ରାୟଗଡ଼ାରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଜାତିର ପିତା ମାହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସର୍ବୋଦୟ ମଣ୍ଡଳର...

ଜୁନାଗଡ-ଭୁବନେଶ୍ଵର ଲିଙ୍କ୍ ଏକ୍ସପ୍ରେସର ରୁଟ୍ ପରିବର୍ତ୍ତନ, ରାୟଗଡା ଯୁବ ବିକାଶ ପରିଷଦ ପକ୍ଷରୁ ଧାରଣା

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଜୁନାଗଡ-ଭୁବନେଶ୍ଵର ଲିଙ୍କ୍ ଏକ୍ସପ୍ରେସର ରୁଟ୍ ପରିବର୍ତ୍ତନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏବେ ରାୟଗଡା ଜିଲ୍ଲାରେ ଅସନ୍ତୋଷ...

ଦଲାଲଙ୍କ ସହ କିରାଣୀଙ୍କ ଲିଙ୍କର ପର୍ଦ୍ଦାଫାଶ କଲା ପୋଲିସ, ୮ ଦଲାଲଙ୍କ ସହ ୨ କିରାଣୀ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଦଲାଲଙ୍କ ସହ ସରକାରୀ କିରାଣୀଙ୍କ ଲିଙ୍କର ପର୍ଦ୍ଦାଫାଶ କଲା ପୋଲିସ। ରାୟଗଡ଼ା ଟାଉନ ଥାନା ପୋଲିସ ଶୁକ୍ରବାର ଆରଟିଓ ଅଫିସରୁ ୮ ଜଣ ଦଲାଲଙ୍କୁ ଗିରଫ...

ରାୟଗଡ଼ାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ  (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଗଜପତି ଛକଠାରୁ...

ରାୟଗଡ଼ା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ରାଣିଗୁଡ଼ା ଫାର୍ମସ୍ଥିତ ଜିଲ୍ଲା ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଛି। ମୁଖ୍ୟ ଅତିଥି ଭାବେ...

ମା’ ମଝିଘରିଆଣିଙ୍କ ହୁଣ୍ଡିରୁ ବାହାରିଲା ୫୪ ଲକ୍ଷ ୫୧ ହଜାର ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ଚଳିତ ବର୍ଷ ତୃତୀୟ ଥର ପାଇଁ ହୁଣ୍ଡି ଖୋଲାଯାଇଛି। ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି। ଚଳିତ ଥର...

ରାୟଗଡ଼ା ଜିଷ୍ଟ୍ କଲେଜରେ ରକ୍ତଦାନ ଶିବିର, ୫୮ ୟୁନିଟ୍ ସଂଗ୍ରହ

ଓଡ଼ିଶାଲାଇଭ୍‌ ବ୍ୟୁରୋ  (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ରାୟଗଡା ଜିଲ୍ଲା ଖୋଲିଗୁଡା ନିକଟରେ ଥିବା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ୍ ଆଣ୍ଡ୍ ଟେକ୍ନୋଲୋଜି (ଜିଷ୍ଟ୍) କଲେଜ ପରିସରରେ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ...

ରାୟଗଡ଼ା: ନୂତନ ରେଳ ଡିଭିଜନ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ା ରୁ ତୁଷାର ରଞ୍ଜନ ସାହୁ): ରାୟଗଡାଠାରେ ନୂତନ ରେଳ ଡିଭିଜନ ପ୍ରତିଷ୍ଠା ହେବ। ଏନେଇ ରେଳ ବିଭାଗ ତରଫରୁ ଜବରଦଖଲରେ ଥିବା ଗୁଡସ୍ ସେଡ୍ କଲୋନୀର ବିଭିନ୍ନ ବସ୍ତିକୁ ଉଚ୍ଛେଦ...

ରାୟଗଡାରେ ଦୁଇ ଦିନରେ ଦୁଇଟି ସେକ୍ସ ରାକେଟ ଠାବ – ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆକ୍ସନ୍ ମୋଡରେ ରାୟଗଡା ପୋଲିସ। ସହରରେ ଦିନକୁ ଦିନ ବଢ଼ୁଥିବା ଅପରାଧକୁ ରୋକିବା ପାଇଁ ରାୟଗଡ଼ା ପୋଲିସ ଉଦ୍ୟମ ଚଳାଇଛି। ମଙ୍ଗଳବାର ପୋଲିସକୁ ଆଉ ଏକ ସଫଳତା ମିଳିଛି। ଏକ ସେକ୍ସ ରାକେଟର...

ରାୟଗଡ଼ାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ୧୪ତମ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ଚିକିତ୍ସାଳୟର ସମସ୍ୟା...