ନଳକୂଅରୁ ବାହାରୁଛି ଅହରହ ପାଣି, ଶୁଣୁନି ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା: କେଉଁଠି ଲୋକମାନେ ପାଣି ମୁନ୍ଦେ ପାଇବାକୁ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଠି ପାଣି ନଷ୍ଟ ହେଉଛି। ଏମିତି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ବ୍ଲକ ତାଡ଼ମା ପଞ୍ଚାୟତରେ। ତାଡ଼ମା...

ଦୁଇ ରାଜପଥ ଲୁଟେରା ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା: ରାୟଗଡା ଜିଲ୍ଲା ବିଷମକଟକ ପୋଲିସ ଦୁଇ ରାଜପଥ ଲୁଟେରାଙ୍କୁ ଗିରଫ କରିଛି। ଗତ କାଲି ରାତିରେ ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଅଞ୍ଚଳର ୪ଜଣ ଯୁବକ ବିଶାଖାପାଟଣାରୁ ରାୟପୁର ଯାଉଥିବା...

ରାୟଗଡ଼ାରେ ଦୟନୀୟ ସ୍ୱାସ୍ଥ୍ୟସେବା – ମାତ୍ର ଜଣେ ଶିଶୁ ଡାକ୍ତରଙ୍କୁ ନେଇ ଚାଲିଛି ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା:  ରାୟଗଡ଼ା ଜିଲ୍ଲାରେ ଭୁଶୁଡିଛି ସ୍ୱାସ୍ଥ୍ୟସେବା। ସମଗ୍ର ଜିଲ୍ଲା ପାଇଁ ମାତ୍ର ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଫଳରେ ଶିଶୁମାନଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ମିଳୁ ନଥିବା ଅଭିଯୋଗ ହେଉଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ...

କୂଳ ଖାଉଛି ନାଗାବଳି ନଦୀ – ଭୟରେ ତଟବର୍ତ୍ତୀ ଗ୍ରାମବାସୀ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଲଗାଣ ବର୍ଷାରେ ନଦୀ ଫୁଲୁଥିବା ବେଳେ ନଦୀ କୂଳଖାଇ ମାଟି ଅତଡା ଖସିବା ପରେ ରାୟଗଡା ପୌରାଞ୍ଚଳ ଅନ୍ତର୍ଗତ ଅଣ୍ଟାରିଗୁଡା ଗ୍ରାମର ଲୋକେ ଭୟଭୀତ ହୋଇପଡିଛନ୍ତି।...

ନାଗାବଳୀ ନଦୀରେ ଡଙ୍ଗା ଚଳାଚଳକୁ ଅସିଦ୍ଧ କଲା ଜିଲ୍ଲା ପ୍ରଶାସନ – ଚିନ୍ତାରେ ଗ୍ରାମବାସୀ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆନ୍ଧ୍ର-ଓଡିଶା ସୀମାନ୍ତ ରାୟଗଡ଼ା ଜିଲ୍ଲା କେରେଡା ପଞ୍ଚାୟତର ଅନିଜା ଗାଁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ନାଗାବଳୀ ନଦୀ ପାର...

ମଦୁଆ ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଦ ପିଇ ସ୍ତ୍ରୀକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଛି ସ୍ୱାମୀ। ଏହି ଆକ୍ରମଣର ଶିକାର ତାଙ୍କ ଝିଅ ବି ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହରସ୍ଥିତ ଆନ୍ଧ୍ର ବ୍ୟାଙ୍କ...

ଲଗାଣ ବର୍ଷାରେ ୨୫ଶହ ହେକ୍ଟର ଜମି ଜଳମଗ୍ନ: ଫସଲ ନଷ୍ଟ ହେବା ଆଶଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ହେବା ଫଳରେ ଜିଲ୍ଲାରେ ୨୫ ଶହ ହେକ୍ଟର ଜମିରେ ବର୍ଷା ପାଣି ଜମି  ରହିଛି। ଜମିରେ ଚାଷ କରାଯାଇଥିବା ଧାନ ନଷ୍ଟ...

ରାୟଗଡ଼ାରେ ଧୁମ୍‌ଧାମ୍‌ରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ାସ୍ଥିତ ରେଲୱେ ଅଭିନନ୍ଦନ କମ୍ୟୁନିଟି ହଲ୍‌ଠାରେ ଏହି ମହାସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ଆଦିବାସୀ ସମ୍ପ୍ରଦାୟର ଲୋକେ...

ଲଗାଣ ବର୍ଷାରେ ବେହାଲ ରାୟଗଡ଼ା ଜିଲ୍ଲା – ବନ୍ୟା ପରିସ୍ଥିତି ସୃଷ୍ଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାଣ ବର୍ଷାରେ ବେହାଲ ରାୟଗଡ଼ା ଜିଲ୍ଲା। କ୍ରମାଗତ ତିନି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ରାୟଗଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ସମୂଦାୟ ୮ ଟି...

ରାୟଗଡ଼ାରେ ବର୍ଷା ଯୋଗୁଁ ସ୍ଥିତି ବେହାଲ: ଧୋଇଗଲା ଟ୍ରେନ୍ ଟ୍ରାକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ତ୍ତମାନ ସୁଦ୍ଧା ୩୧୭ ମିଳିଲିଟର ବର୍ଷା ରେକର୍ଡ କରାଯାଇଛି। ଅନେକ ସ୍ଥାନରେ ଛୋଟବଡ଼ ବ୍ରିଜ୍ ଧୋଇ ହୋଇଯାଇଥିବା ବେଳେ ରେଳପଥରେ...