‘ରଙ୍ଗବତୀ’ ନାଁରେ ନାମିତ ହେଲା ବିଲୁଙ୍ଗ ଗାଁ, କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଗୌନ୍ତିଆ

ଓଡିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାର ବିଖ୍ୟାତ ଲୋକଗୀତ ‘ରଙ୍ଗବତୀ’ ନାଁରେ ନାମିତ ହେଲା ଗାଁ। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମିତ କରାଯାଇଛି। ଏନେଇ କେନ୍ଦ୍ର...

ଆସନ୍ତାକାଲିଠୁ ଜୁଲାଇ ୩୧ ତାରିଖ ଯାଏଁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ଜିଲ୍ଲାରେ ୧୦ ଦିନିଆ ସଟ୍‌ଡାଉନ୍‌। କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତାକାଲିଠୁ ଜୁଲାଇ ୩୧ ଯାଏଁ ସଟ୍‌ଡାଉନ୍‌ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ...
CBSE odisha topper

ସିବିଏସଇ ଦଶମ ପରୀକ୍ଷାଫଳ, ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଭୟ ନାୟକ ଓଡ଼ିଶା ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁଲାଇ ୧୫ ତାରିଖରେ ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ସମୁଦାୟ ୪୯୭ ନମ୍ବର ରଖି ଓଡ଼ିଶାର ଟପ୍ପର ହୋଇଛନ୍ତି ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଭୟ କୁମାର। ଅଭୟ...
odisha sasana

ସମ୍ବଲପୁର: ଗ୍ରାମ ରୋଜଗାର ସେବକ ପଦବୀରେ ନିଯୁକ୍ତି, ଜୁଲାଇ ୨୦ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ପଦବୀରେ ୧୫ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୨୦ ତାରିଖ ଯାଏଁ...

ଭୀମସାରର ୬ କୋଭିଡ୍ ଯୋଦ୍ଧାଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରସ୍ଥିତ ବୁର୍ଲା ମେଡିକାଲ କଲେଜରେ କରୋନା ଆକ୍ରାନ୍ତ ହେଲେ ୬ କୋଭିଡ୍ ଯୋଦ୍ଧା। ହସ୍ପିଟାଲର ୩ ଜଣ ଡାକ୍ତରଙ୍କ ସହ ୩ ଜଣ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଡାକ୍ତର ଓ...
odisha sasana

ସମ୍ବଲପୁର: ଗ୍ରାମ ରୋଜଗାର ସେବକ ପଦବୀ ପାଇଁ ଜୁଲାଇ ୨୦ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ପଦବୀରେ ୧୫ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୨୦ ତାରିଖ ଯାଏଁ...

ସମ୍ବଲପୁର: ବୁର୍ଲା ଏନଏସିର ୫ଟି ୱାର୍ଡ ଦୁଇ ଦିନ ପାଇଁ ସଟଡାଉନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ବୁର୍ଲା ଏନଏସିର ୫ଟି ୱାର୍ଡ ଦୁଇ ଦିନ ପାଇଁ ସଟଡାଉନ୍। କରୋନା ସଂକ୍ରମଣ ଓ ଏହାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବୁର୍ଲା ଏନଏସିର...

ଭିସୁଟର ୪ କର୍ମଚାରୀଙ୍କୁ କରୋନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ୪ କର୍ମଚାରୀ କରୋନା ପଜିଟିଭ୍। ପୂର୍ବରୁ ପଜିଟିଭ୍ ଥିବା ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ଏହି କର୍ମଚାରୀମାନେ ପଜିଟିଭ୍ ହୋଇଥିବା...

ରବିବାର ସମ୍ବଲପୁର ସଟଡାଉନ୍, ୧୧ ତାରିଖ ଯାଏ ଭିସୁଟ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ୧୧ ତାରିଖ ଯାଏ ସଟଡାଉନ୍। ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୁଳପତି ଏନେଇ ନିଷ୍ପତ୍ତି ନେଇଛନ୍ତି। ଭିସୁଟର ସମସ୍ତ କର୍ମଚାରୀଙ୍କୁ...
odisha sasana

ସମ୍ବଲପୁର ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ   ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ପଦବୀରେ ୧୫ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୨୦ ତାରିଖ ଯାଏଁ...