ପୁରୀ ପରେ ଭଦ୍ରକ – କଂଗ୍ରେସ କାର୍ଯ୍ୟାଳୟରେ ପିଟାପିଟି ହେଲେ କର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ପରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଗଣ୍ଡଗୋଳ ହୋଇଛି।...

ବ୍ୟାଟେରୀ ଫାଟି ନାବାଳକଙ୍କ ହାତରୁ ଛିଡ଼ିଗଲା ୩ଟି ଆଙ୍ଗୁଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଜଣ ନାବାଳକଙ୍କ ପାଇଁ ବ୍ୟାଟେରୀରେ ଖେଳିବା ହେଲା କାଳ। ବ୍ୟାଟେରୀ ଫାଟିବା ଫଳରେ ଦୁଇ ନାବାଳକ ଆହତ ହୋଇଛନ୍ତି। ଜଣେ ନାବାଳକଙ୍କ ପାପୁଲିରୁ ୩ଟି ଆଙ୍ଗୁଠି ଛିଡ଼ିଯାଇଛି। ଏପରି ଅଭାବନୀୟ...

ଭଦ୍ରକରେ ଅଗ୍ନିକାଣ୍ଡ -ଘର ସହ ଜୀଅନ୍ତା ଜଳିଗଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘର ସହ ଜୀଅନ୍ତା ଜଳିଗଲେ ମହିଳା। ଭଦ୍ରକ ସେରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ମହିଳା ହେଲେ ସରୋଜିନୀ ପରିଡ଼ା। ବୁଧବାର ସକାଳେ ସରୋଜିନୀ ରୋଷେଇ କରୁଥିଲା ବେଳେ...

ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଫେବ୍ରୁଆରି ୨୫ରେ ୱାକ୍ ଇନ୍ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭଦ୍ରକ କୋରକୋରାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରି ୨୫ ତାରିଖରେ ଏଥିପାଇଁ ୱାକ୍ ଇନ୍ ଇଣ୍ଟରଭ୍ୟୁ ଏହି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ...

ପୁଣି ରାସ୍ତା ଉପରେ ଛିଣ୍ଡିଲା ବିଦ୍ୟୁତ ତା’ର – ଅଳ୍ପକେ ବର୍ତ୍ତିଗଲେ ଦାଦା ପୁତୁରା, ଜଳିଗଲା ବାଇକ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ରାସ୍ତା ଉପରେ ଛିଣ୍ଡିଲା ବିଦ୍ୟୁତ ତା’ର। ଅଳ୍ପକେ ବର୍ତ୍ତିଗଲେ ବାଇକ ଆରୋହୀ ଦାଦା ପୁତୁରା। ଭଦ୍ରକ ଧାମରା ନିକଟରେ ଏହି ଅଘଟଣ ଘଟିଛି। ଉଭୟ ଦାଦା ପୁତୁରା ସାମାନ୍ୟ ଆହତ ହୋଇଥିଲା...

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ମତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀଙ୍କ ଘର ବାସୁଦେବପୁର ଏଡ଼ତାଳ...

ଭଦ୍ରକ ମେଡିକାଲ ପାଇଁ ନିର୍ମାଣ ହେବ ୭ ମହଲା କୋଠା, ରହିବ ୩୦୦ ଶଯ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକ ଜିଲ୍ଲାରେ ସ୍ଵାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର ନେଲେ ପଦକ୍ଷେପ। ଏହି ପଦକ୍ଷେପ ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଏକ ନୂତନ କୋଠା ନିର୍ମାଣ କରାଯିବ।...

ଝାମ୍ପି ନେଲେ ଦେଢ଼ ଲକ୍ଷ, ଛାଡ଼ି ଗଲେ ପଲସର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଖୁ ଦେଖୁ ଆଖି ପିଛୁଳାକେ ଜଣେ ବ୍ୟବସାୟୀଙ୍କଠୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଭଦ୍ରକ ସହର ମଞ୍ଜୁରୀରୋଡସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କ ଶାଖା ସମ୍ମୁଖରେ ଏହି ଘଟଣା ଘଟିଛି। ଭଦ୍ରକ ସହର...

ପିଲାଙ୍କୁ ଆଣ୍ଠେଇବା ଶିକ୍ଷୟିତ୍ରୀଙ୍କୁ ପଡ଼ିଲା ମହଙ୍ଗା, ହେଲେ ନିଲମ୍ଵିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଲରେ ପିଲାଙ୍କୁ କାନ ଧରି ଆଣ୍ଠେଇବା ଶିକ୍ଷୟିତ୍ରୀଙ୍କୁ ପଡ଼ିଲା ମହଙ୍ଗା। ଏହାର ଭିଡିଓ ଭାଇରାଲ ହେବା ପରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ଵନ କରାଯାଇଛି। ଏଭଳି...

ଓଡ଼ିଶାରେ ଲାଗୁ ହେବନି ଏନ୍‌ଆରସି, ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶାରେ ମୁସଲିମ୍‌ ସଂଗଠନ ଭୟଭୀତ। ମୁଖ୍ୟମନ୍ତ୍ରୀ ଭେଟି ଓଡ଼ିଶାରେ ଏନ୍‌ଆରସି ଲାଗୁ ନକରିବାକୁ ଜଣାଇଲେ ଦାବି। ଓଡ଼ିଶା ମୁସଲିମ ସଂଗଠନକୁ ଘାରିଛି ନାଗରିକତା ସଂଶୋଧନ ବିଲ୍‌ ଭୟ।...