କରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ବ୍ୟାପକ ପଦକ୍ଷେପ – ‘ସାମାଜିକ ଦୂରତା’ ରକ୍ଷା ଉପରେ ଗୁରୁତ୍ୱ...
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସୁନ୍ଦରଗଡ଼ର ୧୭ ବ୍ଲକ ଏବଂ ବିଭିନ୍ନ ପୌରାଞ୍ଚଳରେ କରୋନା ପାଇଁ ଜୋରଦାର ପ୍ରସ୍ତୁତି
ସୁନ୍ଦରଗଡ଼ରେ ୪ ଶହରୁ ଅଧିକ ହଷ୍ଟେଲ ବନ୍ଦ
୪୮ ହଜାର ୨୬୩ ପିଲାଙ୍କୁ ପଠାଗଲା...
ସୁନ୍ଦରଗଡ଼ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଜନତା କର୍ଫ୍ୟୁ’କୁ ସମର୍ଥନ କରିଥିବାରୁ ସୁନ୍ଦରଗଡ଼ବାସୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାପାଳ
ରାଉରକେଲା ଲକ୍ଡାଉନ, ସମର୍ଥନ କରିବାକୁ ଆହ୍ୱାନ ଦେଲେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ
ଘରୁ ନବାହାରିବାକୁ ରାଉରକେଲାବାସୀଙ୍କୁ ଅନୁରୋଧ...
ସୁନ୍ଦରଗଡ଼ ଦର୍ଶନ ଏକାଡେମୀରେ ବିଭିନ୍ନ ପଦବୀରେ ନିଯୁକ୍ତି – ଜାଣନ୍ତୁ, କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ମହୁଲପାଲିସ୍ଥିତ ଦର୍ଶନ ଏକାଡେମୀରେ ନିଯୁକ୍ତି ସୁଯୋଗ। ଟିଜିଟି, ପିଆର୍ଟି, ପିଇଟି, ଲାଇବ୍ରେରୀଆନ୍, ରିସେପ୍ସନିଷ୍ଟ ଆଦି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ।...
କରୋନା ପାଇଁ ବନ୍ଦ ହେଲା ରାଉରକେଲା NIT
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ଛୁଟି ହେଲା ରାଉରକେଲା ନାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନଲୋଜି (ଏନ୍ଆଇଟି)। ତୁରନ୍ତ ଦେଶବିଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏଥିସହିତ ଯେଉଁ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ରହିବାକୁ...
ବଣ୍ଡମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ପଦବୀ ଲାଗି ମାର୍ଚ୍ଚ ୨୧ ପୂର୍ବରୁ କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ବଣ୍ଡମୁଣ୍ଡାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ, ଏକାଡେମିକ କାଉନ୍ସେଲର, କମ୍ପ୍ୟୁଟର ଇନ୍ଷ୍ଟ୍ରକ୍ଟର ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ମାର୍ଚ୍ଚ ୨୧ ଯାଏଁ ଆବେଦନ କରିପାରିବେ।
ପଦବୀ:
...
ସୁନ୍ଦରଗଡ଼ ରିହାବିଲିଟେସନ୍ରେ ଫିଜିଓଥେରାପିଷ୍ଟଙ୍କ ନିଯୁକ୍ତି ପାଇଁ କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ରେ ନୂଆ ପ୍ରତିଷ୍ଠା ହୋଇଥିବା ଆଡ୍ଭାନ୍ସ ରିହାବିଲିଟେସନ୍ ସେଣ୍ଟରରେ ଫିଜିଓଥେରାପିଷ୍ଟ, ପ୍ରୋସ୍ଥେଟିଷ୍ଟ, ଅର୍ଥୋଟିଷ୍ଟଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୨୧ ତାରିଖ ଯାଏଁ...
ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ନିଯୁକ୍ତି ସୁଯୋଗ, ଏପ୍ରିଲ ୬ ଯାଏଁ କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଦୁଇଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜୁନିୟର କ୍ଲର୍କ କମ୍ ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପାଇଁ...
ଏସ୍ଡିସି କପ୍ରେ ସୁନ୍ଦରଗଡ଼ ମହିଳା ଓ ପୁରୁଷ ଟିମର ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UoV5ceO8qM0]ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ୍ଡିସି) କପ୍ ୨୦୨୦ ଫୁଟବଲ ଚାମ୍ପିଅନସିପରେ ଡବଲ ବିଜୟ ହାସଲ କରିଛି ସୁନ୍ଦରଗଡ଼। ଉଭୟ ପୁରୁଷ ଏବଂ ମହିଳା ଟିମ୍ ଏସ୍ଡିସି କପ୍-୨୦୨୦ର ଟାଇଟଲ ଜିତି...
ଏସ୍ଡିସି କପ୍ ୨୦୨୦: ପୁରୁଷ ବିଭାଗରେ ଚାମ୍ପିଅନ୍ ହେଲା ସୁନ୍ଦରଗଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UoV5ceO8qM0]ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍ଡିସି କପ୍ ୨୦୨୦ ଫୁଟ୍ବଲ ଚାମ୍ପିଅନ୍ସିପ୍ ପୁରୁଷ ବିଭାଗରେ ବି ଟାଇଟଲ୍ ଜିତିଲା ସୁନ୍ଦରଗଡ଼ ଦଳ। ଫାଇନାଲ ମ୍ୟାଚ୍ରେ ସୁନ୍ଦରଗଡ଼ ଦଳ ବାରିପଦାକୁ ୪-୧ ଗୋଲରେ...
ଏସ୍ଡିସି କପ୍ ୨୦୨୦ରେ ଟାଇଟଲ୍ ଜିତିଲା ସୁନ୍ଦରଗଡ଼ ମହିଳା ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍ଡିସି କପ୍ ୨୦୨୦ ଫୁଟ୍ବଲ ଚାମ୍ପିଅନ୍ସିପ୍ ମହିଳା ବିଭାଗରେ ଟାଇଟଲ୍ ଜିତିଲା ସୁନ୍ଦରଗଡ଼ ଦଳ। ଫାଇନାଲ ମ୍ୟାଚ୍ରେ ସୁନ୍ଦରଗଡ଼ ଦଳ ରାଇରଙ୍ଗପୁରକୁ ୨-୦ ଗୋଲରେ ପରାସ୍ତ କରି...





















