ରାୟଗଡ଼ା ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ – ‘ଲୋକଙ୍କ କଥା ବୁଝ’

ଓଡ଼ିଶାଲାଇଭ ବ୍ୟୁରୋ ରାୟଗଡ଼ା ପୋଲିସ ସହ ଭିଡିଓ କନଫରେନ୍ସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ନିକଟତର ହେବା ପାଇଁ ଆଜି ବିଭିନ୍ନ...

ବଦଳିବ ରାୟଗଡ଼ା ରେଳ ଷ୍ଟେସନର ରୂପରେଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡା ରେଳ ଷ୍ଟେସନକୁ ଡିଭିଜନର ମାନ୍ୟତା ମିଳିବା ପରେ ରେଳବାଇ କର୍ତ୍ତୃପକ୍ଷ ବେଶ୍ ତତ୍ପର ହୋଇଉଠିଛି। ରେଳ ଷ୍ଟେସନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସହିତ ଷ୍ଟେସନ୍ ପରିସରରେ ଥିବା ସମସ୍ତ...

ରେଲଓ୍ଵେ ଟ୍ରାକ୍‌ରେ ଫସିଲା ଟ୍ୟାଙ୍କର, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଓଡ଼ିଶାଲାଇଭ ବ୍ୟୁରୋ ରେଳ ଟ୍ରାକରେ ଫସିଲା ଟ୍ୟାଙ୍କର। ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ। ଶୁକ୍ରବାର ସକାଳେ ଏକ ଟ୍ୟାଙ୍କରର ବ୍ରେକ୍‌ ଫେଲ ହୋଇଯିବାରୁ ମୁନିଗୁଡ଼ା ନିକଟରେ ଥିବା ରେଳ...

ରାୟଗଡ଼ା – ଦଶହରା ପାଇଁ ପୋଲିସ ପ୍ରଶାସନର ବୈଠକ

ଓଡ଼ିଶାଲାଇଭ ବ୍ୟୁରୋ ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ଦଶହରା ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଗୁଣୁପୁର ଉପଖଣ୍ଡ ପୋଲିସ ଦ୍ଵାରା ଏକ ବୈଠକ ବସିଥିଲା। ଏଥିରେ ଅପରାଧ ନିୟନ୍ତ୍ରଣ ଓ...

ସ୍କୁଲରେ ନାହାନ୍ତି କମ୍ପ୍ୟୁଟର ଶିକ୍ଷକ, ନାହିଁ ଶୌଚାଳୟ – ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଛାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ବିଦ୍ୟାଳୟରେ ଶୌଚାଳୟ ସମେତ ଅନ୍ୟାନ୍ୟ ଆନୁସାଙ୍ଗିକ ସୁବିଧା ନଥିବାରୁ ରାସ୍ତାକୁ ଓହଲାଇଲେ ଆଦିବାସୀ ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଲକ...

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ବୈଠକ: ଜିଲ୍ଲାର ବିକାଶ ଉପରେ ହେଲା ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ବୈଠକ ସୋମବାର ସ୍ଥାନୀୟ ସେବା ସମାଜ ଆଶ୍ରମ ପରିସରରେ ଅନୁଷ୍ଟିତ ହୋଇଯାଇଛି। ପରିଷଦର ରାଜ୍ୟ ଶାଖା ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ...

ରାୟଗଡ଼ାର ପ୍ରତି ପଞ୍ଚାୟତରେ ଲାଗୁ ହେବ 5-T

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାରଙ୍କ ପ୍ରଣିତ ୫ଟି (ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ସମୟ, ବୈଷୟିକ ଜ୍ଞାନ ଏବଂ ପରିବର୍ତ୍ତନ)କୁ ଫଳପ୍ରଦ କାର୍ଯ୍ୟକାରୀ କରିବା ପାଇଁ  ରାୟଗଡ଼ା  ଜିଲ୍ଲାପାଳ ଏକ ନୂଆ ପଦକ୍ଷେପ ନେଇଛନ୍ତି। ୫ଟିକୁ...

ରାୟଗଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତାରେ ୫ଫୁଟର ଗାତ

ଓଡ଼ିଶାଲାଇଭ ବ୍ୟୁରୋ ରାୟଗଡା ସହରସ୍ଥିତ ପୁରୁଣା ବସଷ୍ଟାଣ୍ଡ ଛକ ଟ୍ରାଫିକ ପୋଷ୍ଟ ନିକଟରେ ପାଞ୍ଚ ଫୁଟର ଗାତ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ସହରର...

ରାୟଗଡ଼ା – ଭାଙ୍ଗିଲା କଲଭର୍ଟ, ଯାତାୟାତ ବାଧାପ୍ରାପ୍ତ

ଓଡ଼ିଶାଲାଇଭ ବ୍ୟୁରୋ ରାୟଗଡା ସହରାଞ୍ଚଳ ଭିତରେ ଭାରିଯାନ ଚଳାଚଳ ଯୋଗୁଁ ଭୁଶୁଡି ପଡିଛି କଲଭର୍ଟ। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ରାୟଗଡା ପୌରାଞ୍ଚଳ ଅନ୍ତର୍ଗତ ଗୌତମନଗରଠାରୁ ରିଙ୍ଗରୋଡ ଯାଏଁ ରାସ୍ତାରେ ଏଭଳି...

ମୁହଁରେ ବଢୁଛି ମାଂସ ପିଣ୍ଡୁଳା, ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଓଡ଼ିଶାଲାଇଭ ବ୍ୟୁରୋ ମୁହଁରେ ବଢୁଛି ମାଂସ ପିଣ୍ଡୁଳା। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସ୍ୱାମୀର ଆର୍ଥିକସ୍ଥିତି ଖରାପ ହୋଇଥିବାରୁ ଯନ୍ତ୍ରଣାରେ କଲବଲ ହେଉଛି ସ୍ତ୍ରୀ। ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି...