ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨୫ ଯାଏଁ ୱାର୍ଣ୍ଣିଂ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ...

ଛାତ୍ରଛାତ୍ରୀଙ୍କୁ ବହି, ଖାତା ବାଣ୍ଟିଲା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଛାତ୍ରଛାତ୍ରୀଙ୍କୁ ଖାତା ବହି ବାଣ୍ଟିଲା ବଂଶୀଧର ଓ ଇଲା ଫାଉଣ୍ଡେସନ। ଏଥିରେ ପ୍ରାୟ ୪ହଜାର ୮୯୦ ଛାତ୍ରଛାତ୍ରୀଙ୍କୁ ଖାତା ବହି ବଣ୍ଟା ଯାଇଥିଲା। ରାୟଗଡା ଜିଲ୍ଲା...

ବୃଦ୍ଧାଙ୍କ ବେକରୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଖି ପିଛୁଳାକେ ବାଇକରେ ଆସି ଲୁଟି ନେଲେ ଦୁର୍ବୃତ୍ତ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବ୍ୟାଙ୍କ କଲୋନୀ ତୃତୀୟ ଗଳିରେ। ଜଣେ...

ରାୟଗଡ଼ା: ଅଚବା ଗାଁରେ ପୋଲିସର ଚଢ଼ାଉ, ୨୦୦ ଲିଟର ପୋଚ ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଦୁର୍ଗମ ଅଚବା ଗ୍ରାମରେ ପୋଲିସ ପକ୍ଷରୁ ଚଢ଼ାଉ କରି ୨୦୦ ଲିଟର ପୋଚ୍ ନଷ୍ଟ କରାଯାଇଛି। ଶେଷଖାଲ ଥାନା...

ରାୟଗଡ଼ାରେ ଜୁଆ ଆଡ୍ଡା ଉପରେ ଚଢ଼ାଉ – ୩୪ ଜୁଆଡ଼ି ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଜୁଆ ଖେଳ ଚାଲୁଥିବା ବେଳେ ରାୟଗଡ଼ା ପୋଲିସର ଏକ ଟିମ୍‌ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ଜୁଆଡ଼ିମାନଙ୍କୁ ଗିରଫ କରିଛି। ରବିବାର ରାୟଗଡ଼ା...

ରାୟଗଡ଼ାରେ ପାଣ୍ଡିଆନ, ଡାକ୍ତରଖାନାରେ ‘ମୋ ସରକାର’ କାର୍ଯ୍ୟକ୍ରମର କଲେ ସମୀକ୍ଷା

ଓଡ଼ିଶାଲାଇଭ ବ୍ୟୁରୋ   (ରାୟଗଡାରୁ ତୁଷାର ରଞ୍ଜନ ସାହୁ): ମୋ ସରକାର ଯୋଜନାର ସମୀକ୍ଷା କରିବାକୁ ରାୟଗଡ଼ାରେ ପହଞ୍ଚିଛନ୍ତି 5Tର ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍। ଆଜି ଅପରାହ୍‌ଣରେ ସଚିବ ଭି.କାର୍ତ୍ତିକେୟାନ୍‌ ପାଣ୍ଡିଆନ୍, ଜାତୀୟ ସ୍ଵାସ୍ଥ୍ୟ...

ରାୟଗଡ଼ାରେ ରାବଣପୋଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ, ପାପ ଉପରେ ପୂଣ୍ୟର ଜୟ। ବିଜୟା ଦଶମୀ ଅବସରରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ପୂଜା...

ଜେକେ କାଗଜକଳ ପକ୍ଷରୁ ଧୁମ୍‌ଧାମ୍‌ରେ ପାଳନ ହେଉଛି ଦଶହାର ପୂଜା 

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର ଜେକେପୁରରେ ଦଶହରା ପର୍ବ ବଡ଼ ଧୁମଧାମରେ ପାଳନ କରାଯାଉଛି। ପଞ୍ଚମୀ ଦିନଠାରୁ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ୬ ଦିନ ଧରି ହେଉଥିବା ମାଙ୍କର...

ରାୟଗଡ଼ା: ଓଡିଶା ଗ୍ରାମୀଣ କ୍ରିକେଟ ଲିଗ୍‌ ପାଇଁ ପଞ୍ଜିକରଣ ଆରମ୍ଭ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡାରୁ ତୁଷାର ରଞ୍ଜନ ସାହୁ): ଓଡିଶା ଗ୍ରାମୀଣ କ୍ରିକେଟ ଲିଗ୍‌ର ପରୀକ୍ଷା ମୂଳକ ପଞ୍ଜିକରଣ ଆରମ୍ଭ ହୋଇଛି। ସ୍ଥାନୀୟ ଡ଼ିଆରଡ଼ିଏ କନଫରେନ୍ସ ହଲରେ ଏହାର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା...

ରାୟଗଡ଼ା: ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା 

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଶ୍ୱାସରୁଦ୍ଧ ହୋଇ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଠିକ୍‍...