ଯାଜପୁର: ବୈତରଣୀରେ ଆସିଲା ବନ୍ୟା, ୩ଟି ସ୍ଥାନରେ ଘାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ଯାହାର ପ୍ରଭାବରେ ଯାଜପୁର ଜିଲ୍ଲାର ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଘାଇ ହୋଇଥିବା ସ୍ଥାନଗୁଡ଼ିକ ହେଉଛି ମାଟିଆପଡ଼ା, ଅରୁଆଳ...

କଣ୍ଟେନମେଣ୍ଟ ଜୋନ୍‌ରେ ଚଣ୍ଡିଖୋଲ ବଜାର

ଓଡିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବଜାରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଆଜି...
Job search

ଯାଜପୁର: ଗ୍ରାମ ରୋଜଗାର ସେବକ ପଦବୀରେ ପାଇଁ ଜୁଲାଇ ୧୫ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ପଦବୀରେ ୧୦୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ଯାଏଁ ଚାଲୁ ରହିବ। ଯୋଗ୍ୟତା- ଅତିକମରେ ଦଶମ+ଦ୍ୱାଦଶ...

ଗଞ୍ଜାମ ଓ ଯାଜପୁରବାସୀଙ୍କୁ ଅନୁଗୁଳ ମନା, ଜରୁରୀ କାମରେ ଆସିଲେ କ୍ୱାରେଣ୍ଟାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଏହାକୁ ଧ୍ୟାନରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି। ଶନିବାର ଏହି କ୍ରମରେ ଅନୁଗୁଳ...

ରାସ୍ତାରେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଘଟଣାସ୍ଥଳରେ ହିଁ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ। ଯାହାଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ସେହି ଶିକ୍ଷୟିତ୍ରୀଙ୍କ ସାଥିରେ ଥିବା ଜଣ ଶିକ୍ଷକ ମଧ୍ୟ ଗୁରୁତର ଭାବେ...

ଯାଜପୁରରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ମନା, ଜୁଲାଇ ୮ ଯାଏଁ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ଲୋକଙ୍କୁ ମନା ହେଲା ସରକାରୀ ଅଫିସ୍। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲାପାଳ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ୮  ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ କୌଣସି ଲୋକ...
Job search

ଯାଜପୁର ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=4V_pI5TuG9c ଯାଜପୁର ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ପଦବୀରେ ୧୦୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ଯାଏଁ ଚାଲୁ ରହିବ। ଯୋଗ୍ୟତା- ଅତିକମରେ...

ଓଡ଼ିଶାରେ ‘ଅମ୍ପନ’ ତାଣ୍ଡବ – ଉପାଡ଼ିଲା ଗଛ, ଭାଙ୍ଗିଲା କାନ୍ଥ, ଗାଁରେ ପଶିଲା ସମୁଦ୍ର ପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି। ଓଡ଼ିଶା ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ଅମ୍ପନ’। ଦୀଘା ଓ ହାତୀଆ ଦ୍ୱୀପ ମଝିରେ ସୁନ୍ଦରବନରେ ସ୍ଥଳଭାଗ...

ଯାଜପୁରରେ ପ୍ରବଳ ବର୍ଷା, ପବନ – ୭ ହଜାର ଲୋକ ସ୍ଥାନାନ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ପନ। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ପବନ ଲାଗି ରହିଛି। ଯାଜପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଗତକାଲି ରାତିରୁ ଲାଗି...
Amphan

ଅମ୍ପନ ପ୍ରଭାବରେ ଯାଜପୁରରେ ବର୍ଷା ଆରମ୍ଭ, ଧୀରେ ଧୀର ବଢ଼ୁଛି ପବନର ବେଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼  ଅମ୍ପନ ଉପକୂଳକୁ ମାଡ଼ି ଆସୁଛି। ଅମ୍ପନ ଏବେ ପାରାଦୀପଠାରୁ ଦକ୍ଷିଣରେ ୩୫୦ କିଲୋମିଟର ଦୂରରେ ରହିଛି। ଏହାର ପ୍ରଭାବରେ ଯାଜପୁର ଜିଲ୍ଲାରେ ସନ୍ଧ୍ୟାରୁ ଝିପ୍‌...