ବଢ଼ିଲା ହୀରାକୁଦ ଜଳସ୍ତର, ଖୋଲିଲା ୩ଟି ଗେଟ୍
ଓଡ଼ିଶାଲାଇଭ ବ୍ୟୁରୋ
ପୁଣି ବଢ଼ିଲା ହୀରାକୁଦ ଜଳସ୍ତର। ଏନେଇ ହୀରାକୁଦର ୩ଟି ଗେଟ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ କରିଛନ୍ତି କର୍ତ୍ତୃପକ୍ଷ। ଡ୍ୟାମକୁ ୧ଲକ୍ଷ ୬୦ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଛି। ହୀରାକୁଦର...
ସେପ୍ଟେମ୍ବର ୩ରେ ନୂଆଁଖାଇ – ଧାର୍ଯ୍ୟ ହେଲା ଲଗ୍ନ
ଓଡ଼ିଶାଲାଇଭ ବ୍ୟୁରୋ
ସେପ୍ଟେମ୍ଵର ୩ ତାରିଖରେ ନୂଆଁଖାଇ ପର୍ବ। ଏନେଇ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇ ପଡ଼ିଛି। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଏହି ଗଣପର୍ବ ପାଇଁ ମା ସମଲେଶ୍ଵରୀଙ୍କ ଲଗ୍ନ ଧାର୍ଯ୍ୟ କରାଯାଇଛି।
ଝାଡ଼ୁଆପଡ଼ା ବ୍ରହ୍ମପୁରା...
ହୀରାକୁଦ୍ର ସମସ୍ତ ଗେଟ୍ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା ପରେ ବନ୍ଧର ସମସ୍ତ ଗେଟ୍ ବନ୍ଦ କରାଯାଇଛି। ଶୁକ୍ରବାର ରାତି ୯ଟା ବେଳକୁ ଜଳ ଭଣ୍ଡାରକୁ ୫୧, ୧୬୫ କ୍ୟୁସେକ୍ ପାଣି...
ଭିଏସ୍ଏସ୍ୟୁଟିରେ ରାଗିଂ: ୧୦ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷା ମନା, ୫୨ ଜଣଙ୍କୁ ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=WmI54GUxOLo&feature=youtu.be
ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣା ପାଇଁ ନିଆଗଲା ଦୃଢ଼ କାର୍ଯ୍ୟାନୁଷ୍ଟାନ। ସିନିଅର ଛାତ୍ରମାନେ ଜୋରଜବରଦସ୍ତ ଜୁନିଅର୍ ଛାତ୍ରଛାତ୍ରୀଙ୍କୁ ରାଗିଂ କରିବା ଭାରିପଡ଼ିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ଼...
ଭିଏସ୍ଏସ୍ୟୁଟିରେ ରାଗିଂ –ଜୁନିଅରଙ୍କୁ ଚଡ଼ି ପିନ୍ଧି ନାଚିବାକୁ କହିଲେ ସିନିଅର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=WmI54GUxOLo
୧୦ ଛାତ୍ର ପରୀକ୍ଷାରୁ ବର୍ଷେ ପାଇଁ ବାଦ୍
୫୨ ଛାତ୍ରଙ୍କୁ ଜରିମାନା
ରାଗିଂ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ। ଏହି ରାଗିଂ...
ଫେରିଲା ରାଗିଂ : ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟରେ ୫୦ ଛାତ୍ରଙ୍କୁ ରାଗିଂ!
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=WmI54GUxOLo&feature=youtu.be
ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟରେ ୫୦ ଛାତ୍ରଙ୍କୁ ରାଗିଂ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ।
ପୁଣି ଫେରିଲା ରାଗିଂ। ନୂଆ କରି ଆଡମିଶନ କରିଥିବା ଛାତ୍ରଙ୍କୁ ୱେଲକମ୍...
ସମ୍ବଲପୁରରେ ଖୋଲିଲା ପ୍ରଥମ ମହିଳା ପୋଷ୍ଟ ଅଫିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ଖୋଲିଲା ପ୍ରଥମ ମହିଳା ଡାକଘର। ମହିଳାମାନଙ୍କ ସଶକ୍ତ କରିବା ଉଦ୍ଦେଶ୍ୟରେ ସମ୍ବଲପୁରର ଗୋଲବଜାରଠାରେ ଏହି ଡାକଘର ଆରମ୍ଭ ହୋଇଛି। ଏହି ଡାକଘରେ ସମସ୍ତ କର୍ମଚାରୀ ମହିଳା। ଏହି ପୋଷ୍ଟ ଅଫିସ୍...
ପୁଣି ହୀରାକୁଦରେ ଖୋଲିଲା ଆଉ ୭ଟି ଗେଟ୍
ଓଡ଼ିଶାଲାଇଭ ବ୍ୟୁରୋ
ହୀରାକୁଦରେ ପୁଣି ୭ଟି ଗେଟ ଖୋଲାଯାଇଛି। ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦରେ ଆଉ ୭ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ୧୪ଟି ଗେଟ...
ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍
ଓଡ଼ିଶାଲାଇଭ ବ୍ୟୁରୋ
ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ତେବେ ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ପୁଣି ଦୁଇଟି ଗେଟ ଖୋଲିଛନ୍ତି। ଫଳରେ ୭ଟି ଗେଟ ଦେଇ ବନ୍ୟା ଜଳ...
ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍
ଓଡ଼ିଶାଲାଇଭ ବ୍ୟୁରୋ
ପୁଣି ହୀରାକୁଦରେ ଆଜି ଆଉ ୪ଟି ଗେଟ ଖୋଲିଛି। ଆଜି ସକାଳୁ ବନ୍ୟା ଜଳ ନିଷ୍କାସନ ପାଇଁ ବୁର୍ଲା ପଟୁ ଗୋଟିଏ ଓ ହୀରାକୁଦ ପଟୁ ଗୋଟିଏ ଗେଟ ଖୋଲାଯାଇଥିଲା। ଏହା...





















