ରାୟଗଡ଼ା : ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ – ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୌରପାଳିକା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ବିଜେଡି ଆରମ୍ଭ କରିଛି ପ୍ରସ୍ତୁତି। ପୌରାଞ୍ଚଳ ନିର୍ବାଚନରେ ବିଜେଡି କିପରି ସଂଖ୍ୟା ଗରିଷ୍ଠତା ହାସଲ କରି ପୌରପାଳିକା...

ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ‘ସଖୀ କେନ୍ଦ୍ର’ ଉଦ୍‍ଘାଟିତ   

ଓଡ଼ିଶାଲାଇଭ ବ୍ୟୁରୋ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୱାନ୍‍ ଷ୍ଟପ ସେଣ୍ଟର(ସଖୀ କେନ୍ଦ୍ର) ଉଦ୍‍ଘାଟିତ ହୋଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି, ଜନଜାତି ଏବଂ ସଂଖ୍ୟାଲଘୁ କଲ୍ୟାଣ...

ରାୟଗଡାରେ କଡ଼ାକଡ଼ି ହେଲା ନୂତନ ଟ୍ରାଫିକ ନିୟମ

ଓଡ଼ିଶାଲାଇଭ ବ୍ୟୁରୋ ରାୟଗଡ଼ାରେ ଚାଲିଛି ନୂତନ ଟ୍ରାଫିକ୍ ନିୟମ କଡ଼ାକଡ଼ି। କେନ୍ଦ୍ରସରକାର ମୋଟର ସାଇକେଲ ଆକ୍ଟକୁ ସଂଶୋଧନ କରି ନୂତନ ନିୟମ ଲାଗୁ କରିବା ପରେ ଏହି ନିୟମ ସାରା ରାଜ୍ୟରେ କଡ଼ାକଡ଼ି କରାଯାଇଛି।...

ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣା – ନିର୍ଦ୍ଦୋଶରେ ଖଲାସ ହେଲେ ମାଓନେତା ସବ୍ୟସାଚୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡା:  ୨୦୦୨ ମସିହା ପୋଲିସ-ମାଓବାଦୀ ଗୁଳିବିନିମୟ ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଅଧିକ ସାକ୍ଷ୍ୟ ପ୍ରମାଣ ଅଭାବରୁ ରାୟଗଡ଼ା ଜିଲ୍ଲା ଦୌରା ଜଜ୍‌ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ...

ରାୟଗଡ଼ାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା – ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାୟଗଡ଼ାରେ ହତ୍ୟାକାଣ୍ଡ। ଚାନ୍ଦିଲି ଥାନା ଅଣ୍ଟାମଡ଼ାରେ ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ...

ରାୟଗଡ଼ାରେ ୪୦୭ ଧକ୍କାରେ ଜଣେ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୂଜବଳ ବ୍ରିଜ୍‌ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ୪୦୭ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର...

ପ୍ରେମ ପ୍ରତାରଣା ତା’ପରେ ଧାରଣା – ଥାନା ପରିସରରେ ପ୍ରେମିକାକୁ ଆକ୍ରମଣ କଲା ପ୍ରେମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ହ୍ୱାଟ୍ସଆପ୍‌ରୁ ପ୍ରେମ ଆଉ ତାପରେ ଶାରୀରିକ ସଂପର୍କ। ଏବେ ବିବାହ କରିବାକୁ ଯୁବତୀ ଅଡ଼ି ବସିବା ପରେ ଥାନା ପରିସରରେ ଯୁବତୀଙ୍କ ପରିବାର ଉପରକୁ ଆକ୍ରମଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି...

ରାୟଗଡ଼ା – କସ୍ତୁରୀ ନଗର ଲୋକଙ୍କ ଦୁଃଖ ବୁଝିଲେ ଜିଲ୍ଲା ପ୍ରଶାସନ, ବନ୍ଦ କଲେ ମଦ ଦୋକାନ

ଓଡ଼ିଶାଲାଇଭ ବ୍ୟୁରୋ ରାୟଗଡ଼ା ସହରରେ ଥିବା ୧୮ନମ୍ବର ୱାର୍ଡର କସ୍ତୁରୀ ନଗରରେ ନୂତନ ଭାବେ ଖୋଲାଯିବାକୁ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିଛନ୍ତି ଜିଲ୍ଲା ପ୍ରଶସାନ। ପୂର୍ବରୁ ବାରମ୍ଵାର ଏନେଇ ଅଭିଯୋଗ କରାଯାଇଥିଲା...

ରାୟଗଡ଼ା : ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଆବେହେଳାରୁ ୫ବର୍ଷର ଶିଶୁର ମୃତ୍ୟୁ ଅଭିଯୋଗ। ସାପ କାମୁଡ଼ାରେ ମରିଯାଇଥିବା ପୁଅକୁ ଗୁଣିଆକୁ ଦେଖାଇ ବଞ୍ଚେଇବା ପାଇଁ ପୋଲିସଠାରୁ ଛଡେଇ ନେଲା ବାପା।...

ଅମଳାଭଟ୍ଟା ଗାଁ, ଯେଉଁଠି ମାଟି କାରିଗରଙ୍କ ସ୍ପର୍ଶରେ କଥା କହନ୍ତି ନିର୍ଜୀବ ମୂର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ା ବ୍ଲକ ନାଗାବଳୀ ନଦୀର ଗୋଟିଏ କୋଣରେ ରହିଛି ଅମଳାଭଟ୍ଟା ଗାଁ। ଏଠାରେ ବସବାସ କରୁଥିବା ଶହେ କୁମ୍ଭକାର ପରିବାର ଗାଁର ଟେକକୁ ଯୁଗଯୁଗ ଧରି ବଜାଇ ରଖିଛନ୍ତି। ଆଧୁନିକତାର ଛାପ ଏବଂ...