ରାଜ୍ୟରେ ବଢ଼ୁଛି କୋଭିଡ ମାମଲା: ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଧୀରେ ଧୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା...

ଜାନୁଆରି ୪ରୁ ଚିଲିକାରେ ପକ୍ଷୀ ଗଣନା, ନିୟୋଜିତ ହେବେ ୨୧ଟି ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକା ହ୍ରଦରେ ଜାନୁଆରି ୪ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା। ଏଥିରେ ୨୧ଟି ଟିମ୍ ନିୟୋଜିତ ହେବେ। ଚଳିତ ଶୀତ ଋତୁରେ ହ୍ରଦକୁ କେତେ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଛନ୍ତି...

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ସ୍ଵାମୀଙ୍କ ଅକାଳ ବିୟୋଗ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍‌ ହସ୍ପିଟାଲର ତୃତୀୟ ମହଲାରେ ଗତ ବର୍ଷ ଡିସେମ୍ବର ୨୯ ତାରିଖରେ ଏସିରେ ଗ୍ୟାସ ଫିଲିଂ ବେଳେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଭାବେ ଆହତ ହୋଥିଲେ।...

ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ବହୁ ପ୍ରତୀକ୍ଷିତ ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ସୋମବାର ବାରଙ୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପର ପ୍ରଥମ...

ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତଙ୍କ ଉପରୁ ସୋମବାର ଦିନ ବହିଷ୍କାର ଆଦେଶ ହଟାଇଲା ବିଜୁ ଜନତା ଦଳ। ନୂଆ ବର୍ଷ ଅବସରରେ ବିଜେଡି ସୁପ୍ରିମୋ ନବୀନ...

ଆଜି ନୂଆବର୍ଷ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ନୂଆବର୍ଷ। ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ସମସ୍ତେ ଧାଡ଼ିରେ ଯାଇ ବଡ଼ଠାକୁରଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସବୁ ବ୍ୟବସ୍ଥା...

ଆସିଛି ନୂଆବର୍ଷ ୨୦୨୪, ସଭିଙ୍କ ପାଇଁ ଆଣିଛି ନୂଆ ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୩୧ ତାରିଖ ରାତି ୧୨ଟା। ବଦଳିଛି କ୍ୟାଲେଣ୍ଡର। ସବୁ ଅପେକ୍ଷାର ଅନ୍ତ ହୋଇ ଆସିଛି ନୂଆବର୍ଷ ୨୦୨୪। ଖୁବ ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କରୁଛନ୍ତି ସଭିଏଁ। ନୂଆବର୍ଷକୁ ସ୍ଵାଗତ କରିବା ପୂର୍ବରୁ...

୧୩ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ...

ଆସନ୍ତା ଜାନୁଆରି ୧୪ ତାରିଖରୁ କଂଗ୍ରେସର ‘ଭାରତ ନ୍ୟାୟ ଯାତ୍ରା’

ଭାସ୍କର ପରିଚ୍ଛା ଆସନ୍ତା ୨୦୨୪ ଜାନୁଆରି ୧୪ ତାରିଖରୁ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯୋଜନା କରିଛି କଂଗ୍ରେସ। ଏଥିପାଇଁ ଆସନ୍ତା ଜାନୁଆରି ୪ ତାରିଖରେ ଦଳ ଏକ ବଡ଼ ବୈଠକ ଡାକିଛି।...

ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ପୋଲିସ ମହାନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ପୋଲିସ ମହାନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ସେ ରବିବାର ଅବସର ନେଉଥିବା ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲଙ୍କ...