ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଇଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଇଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଏସପି ମୁକେଶ...

ଭଲ ଓଡ଼ିଆ ଚଳଚ୍ଚିତ୍ର ‘ତୃଷ୍ଣା’

କପିଳାସ ଭୂୟାଁ ଗତ ଶୁକ୍ରବାର ଦିନ ଭୁବନେଶ୍ଵରର ସିନେପଲିସ ପ୍ରେକ୍ଷାଳୟରେ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୃଷ୍ଣା’ର ପ୍ରିମିଅର ସୋ’ ହୋଇଥିଲା। ଚଳଚ୍ଚିତ୍ରଟିକୁ ଦେଖିଲା ପରେ ଏହାକୁ ନିର୍ଦ୍ଵନ୍ଦ୍ଵରେ ଗୋଟିଏ ଭଲ ଓଡ଼ିଆ ଚଳଚ୍ଚିତ୍ର...

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଇଡକୋ...

ଓଡ଼ିଶାଲାଇଭ୍ ବ୍ୟୁରୋ ଇଡକୋ ପରିଚାଳନା ନିର୍ଦ୍ଦେଶକ ତଥା ହକି ବିଶ୍ୱକପ୍ ପାଇଁ ଓଏସଡି ଭାବେ ନିଯୁକ୍ତ ଭୁପିନ୍ଦ୍ର ସିଂ ପୁନିଆ ସୋମବାର ଦିନ ରାଉରକେଲା ଗସ୍ତରେ ଆସିଥିଲେ। ସେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ...

ଶୀତ ଦିନେ ଗୋଡ଼ ଫଟାକୁ ନେଇ ଚିନ୍ତିତ କି? ଏମିତି କରନ୍ତୁ ଉପଚାର

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=9z6jRaXZfus] ଶୀତ ଦିନ ଆସିଲେ ଅନେକ ଲୋକ ପାଦ ଫଟା ଏବଂ ରୁପି ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି। ଶୀତ ଦିନରେ ଅନେକ ଚର୍ମ ରୋଗର ଶିକାର ମଧ୍ୟ ହୋଇଥାନ୍ତି।...

ଯୋଡ଼ା ହେଲା ନୂଆ ସିଲାବସ: ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବେ ନୂଆପାଠ

ଓଡ଼ିଶାଲାଇଭ୍ ବ୍ୟୁରୋ ନବମ ଏବଂ ଦଶମ ଶ୍ରେଣୀ ପାଠ୍ୟକ୍ରମ ପାଇଁ ଆସିଲା ନୂଆ ସିଲାବସ୍। ଏହି ନୂଆ ନିୟମ ୨୦୨୨-୨୩ ଶିକ୍ଷା ବର୍ଷରୁ ଲାଗୁ ହେବ। ଏ ନେଇ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀରେ...

ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଏହା ପୂର୍ବରୁ ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା...

ଭୁବନେଶ୍ୱରରେ ଖୋଲିଲା ଆଇବିଏମର କ୍ଲାଏଣ୍ଟ ଇନୋଭେସନ ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରଠାରେ ଆଇବିଏମର ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟରର(ସିଆଇସି) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇବିଏମ୍ ନିଜର ଗ୍ରାହକ ସେବା ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଓଡ଼ିଶାରେ ଏହି କେନ୍ଦ୍ର ଖୋଲିଛି। ଭୁବନେଶ୍ୱର...

୭୭ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ୭୬ ବର୍ଷ ପୂର୍ଣ୍ଣ କରି ୭୭ ବର୍ଷରେ ପାଦଥାପିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି।...

ପିଲାପିଲି ପାଇଁ ଯୋଜନା କରୁଛନ୍ତି କି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=mhZ3N5mNZHw] ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରୁ ପ୍ରସୂତି ବିଶେଷଜ୍ଞଙ୍କ ଦ୍ୱାରା ପରାମର୍ଶ ନେଲେ ଓ ନିୟମିତ ଭାବରେ ଚେକ୍‌ଅପ୍‌ କଲେ ଗର୍ଭ ଜନିତ ଗୁରୁତର ଜଟିଳତାକୁ ନିଶ୍ଚିତ ଭାବରେ ଏଡ଼ାଇ ଦିଆଯାଇପାରିବ।...

ଓଏଏସ୍ ଟପ୍ପର ତେଜସ୍ୱିନୀ ବେହେରାଙ୍କ ସଫଳତାର କାହାଣୀ

[youtube https://www.youtube.com/watch?v=EMTl3pB1EUw] ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭୁବନେଶ୍ଵରର ତେଜସ୍ଵିନୀ ବେହେରା। ପ୍ରଥମ ଚେଷ୍ଟାରେ ହିଁ ତେଜସ୍ଵିନୀ ଏହି ସଫଳତା ପାଇ ପାରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ...