ରାୟଗଡ଼ାରେ ନକଲି ଗୁଟ୍‌ଖା କାରଖାନା ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଳା ମୁନିଗୁଡ଼ା ନିକଟସ୍ଥ ଦୁଇଟି ଗ୍ରାମରୁ ଦୁଇଟି ନକଲି ଗୁଟ୍‌ଖା କାରଖାନା ଠାବ କରାଯାଇଛି। ରାୟଗଡ଼ା ଜିଲ୍ଲା ଏସପି ଶ୍ରବଣ ବିବେକ ଏମ୍‌ଙ୍କ ନିର୍ଦ୍ଦେଶକ୍ରମେ ମନିଗୁଡ଼ା ଥାନାର ଦୁଇଟି ଟିମ୍‍...

ପ୍ରବଳ ବର୍ଷା ଯୋଗୁଁ ଧୋଇଗଲା ରାୟଗଡ଼ା-ଟିଟିଲାଗଡ଼ ରେଲଓ୍ଵେ ଟ୍ରାକ

ଓଡ଼ିଶାଲାଇଭ ବ୍ୟୁରୋ ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇଛି ରାୟଗଡ଼ା। ବର୍ଷା ଯୋଗୁଁ ରାୟଗଡ଼ାରୁ ଟିଟିଲାଗଡ଼ ଯାତୟାତ ସେବା ବାଧାପ୍ରାପ୍ତ ହୋଇଛି। ଅମ୍ଵଡ଼ଳା ନିକଟରେ ଟ୍ରାକ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ...

ରାୟଗଡ଼ା – ନିମ୍ନମାନର ଖାଦ୍ୟ ଯୋଗୁଁ ହଷ୍ଟେଲ ଛାଡ଼ିଲେ ଛାତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ ହେଷ୍ଟେଲ ଛାଡ଼ିଛନ୍ତି ଛାତ୍ରୀ। ଏପରି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ତିନିଦିନ ହେବ ନଖାଇ...

ରାୟଗଡ଼ାରେ ରେଳ ଡିଭିଜନକୁ କାର୍ଯ୍ୟକାରୀ କରିବା ପାଇଁ ଯୁବ ବିକାଶ ପରିଷଦ ପକ୍ଷରୁ ସ୍ମାରକପତ୍ର

ଓଡ଼ିଶାଲାଇଭ ବ୍ୟୁରୋ ରେଳ ଡିଭିଜନ ସ୍ଥାପନ ନେଇ ଚାଲିଛି ଟଣାଓଟରା। ରେଳ ମନ୍ତ୍ରାଳୟର ନିଷ୍ପତ୍ତିକୁ ପରିବର୍ତ୍ତନ କିଛି ସମାଜସେବୀ ସଂଗଠନ ବ୍ରହ୍ମପୁରଠାରେ ଏକ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଦାବି କରୁଥିବା ବେଳେ ଆଜି...

ଭତ୍ତା ନ ମିଳିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଡଙ୍ଗରିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ରେ ଥିବା କାଡ୍ରାକା ବଣ୍ଡେଲି ଗ୍ରାମରେ ବସବାସ କରୁଛନ୍ତି ଡଙ୍ଗରିଆ ଜନଜାତି। ଏବେ ବି ଡଙ୍ଗରିଆ ଜନଜାତିଙ୍କ ପ୍ରତ୍ୟେକ ଗାଁକୁ ରାସ୍ତା ନାହିଁ, ବିଜୁଳି...

ଅକାମୀ ହୋଇପଡିଛି ଚେକ୍‌ ଡ୍ୟାମ, ଚିନ୍ତାରେ ଚାଷୀ 

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା ପିତାମହଲ ଗ୍ରାମପଞ୍ଚାୟତର ବିଷ୍ଣୁଗୁଡ଼ା ବାଲୁଜୋଡ଼ି ନଦୀ ଉପର ମୁଣ୍ଡରେ ରହିଥିବା ଏକ ଚେକ୍‌ ଡ୍ୟାମ ଏବେ ଅକାମୀ ହୋଇପଡ଼ିଛି। ଗତ ୨୦୦୯ ମସିହାରେ ଏହି ଚେକ୍ ଡ୍ୟାମ୍ ନିର୍ମାଣ...

ବାଜା ବଜେଇ, ବାଣ ଫୁଟେଇ ଧାରା ୩୭୦ ଉଚ୍ଛେଦକୁ ସ୍ୱାଗତ କଲେ ରାୟଗଡ଼ାବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଓ ୩୫ଏ'କୁ ଉଚ୍ଛେଦ କରିବା ପାଇଁ ଆଜି ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ଦେଇଛନ୍ତି। ଏହାକୁ ନେଇ ସାରା ଦେଶରେ ଖୁସିର...

ସହିଦ ସପ୍ତାହ ଶେଷ ଦିନରେ ମାଓପୋଷ୍ଟର ଲଗାଇଲେ ମାଓବାଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ୭ ଦିନ ହେବ ସହିଦ ସପ୍ତାହ ପାଳନ କରୁଥିଲେ ମାଓବାଦୀ। ଅଗଷ୍ଟ ୩  ଥିଲା ସହିଦ ସପ୍ତାହର ଶେଷ ଦିନ। ଶେଷଦିନରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ନିୟମଗିରୀ...

ରାୟଗଡ଼ାରୁ ଆସିଲା ଅଭାବନୀୟ ଚିତ୍ର – ପୁଣି ଖଟିଆରେ ବୁହାହେଲେ ପ୍ରସୂତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା:  ରାୟଗଡ଼ା ଜିଲ୍ଲାରେ ଥମିବାର ନା ନେଉନି ଜନନୀ ଯନ୍ତ୍ରଣା। ପୁଣି ଆସିଲା ଅଭାବନୀୟ ଚିତ୍ର। ପକ୍କା ସଡ଼କ ସୁବିଧା ନଥିବାରୁ ୭ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି। ଏଭଳି ଦୃଶ୍ୟ...

ରାୟଗଡ଼ାରେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ

ଓଡ଼ିଶାଲାଇଭ ବ୍ୟୁରୋ ରାୟଗଡ଼ା ସହର ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସମସ୍ତ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଗାୟତ୍ରୀନଗର ସ୍ଥିତ ଜିଲ୍ଲା ନାଗରିକ ମଙ୍ଗଳ ସଂଘର କାର୍ଯ୍ୟାଳୟଠାରେ ଏହି ପରିଚୟ ପତ୍ର ବିତରଣ...