ବୋହୂକୁ ମାରୁଥିଲେ ମାଡ଼, ଶ୍ଵଶୂର ଘର ଲୋକଙ୍କୁ ବାନ୍ଧି ପୋଲିସ ଜିମା ଦେଲେ ଗ୍ରାମବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଣେ ବୋହୂକୁ ତା ଶ୍ଵଶୂର ଘର ଲୋକ ଗାଁ ରାସ୍ତାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ଗାଁ ଲୋକ ବୋହୂକୁ ଲହୁଲୁହାଣ ଅବସ୍ଥାରେ ଉଦ୍ଧାର କରିବା ସହ ଶାଶୂ, ଶ୍ଵଶୂର...

ତୃତୀୟ ବିବାହ କରିବା ପଡ଼ିଲା ମହଙ୍ଗା – ଦ୍ଵିତୀୟ ପତ୍ନୀ ଦେଲେ ଏତଲା, ମାମଲା ରୁଜୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ ମୁସଲିମ ଯୁବକଙ୍କ ତୃତୀୟ ବିବାହ ପ୍ରସଙ୍ଗ। ଦ୍ଵିତୀୟ ପତ୍ନୀଙ୍କ ଏତାଲା ଆଧାରରେ ମାମଲା ରୁଜୁ କଲା ପୋଲିସ। ଯାଜପୁର ଏସ୍‌ପିଙ୍କୁ ଭେଟିବା ପରେ ମାମଲା...

ଯାଜପୁର: ମଧ୍ୟାହ୍ନ ଭୋଜନ ଖାଇ ୨୦ ଛାତ୍ରଛାତ୍ରୀ ଅସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟାହ୍ନ ଭୋଜନ ଖାଇ ୨୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ଶ୍ରୀବନ୍ତପୁର ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଶନିବାର ସ୍କୁଲରେ ଛାତ୍ରଛାତ୍ରୀମାନେ ଭାତ ଓ ଅଣ୍ଡା ଖାଇଥିଲେ।...

ଟ୍ରକକୁ ଓଭରଟେକ କଲାବେଳେ ଦୁର୍ଘଟଣା – ୩ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର ପାଣିକୋଇଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ନିଶାଗ୍ରସ୍ତ ଅବସ୍ଥାରେ ଏକ ଆଳୁ ବୋଝେଇ ଟ୍ରକକୁ ଓଭରଟେକ କରିବା ବେଳେ ଏହି ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ...

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା: ଯାଜପୁରର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷା। ବୁଲ୍‌ବୁଲ୍‌ ଏବେ ପାରାଦୀପଠାରୁ ପ୍ରାୟ ୩୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ...

ନଗଡ଼ାରୁ ଅନ୍ଧାର ହଟିଲା, ବିଜୁଳି ଆସିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଉପର ନଗଡ଼ାରେ ଜଳିଲା ବିଦ୍ୟୁତ୍‌ ବଲ୍‌ବ। ଆଉ ୫ ଦିନ ଭିତରେ ମଝି ଓ ତଳ ନଗଡ଼ାବାସୀ ଦେଖିବେ ବିଜୁଳି। ପ୍ରତୀକ୍ଷାର ଅନ୍ତ ଘଟିଛି। ନଗଡ଼ାରୁ ଅନ୍ଧାର ହଟାଇବାରେ ପ୍ରଶାସନ ସଫଳ...

ଗାଁ ଛାଡ଼ିଲେ ସ୍ମିତାରାଣୀଙ୍କ ପରିବାର

ଓଡ଼ିଶାଲାଇଭ ବ୍ୟୁରୋ ଗାଁ ଛାଡ଼ିଲେ ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ବାପା ମା’। ସେମାନେ କୌଣସି ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିବା ଜଣାପଡ଼ିଛି। ଏବେ ତାଙ୍କ ଘରେ ତାଲା ପଡ଼ିଥିବା ବେଳେ ସୁରକ୍ଷା ପାଇଁ ପୋଲିସ ସେଠାରେ...

୧୩୮ କୋଟି ଟଙ୍କା GST ଠକେଇର ପର୍ଦ୍ଦାଫାସ, ମାଷ୍ଟରମାଇଣ୍ଡ ସହ ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ବଡ଼ ଧରଣର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ ହୋଇଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୧୩୮ କୋଟି ଟଙ୍କାର ଟ୍ୟାକ୍ସ ହେରଫେର ହୋଇଥିବା ଖବର ଆସିଛି। ଶୁକ୍ରବାର ଏହାର ପର୍ଦ୍ଦାଫାସ...
Jajpur

ଯାଜପୁର: ସିଲ୍‌ ହେଲା ରୂପେଶଙ୍କ ଗେଷ୍ଟ ହାଉସ୍‌, ୧୪୪ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍‌କୁ ଆଜି ସିଲ୍‌ କରାଯାଇଛି। ଧର୍ମଶାଳା ତହସିଲଦାର ଆଜି ଗେଷ୍ଟହାଉସରେ ନାଲି ପତାକା ଲଗାଇଛନ୍ତି।...
Jajpur

ଯାଜପୁର: ଭଙ୍ଗା ହେବ ରୂପେଶଙ୍କ ଗେଷ୍ଟ ହାଉସ

ଓଡ଼ିଶାଲାଇଭ ବ୍ୟୁରୋ   ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଭାଙ୍ଗିବ ଜିଲ୍ଲା ପ୍ରଶାସନ। ଗେଷ୍ଟ ହାଉସ୍‌ ଭଙ୍ଗାଯିବା ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ। ମାମଲାର...