତ୍ କେଉଁଆଡ଼େ ହଜି ଯାଇଥିଲେ। ପରଦାରେ ଜ୍ୟୋତିଙ୍କୁ...
ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଖୋଲିଲା ରାଜଭବନ ଉଦ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଶନିବାରଠାରୁ ଖୋଲିଲା ରାଜଭବନ ଉଦ୍ୟାନ। ଜାନୁଆରି ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନର ଆନନ୍ଦ ଉଠାଇ ପାରିବେ ସାଧାରଣ ଦର୍ଶକ। ଅପରାହ୍ଣ ୨ଟା ୩୦ରୁ ୫ଟା...
ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଡିଏନଏ ପରୀକ୍ଷା ରିପୋର୍ଟ ଆସିବା ପରେ ଶବ ହସ୍ତାନ୍ତର ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି। ମୃତ ବ୍ୟକ୍ତିଙ୍କ ପରିଚୟକୁ ନେଇ ଦ୍ଵନ୍ଦ୍ଵ ଦୂର ହେବାର ନାଁ ନେଉନି। ଶନିବାର ଦିନ ତୃତୀୟ ଆହତ ବ୍ୟକ୍ତିଙ୍କର...
ଯାଜପୁର: ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଖରୀରେ ବୁଡ଼ି ଏକା ସାଙ୍ଗରେ ଆଖି ବୁଜିଲେ ଭାଇ ଭଉଣୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଲାଲବାଗ କୁଳସାହି ଗାଁରେ। ମୃତ ଭାଇ ଭଉଣୀ...
ଦଶପଲ୍ଲା ଷ୍ଟେସନରୁ ଗଡ଼ିଲା ଟ୍ରେନ, ଉଦଘାଟନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁତ ଦିନର ଅପେକ୍ଷା ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଗଡ଼ିଲା ଟ୍ରେନ। ଶନିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦଶପଲ୍ଲା ରେଳ ଷ୍ଟେସନର ଉଦଘାଟନ କରିବା ସହ ପତାକା ଦେଖାଇ ଏଠାରୁ...
ଭୁବନେଶ୍ଵରରେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ଡାକ୍ତର ଅଜୟ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଶନିବାର ଦିନ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି ଡାକ୍ତର ଅଜୟ କୁମାର।
ନୂଆ ପ୍ରଭାରୀଙ୍କୁ ସ୍ଵାଗତ କରିବା ଲାଗି...





















