କନ୍ତିରା ଗାଁ’ର ନନ୍ଦ ମାଷ୍ଟ୍ରେ – ୭୦ ବର୍ଷ ହେଲା ମାଗଣାରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ

ଓଡ଼ିଶାଲାଇଭ୍ ବ୍ୟୁରୋ ୭୦ ବର୍ଷ ହେଲା ଛୋଟ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ନନ୍ଦ ମାଷ୍ଟ୍ରେ। ବୟସ ଆସି ଶହେ ଟପିଲାଣି। କାନକୁ ବି ଆଉ ଭଲ ଭାବେ ଶୁଭୁନି। ତା’ ଭିତରେ ବି ଛୋଟ...

ଯାଜପୁରର ମହାବିନାୟକ ମନ୍ଦିର – ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନିଅନ୍ତୁ ପାହାଡ଼ ଚଢ଼ିବାର ମଜା

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର ଜିଲ୍ଲାର ଅନନ୍ୟ କ୍ଷେତ୍ର ମହାବିନାୟକ ମନ୍ଦିର। ଦୂର ଦୂରାନ୍ତରୁ ଆସନ୍ତି ପର୍ଯ୍ୟଟକ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ମନ୍ଦିର। ପାହାଡ଼ କୋଳରେ ମନ୍ଦିର, ଝର ଝର ଝରି...

କୋଭିଡ କଟକଣା ଭିତରେ ଆଜିଠୁ ମା’ ବିରଜାଙ୍କ ରଥଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା। ଆସନ୍ତା ୨୪ ତାରିଖ ଯାଏଁ ଏହି ରଥଯାତ୍ରା ଅନୁଷ୍ଠିତ ହେବ।  କେବଳ ସେବାୟତ ଓ ପୋଲିସଙ୍କ ଦ୍ୱାରା ରଥଯାତ୍ରା ହେବ ବୋଲି...

କଟକଣା ଭିତରେ ହେବ ବିରଜାଙ୍କ ରଥଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ କଟକଣା ଭିତରେ ଅନୁଷ୍ଠିତ ହେବ ଯାଜପୁର ପ୍ରସିଦ୍ଧ ମା' ବିରଜାଙ୍କ ରଥଯାତ୍ରା। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ରଥଯାତ୍ରା। ତେବେ ଯାତ୍ରରେ ଗହଳିକୁ ଏଡ଼ାଇବା...

କୋଭିଡ୍ କଟକଣା ସହ ହେବ ବିରଜା ରଥଯାତ୍ରା, ଅନୁମତି ଦେଲେ କୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁରର ପ୍ରସିଦ୍ଧ ବିରଜା ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଦେଲେ ହାଇକୋର୍ଟ। କୋଭିଡ୍ କଟକଣାକୁ ମାନି ଏବର୍ଷ ରଥଯାତ୍ରା ଆୟୋଜନ କରିବାକୁ କୋର୍ଟ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୭ ତାରିଖରେ...

ଅନଲାଇନ୍ ଗେମ୍ ସାଜିଲା କାଳ, ମା’ ବାରଣ କରିବାରୁ ନଦୀକୁ ଡେଇଁ ପ୍ରାଣ ହାରିଦେଲା ପୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନଲାଇନ୍ ଗେମ୍ ଏବେ ଛାତ୍ରଙ୍କ ଜୀବନ ପାଇଁ କାଳ ରାକ୍ଷସ ସାଜିଛି। ଦୁଇଦିନ ତଳେ ଏହି ଅନଲାଇନ୍ ଗେମ୍ ପାଇଁ କେନ୍ଦୁଝର ଯୋଡ଼ା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା...

ଦୁଇ ଆଇଏଏସଙ୍କୁ ‘ଜିଲ୍ଲାପାଳ’ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ପରିଚାଳନାରେ ଦକ୍ଷତା ପ୍ରଦର୍ଶନ କରିଥିବା ହେତୁ ଦୁଇ ଜଣ ଆଇଏଏସ ଅଫିସରଙ୍କୁ ଜିଲ୍ଲାପାଳ ପୁରସ୍କାର ମିଳିଛି। ଏହି ଦୁଇ ଯୁବ ଆଇଏଏସ ହେଉଛନ୍ତି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଚକ୍ରବର୍ତ୍ତୀ...

କମୁଛି ବ୍ରାହ୍ମଣୀ ଓ ବୈତରଣୀ ଜଳସ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨ ଦିନ ହେଲା ପାଗ ଶୁଖିଲା ଥିବାରୁ ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଛି। ରବିବାର ଟୁଇଟ କରି ସ୍ୱତନ୍ତ୍ର ରିଲିଫ୍‌ କମିସନର ଏହି ସୂଚନା ଦେଇଛନ୍ତି। ବୈତରଣୀ ଓ ବ୍ରାହ୍ମଣୀ...

ମହାନଦୀ ବନ୍ୟାରେ ଜଳବନ୍ଦୀ ଲୋକେ – ବାଙ୍କୀରେ ଫିଟିଲା ଘାଇ, ନରାଜରେ ବିପଦ ସଙ୍କେତ ପାର୍ ଜଳସ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମହାନଦୀ ଆଣିଲା ବନ୍ୟା ବାଙ୍କୀର ଗୟଳବାଙ୍କରେ ୫୦ ଫୁଟର ଘାଇ ନରାଜରେ ବିପଦ ସଙ୍କେତ ପାର୍ କଲା ମହାନଦୀର ଜଳସ୍ତର ଯାଜପୁରରେ ୫୫୦ ଗାଁ ଜଳମଗ୍ନ, ଲୋକେ...

ଯାଜପୁରରେ ବନ୍ୟାର ତାଣ୍ଡବ – ୫୫୦ ଗାଁ ଜଳମଗ୍ନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାଣ ବର୍ଷା ଫଳରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀର ଜଳସ୍ତର ବିପଦ ସଙ୍କେତ...