ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ

  ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ରହିଛି। ସମ୍ବଲପୁର, ବଲାଙ୍ଗିର,  ଝାରସୁଗଡ଼ା, ବରଗଡ଼, ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଓକିଲ ସଂଘ ବନ୍ଦ ପାଳନ କରୁଛି। ବୁଧବାର ସକାଳ...

ସୁନ୍ଦରଗଡ଼ ଜବାହର ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ – ଫେବ୍ରୁଆରି ୧୮ରେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଙ୍କ୍‌ନଗରସ୍ଥିତ ନବୋଦୟ ବିଦ୍ୟାଳୟରେ ୨ ମହିଳା ମାଟ୍ରନ୍‌ଙ୍କ ନିଯୁକ୍ତି ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରି ୧୮ରେ ଏନେଇ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ କରାଯିବ। ଏହି ନିଯୁକ୍ତି ୧୦ ମାସ...

ରାଜଗାଙ୍ଗପୁର ଓସିଏଲ୍ ସିମେଣ୍ଟ କାରଖାନାରେ ବିସ୍ଫୋରଣ- ୧ ମୃତ, ୩ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଗାଙ୍ଗପୁର ଓସିଏଲ୍ ସିମେଣ୍ଟ କାରଖାନରେ ଅଘଟଣ। ବୁଧବାର ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ବୁଧବାର କାରଖାନାର ଲାଇନ୍-୩...

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌ – ୧୨ ଯାତ୍ରୀ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ବସ୍‌। ରାଉରକେଲାରୁ ଟେନ୍‌ସା ଯିବା ବେଳେ ଜଲ୍‌ଦା ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ...

ଡିଭାଇଡର ଟପି ସ୍କର୍ପିଓକୁ ପିଟିଲା କାର୍‌, ୫ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ବୁଧବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଭାଇଡର୍‌ ଟପି ସ୍କର୍ପିଓକୁ ଧକ୍କା ଦେଲା କାର୍‌। ଫଳରେ ରାସ୍ତାରେ କାମ କରୁଥିବା ୫ ଜଣ...

ରାସ୍ତାରୁ ୨୦ ଫୁଟ୍‌ ତଳକୁ ଖସିଲା ବାଇକ – ୨ ମୃତ, ଜଣେ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାସ୍ତା ଉପରୁ ୨୦ ଫୁଟ୍‌ ତଳକୁ ଖସି ପଡ଼ିଲା ବାଇକ। ଫଳରେ ବାଇକରେ ବସିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।...

ମୋବାଇଲ୍ ଛାଡ଼, ବହି ପଢ଼ – ମାଗଣାରେ ବହି ବାଣ୍ଟି ଲୋକଙ୍କୁ ସଚେତନ କରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ବହି ପଢ଼ିବ ସୁନ୍ଦରଗଡ଼’ ଜିଲ୍ଲାବାସୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ। ଲୋକମାନେ ମୋବାଇଲ୍ ଛାଡ଼ି ପୁଣି କେମିତି ବହିରେ ପାଠ ପଢ଼ିବେ ସେଥିପାଇଁ ଜିଲ୍ଲାପାଳ ମାଗଣାରେ ଲୋକଙ୍କୁ...

ରାଉରକେଲାରେ ଖୋଲିଲା ନୂଆ ଭିଜିଲାନ୍ସ ଡିଭିଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାର ଦ୍ଵାରା ଏକ ନୂଆ ଭିଜିଲାନ୍ସ ଡିଭିଜନ ଖୋଲାଯାଇଛି। ଏହି ଭିଜିଲାନ୍ସ ଡିଭିଜନ ରାଉରକେଲାଠାରେ ଖୋଲା ଯାଇଛି। ରାଉରକେଲାରେ ଏହା ଖୋଲା ଯିବା ପରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଅଧିନରେ ଥିବା...

ରାଉରକେଲାରେ ପାଗଳ କୁକୁର ଆତଙ୍କ, କମୁଡ଼ିଲା ୩୦ ଜଣଙ୍କୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ରାଉରକେଲାରେ ପାଗଳ କୁକୁରଙ୍କ ଆତଙ୍କ। ଶନିବାର ପାଗଳ କୁକୁରଙ୍କ କାମୁଡ଼ାରେ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଶନିବାର ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶନିବାରଠାରୁ ରାଉରକେଲା ଡେଲି ମାର୍କେଟରେ...

ରାଉରକେଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ସାମ୍ନାକୁ ଆସିଛି ଲଜ୍ଜା। ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ରାଉରେକଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ। ଅଭିଯୋଗ ପରେ ୩...