ଜୀବନ ଜୀବିକା ଭିତରେ କରୋନା –  ବିକ୍ରି ହେଉନି ପରିବା, ଚାଷୀ ହତାଶ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ଓ ଲକଡାଉନ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ଚାଷୀ। ସହିବାକୁ ପଡ଼ୁଛି ଅଜସ୍ର କ୍ଷତି। କରୋନା ମାଡ଼ରେ ରହୁନି ହାଡ଼ଭଙ୍ଗା ପରିଶ୍ରମର ମୂଲ୍ୟ। (ଯାଜପୁରରୁ ଶୁଭଶ୍ରୀ ନାୟକ): କରୋନା...

ଯାଜପୁର, ବ୍ୟାସନଗର, ଚଣ୍ଡିଖୋଲ, ପାଣିକୋଇଲିରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=4rj599iWHrQ?list=PLI0zWE2pkn8BdYXmTpXdiiOyud0GAGNXL] ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍‌ପର ହୋଇ ଉଠିଛି। ବ୍ରହ୍ମବରଦା ଅଞ୍ଚଳକୁ ସିଲ୍‌ କରିବା ପରେ ଏବେ ଜିଲ୍ଲାରେ ଅନ୍ୟ କେତେକ...

ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁର ବ୍ରହ୍ମବରଦା ସିଲ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଯାଜପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବ୍ରହ୍ମବରଦା ଅଞ୍ଚଳକୁ ସିଲ୍‌ କରାଯାଇଛି। ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ବ୍ରହ୍ମବରଦାର ୩ କିଲୋମିଟର ପରିଧି...
chakiri 4

ଯାଜପୁର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ, ଏମ୍.ପି.ଏଚ୍.ଡବ୍ଲୁ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା...
job

ଯାଜପୁର ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଟିଜିଟି, ପିଆର୍‌ଟି ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୧୨ ଏବଂ ୧୩ ତାରିଖରେ ଓ୍ଵାକ୍‌ ଇନ୍...

ଯାଜପୁର: ସେଣ୍ଟ୍‌. ଜାଭିୟର୍‌ ହାଇ ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି – ଦରମା ୨୫ ହଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର ମଙ୍ଗଳପୁରସ୍ଥିତ ସେଣ୍ଟ.ଜାଭିୟର୍‌ ସ୍କୁଲ୍‌ରେ ବିଭିନ୍ନ ବିଭାଗରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୧୬ରେ ହେବାକୁ ଯାଉଥିବା ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ...

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା – ମାଟିରେ ମିଶିବ ରୂପେଶଙ୍କ ବିବାଦୀୟ ଗେଷ୍ଟ ହାଉସ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାଙ୍ଗିବ ହରିଦାସପୁର ସରପଞ୍ଚଙ୍କ ସ୍ଵାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌। ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ରହସ୍ୟଜନକ ମୃତ୍ୟୁରେ ଗେଷ୍ଟ ହାଉସ୍‌ର ଲିଙ୍କ୍‌ ପରେ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଗେଷ୍ଟ ହାଉସ୍‌...

ଯାଜପୁର OMBADCରେ ନିଯୁକ୍ତି ସୁଯୋଗ, ଫେବ୍ରୁଆରି ୫ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର OMBADCରେ ଚାକିରି ସୁଯୋଗ। ଜୁନିଅର୍‌ ଏଣ୍ଟେମୋଲୋଜିଷ୍ଟ ଏବଂ ଏକାଉନ୍‌ଣ୍ଟାଟ୍‌ ଆଣ୍ଡ ଏମ୍‌ଆଇଏସ୍‌ ମ୍ୟାନେଜର ପଦବୀରେ ନିଯୁକ୍ତି। ଫେବ୍ରୁଆରି ୫ ଯାଏଁ କରିପାରିବେ ଆବେଦନ। ଯାଜପୁରସ୍ଥିତ ଓଡ଼ିଶା ମିନେରାଲ୍‌ ବିଅରିଂ ଏରିଆ ଡେଭେଲପ୍‌ମେଣ୍ଟ...

ସଫଳ ହେଲା ଅପରେସନ୍‌ – ନରହନ୍ତା ଦନ୍ତାକୁ କାବୁ କଲା ବନ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶେଷରେ ନରହନ୍ତା ଦନ୍ତାକୁ କାବୁ କଲା ବନ ବିଭାଗ। ଯାଜପୁର ଦାନଗଦି ନିକଟ କଣ୍ଟିପୁର ଜଙ୍ଗଲରୁ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ହାତୀକୁ ଧରାଯାଇଛି। ଟ୍ରାଙ୍କୁଲାଇଜ ମାଧ୍ୟମରେ ହାତୀକୁ କାବୁ କରିଛି...

ଅପରେସନ ଗଜରାଜ – ଯାଜପୁରରେ ନରହନ୍ତା ଦନ୍ତାକୁ ଖୋଜୁଛି ଡ୍ରୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁରରେ ନରହନ୍ତା ଦନ୍ତାକୁ କାବୁ କରିବାକୁ ଆରମ୍ଭ ହେଲା ଅପରେସନ। ଡ୍ରୋନ କ୍ୟାମେରାରରେ ହାତୀ ଉପରେ ନଜର ରଖିଛି ବନବିଭାଗ। ଏନେଇ ସ୍ଵତନ୍ତ୍ର ଟିମ୍‌ ଓ ପୋଲିସ ମଧ୍ୟ ସଜାଗ ରହିଛନ୍ତି।...