ଯାଜପୁରରେ ହାତୀ ଉତ୍ପାତ – ନରହନ୍ତା ଦନ୍ତାକୁ ଧରିବା ଦାବିରେ ରାସ୍ତାରୋକ କଲେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର ଦାନଗଦିରେ ହାତୀ ଉପଦ୍ରବକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ। ନରହନ୍ତା ହାତୀକୁ ଧରିବା ଦାବିରେ ଲୋକେ ଆଜି ଟାୟାର ଜାଳି ରାସ୍ତା ରୋକ କରିଛନ୍ତି। ଫଳରେ ଦାନଗଦି ମିଲିଟାରୀ ଛକ,...

ଯାଜପୁରରେ ହାତୀ ଆତଙ୍କ – ଗୋଟିଏ ରାତିରେ ୨ ଜଣଙ୍କୁ ଦଳି ମାରିଲା, ୩ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁରରେ ହାତୀ ଆତଙ୍କ। ଗତ ୪ଦିନ ହେବ ପଚ୍ଛିକୋଟ ଜଙ୍ଗଲରୁ ଆସିଥିବା ଏକ ଦନ୍ତାହାତୀ ଗୁରୁବାର ଶଙ୍ଖଚିଲା ଗୋଡ଼ିପାଟଣା ଗାଁକୁ ପଶି ୨ ଜଣ ବ୍ୟକ୍ତିଙ୍କୁ ଦଳି ମାରିଛି। ମୃତ ୨...

ଗରମ ପେଜ ପକାଇ ବୋହୂକୁ ମାରିଦେଲେ ଶାଶୂଘର ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ ଯୌତୁକ ନିର୍ଯାତନା ବିଭତ୍ସ ହେବାରେ ଲାଗିଛି। ଯାଜପୁର ଜିଲ୍ଲା ବରି ଥାନା ଅଧୀନ ଶଙ୍କରିକୂଳା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକ ମିଶି ବାଡ଼େଇବା ପରେ ଗରମ...

ଯାଜପୁରରେ ନକଲି ଜର୍ଦ୍ଦା କାରଖାନା ଠାବ, ୪ ଗିରଫ

ଓଡ଼ିଶାଲାଇଭ୍‌ଡ଼ ବ୍ୟୁରୋ ଯାଜପୁର ବଡ଼ଚଣା ଅଞ୍ଚଳରେ ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢ଼ାଉ କରଛି ପୋଲିସ। ବଡ଼ଚଣା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା, ବିଭିନ୍ନ ସାମଗ୍ରୀକୁ ଜବତ...

ଘରୋଇ କଳିରୁ ମା’-ସ୍ତ୍ରୀକୁ ଗୋଡ଼ାଇ ହାଣିଲେ ଯୁବକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘରୋଇ କଳିରୁ ମା’ ଓ ସ୍ତ୍ରୀକୁ କଟୁରିରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଯୁବକ। ଯୁବକଙ୍କ କଟୁରି ଚୋଟରେ ମା’ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

ଆମ୍ଵୁଲାନ୍ସକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଦୁଇଜଣଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମ୍ଵୁଲାନ୍ସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି...

ଓଲଟି ପଡ଼ିଲା ଆଇରନ୍‌ ବୋଝେଇ ଡମ୍ପର, ଚାପି ହୋଇଗଲେ ସ୍ଵାମୀ, ସ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଇକରେ ଯାଉଥିବା ବେଳେ ସ୍ଵାମୀ, ସ୍ତ୍ରୀଙ୍କ ଉପରେ ଓଲଟି ପଡ଼ିଥିଲା ଆଇରନ ବୋଝେଇ ଡମ୍ପର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅଞ୍ଚଳରେ।...

ମାତାଲ ସାର୍‌ଙ୍କ କଙ୍ଗାରୁ କୋର୍ଟ – ରାସ୍ତାରେ ଆଣ୍ଠେଇଲେ ପିଲାଙ୍କୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଦ ନିଶାରେ ଚୁର୍‌ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ। କୁନି କୁନି ପିଲାଙ୍କୁ ମଝି ରାସ୍ତାରେ ଆଣ୍ଠେଇ ଦେଲେ ମାତାଲ ଶିକ୍ଷକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା...

୨୪ ଘଣ୍ଟା ପରେ ଗୃହବନ୍ଦୀରୁ ମୁକୁଳିଲେ ‘ମୈଥାନ’ କମ୍ପାନି ମୁଖ୍ୟଙ୍କ ମା’ ରୀତା ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବକେୟା ଦରମା ଓ ବୋନସ୍‌ ଦାବିରେ ମୈଥାନ କମ୍ପାନି ମୁଖ୍ୟଙ୍କ ମା’ ରୀତା ସିଂଙ୍କୁ ଅଟକ ରଖିଥିଲେ କର୍ମଚାରୀ। ଯାଜପୁର ଜିଲ୍ଲା କଳିଙ୍ଗନଗରର ମୈଥାନ କମ୍ପାନିରେ ଶ୍ରମିକ ଅଶାନ୍ତି। ୧୦ ମାସର ବକେୟା...

ଯାଜପୁର –  ରେଳ ଲାଇନ ପାର୍‌ ହେଲା ବେଳେ ମାଡ଼ିଗଲା ଟ୍ରେନ, ମା’ ଝିଅ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟ୍ରେନ୍‌ ଧକ୍କାରେ ମା’ ଝିଅ ମୃତ। ଯାଜପୁର ରୋଡ୍‌ ଅହମଦ ନଗର ଓଭର୍‌ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁରୀ- ହାଓ୍ୱଡ଼ା ଏକ୍ସପ୍ରେସ ଟ୍ରେନ୍‌ ଧକ୍କା ଖାଇ ମା’, ଝିଅଙ୍କର ମୃତ୍ୟୁ...