ପାଞ୍ଚଦିନରେ ସରିଲା ମଦ ବ୍ୟବସାୟୀଙ୍କଠାରୁ ଜବତ ଟଙ୍କାର ଗଣତି, ମୋଟ ୩୪୮ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟକର ଠକେଇ ଅଭିଯୋଗରେ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରି ଟଙ୍କାର ପାହାଡ଼ ଠାବ କରିଥିଲା ଆୟକର ବିଭାଗ। ମେସିନ ଓ ମଣିଷ ପାଞ୍ଚଦିନ ଧରି ଜବତ ସବୁ...
ଏମ୍ସ ଭୁବନେଶ୍ଵରର ସମ୍ପ୍ରସାରଣ: ୧୦୦ ଏକର ଜମି ଯୋଗାଇବେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏମ୍ସ ଭୁବନେଶ୍ଵରର ସମ୍ପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୧୦୦ ଏକର ଜମି ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏମ୍ସକୁ ଜମି ପଟ୍ଟା ହସ୍ତାନ୍ତର କରାଯିବା ପରେ...
ଖସିବ ପାରଦ, ଓଡ଼ିଶାରେ ବଢ଼ିବ ଶୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗକୁ ଓଡ଼ିଶାରେ ଶୀତର ପ୍ରକୋପ ଆହୁରି ବଢ଼ିବ। ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ନେଇ ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଦୁଇଦିନ ମଧ୍ୟରେ...
ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି, ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଶ୍ରୀମନ୍ଦିରରେ ପାଳିତ ହେବ ଦେବ ଦୀପାବଳି। ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ...
ସୁନ୍ଦରଗଡ଼ରେ ଜୋନସ୍ତରୀୟ ‘ସରଗି ଫୁଲ୍’ ଶିଶୁ ମହୋତ୍ସବ ଉଦଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନନ୍ୟ ପ୍ରତିଭା ପ୍ରଦର୍ଶନ ସହ ନୂଆ ଅନୁଭୂତି ନେଇ ଫେରିଲେ ଜନଜାତି ଛାତ୍ରଛାତ୍ରୀ।
ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଥିବା ଜୋନସ୍ତରୀୟ ‘ସରଗି ଫୁଲ୍’ ଶିଶୁ ମହୋତ୍ସବ ରବିବାର...
ଭାରତୀୟ ରେଳବାଇର ଉତ୍ତର ଜୋନରେ ୩,୦୯୩ ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଜାନୁଆରି ୧୧
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇର ଉତ୍ତର ଜୋନରେ (ଏନଆର) ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତର ଜୋନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୦୯୩ଟି ପଦବୀ ପୂରଣ ହେବ।
ଏହି...
ନୟାଗଡ଼: ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ବାମୀର ଆତ୍ମସମର୍ପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ସ୍ତ୍ରୀର କଟାମୁଣ୍ଡଧରି ଥାନାରେ ପହଞ୍ଚିଲେ ସ୍ବାମୀ। ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ବିଡ଼ାପାଜୁ ଗାଁରେ। ବିଡ଼ାପାଜୁ ଗ୍ରାମର ଅର୍ଜୁନ ବାଘ...
ସୁନ୍ଦରଗଡ଼ରେ ଜୋନସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗି ଫୁଲ୍’ର ତୃତୀୟ ଦିନ: ବିଜ୍ଞାନ ପ୍ରଦର୍ଶନୀ ସହିତ କାଗଜ କଣ୍ଢେଇ ପ୍ରସ୍ତୁତି...
ଓଡ଼ିଶାଲାଇଭ୍ ବ୍ୟୁରୋ
(ସୁନ୍ଦରଗଡ଼): ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ। ଏହି ଅବସରରେ ଶନିବାର ଦିନ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଜନଜାତି ଛାତ୍ରଛାତ୍ରୀମାନଙ୍କ...
ବଜ୍ରକାପ୍ତ ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ, ଦୁଇ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ା): ବ୍ରହ୍ମପୁର-ରୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ନିକଟ ଅଖୁସିଙ୍ଗି ଛକ ନିକଟରେ ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଡିଲ ହେଉଥିବାବେଳେ ଚଢ଼ଉ କରିଲା ଏସଟିଏଫ। ଚଢ଼ଉ ବେଳେ ଗୋଟିଏ ଜୀବନ୍ତ...
ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗିରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟୁଆର୍ କୋଡ୍ ସ୍କାନ କରି ଜାଣିହେବ ଅଣ୍ଡାର ଉତ୍ପାଦନ ତାରିଖ ଓ ଗୁଣବତ୍ତା
ଡ୍ରାଏ କ୍ଲିନ୍, କ୍ୟାଣ୍ଡେଲିଂ, ଗ୍ରେଡିଂ ଏବଂ ୟୁଭି ଟ୍ରିଟମେଣ୍ଟ ଭଳି ଆଧୁନିକ ପଦ୍ଧତିର ପ୍ରୟୋଗ
ଦିନକୁ ୧୦ ଲକ୍ଷ ଅଣ୍ଡା...





















