ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା – ୪ ଘଣ୍ଟା ଧରି ଚାଲିଲା ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ସୋମବାର ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି। ଭୁବନେଶ୍ଵରସ୍ଥିତ ଫୋରେନସିକ୍...
ଆଜି ଭର୍ଚୁଆଲ ମୋଡରେ ସ୍ମାର୍ଟ ସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ନିର୍ମାଣ ହୋଇଥିବା ସ୍ମାର୍ଟ ସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା କାରଣରୁ ଭର୍ଚୁଆଲ ମୋଡରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହେବ। ତେବେ...
ପାରଳାଖେମୁଣ୍ଡି ଏସିଏଫ୍ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ତେବେ...
ବିଦ୍ୟାଭାରତୀଙ୍କ ଚିଠି ଖୋଲୁଛି ଏସିଏଫଙ୍କ ମୃତ୍ୟୁର ରହସ୍ୟ – ତଦନ୍ତକାରୀ ଟିମ ନଜରରେ ଡିଏଫଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ପୋଲିସକୁ ମିଳୁଛି। ଏହି ଘଟଣାର ତଦନ୍ତ ଚାଲିଥିବାବେଳେ, ଆଜି ପୋଲିସକୁ ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲେଖା ଚିଠି...
ଏସିଏଫଙ୍କ ମୃତ୍ୟୁ ଘଟଣା – ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରଳାଖେୁମଣ୍ଡି ଏସିଏଫଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କେତେବେଳେ ବୋହୂ ବିଦ୍ୟାଭାରତୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣୁଛନ୍ତି, ତ ପୁଣି କେତେବେଳେ ପୁଅର ମୃତ୍ୟୁକୁ ନେଇ...
ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ଘଟଣା – ଏପର୍ଯ୍ୟନ୍ତ ଧରାପଡ଼ିନି ଅପରାଧୀ, ସନ୍ଦେହଘେରରେ ପତ୍ନୀ ବିଦ୍ୟାଭାରତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟ ମୟ ହେବାରେ ଲାଗିଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ...
ଗଜପତିରେ ୭ ବର୍ଷର ଜାମି ନିଖୋଜ, ଢେଙ୍କାନାଳରେ ଶିଶୁପୁତ୍ର ଆୟୁଷର ମିଳିଲା ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାରେ ଆସିବା ପରଠୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ଘଟଣା ସାମ୍ନାକୁ ଆସୁଛି। ନୟାଗଡ଼ର ପରୀ ପରେ ସ୍ୱାତୀ, ବାଲେଶ୍ୱର ବିଷ୍ଣୁପ୍ରିୟା,...
ଗଜପତି ଜିଲ୍ଲାରେ ଗଣେଶ ପୂଜା ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜପତି ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ହୋଇପାରିବ ନାହିଁ ଗଣେଶ ପୂଜା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲାପାଳ ଅନୁପମ ଶାହ ଏନେଇ ଆଜି ସୂଚନା ଦେଇଛନ୍ତି।
ଜିଲ୍ଲାର କୌଣସି ସର୍ବସାଧାରଣ ଅଞ୍ଚଳରେ...
ପାରଳଖେମୁଣ୍ଡି ସବ୍ ଜେଲ୍ରେ କରୋନା, ଜେଲରଙ୍କ ସମେତ ୬ ପଜିଟିଭ୍
ଓଡିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡାକ୍ତରଖାନା, ଅଫିସ୍, ଜେଲ୍ ଆଦିରୁ କରୋନା ପଜିଟିଭ୍ ଚିହ୍ନଟ ହେବା ନେଇ ଚିନ୍ତା ବଢ଼ିଛି। ଆଜି ପାରଳାଖେମୁଣ୍ଡି ସବ୍ ଜେଲ୍ର ଜେଲରଙ୍କ...
ବଢ଼ୁଛି ସଂକ୍ରମଣ – ଗଜପତିରେ ସପ୍ତାହକୁ ୪ ଦିନ ସଟଡାଉନ, ୩ ଦିନ ଲକଡାଉନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ସଟଡାଉନ ଓ ୩ ଦିନ ଲକଡାଉନ ରହିବ। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।
ଏହି ନିୟମ ଅନୁସାରେ...