ରାୟଗଡ଼ାରେ ସେକ୍ସ ରାକେଟ ଠାବ, ୩ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଏଫ.ସି.ଆଇ ଛକ ନିକଟରେ ଏକ ଭଡ଼ା ଘରେ ରାୟଗଡ଼ା ପୋଲିସ ଚଢାଉ କରି ସେକ୍ସ ରାକେଟ ଠାବ କରିଛି। ଏହି ଚଢ଼ାଉ ବେଳେ ପୋଲିସ...

କ୍ରିକେଟ୍ ବେଟିଙ୍ଗ୍‌ର ପର୍ଦ୍ଦାଫାସ କଲା ରାୟଗଡ଼ା ପୋଲିସ, ୫ଜଣ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ  (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଯୁବପିଢ଼ିଙ୍କୁ ଘେରିଛି ବେଟିଙ୍ଗ ନିଶା। ମୋଟା ଅଙ୍କର ଟଙ୍କା ପାଇବା ଲୋଭରେ ପାଠପଢ଼ା ଛାଡ଼ି ଅନଲାଇନ କ୍ରିକେଟ୍‌ ବେଟିଙ୍ଗ ଆଡ଼େ ମୁହାଁଉଛନ୍ତି ଶିକ୍ଷିତ ଯୁବ ଛାତ୍ରଛାତ୍ରୀ।...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ମିନା ହିକ୍‌କାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ରାୟଗଡ଼ା ପୋକ୍ସୋ କୋର୍ଟ। ଏଥିସହ ୩ ହଜାର ଟଙ୍କା ଜରିମାନା ଆଦେଶ...

ରାୟଗଡ଼ାରେ ଗଡ଼ିଲା ଗାନ୍ଧୀ ରଥ: ଗାଁ ଗାଁରେ ପହଞ୍ଚାଇବ ଗାନ୍ଧୀଙ୍କ ବାର୍ତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) ଜାତୀର ପିତା ମାହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଇଁ ଜୋର ଧରିଛି ପସ୍ତୁତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ...

ରାୟଗଡ଼ା: ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପଦବୀକୁ କାଏମ ରଖିଲେ ହାଇକୋର୍ଟ

ଓଡ଼ିଶାଲାଇଭ ବ୍ୟୁରୋ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ପଦବୀ ଅସିଦ୍ଧ ମାମଲାରେ ଏହାକୁ ପୁଣି କାଏମ ରଖିଛନ୍ତି ଓଡିଶା ହାଇକୋର୍ଟ। ପୂର୍ବରୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା ଜିଲ୍ଲା...

ରାୟଗଡ଼ା ଗସ୍ତରେ କେନ୍ଦ୍ର ମହିଳା କମିଶନ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦ୍ର ମହିଳା କମିଶନ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଆଜି ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ଏହି ଗସ୍ତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରାୟଗଡା ଜିଲ୍ଲାରେ କିପରି କାର୍ଯ୍ୟକାରୀ କରାଯାଉଛି ସେନେଇ...

ରାୟଗଡ଼ା ‘ସଖୀ’ କେନ୍ଦ୍ରର ସ୍ଥିତି ପରଖିଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖୀ କେନ୍ଦ୍ରକୁ (ୱାନ ଷ୍ଟପ ସେଣ୍ଟର) ମଙ୍ଗଳବାର ଜିଲ୍ଲାପାଳ ଅଚାନକ ଗସ୍ତ କରିଥିଲେ। ସଖୀର ଏହି କେନ୍ଦ୍ର ଠିକ ଭାବରେ କାର୍ଯ୍ୟକାରୀ ହେଉଛି...

ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା: ରାୟଗଡ଼ାରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଭାରତୀୟ ମଜଦୁର ସଂଘ ୧୭ସେପ୍ଟେମ୍ବର ବିଶ୍ଵକର୍ମାଜୟନ୍ତୀକୁ ସାରା ଦେଶରେ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ପାଳନ କରି...

ଜିଷ୍ଟ କଲେଜରେ ଇଞ୍ଜିନିୟର ଦିବସ ପାଳିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡା:  ଜିଷ୍ଟ ଇଞ୍ଜିନିୟରିଂ କଲେଜରେ ୫୨ତମ ଇଂଜିନିୟର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କୋଠାବାଡ଼ି ଯନ୍ତ୍ରୀ ଜେ ଏସ୍ ଏନ୍ ମୂର୍ତ୍ତୃ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ...

ବାଃରେ ପୋଲିସବାଲା! ନକ୍ସଲ ନାଁରେ ଆଦାୟ କରୁଥିଲେ ଚାନ୍ଦା, ବନ୍ଧା ହେଲେ

ଓଡ଼ିଶାଲାଇଭ ବ୍ୟୁରୋ ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଜଣେ ଏପିଆର କନଷ୍ଟେବଲଙ୍କୁ ଗିରଫ କରାଯାଇଛି। ତାଙ୍କୁ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ପୋଲିସ ଗିରଫ କରିଛି। ଗିରଫ କନେଷ୍ଟବଳ ହେଲେ ଜିଲ୍ଲା...