ସଙ୍ଗୀତ ଭିତରେ ଦୁନିଆ ଦେଖନ୍ତି ଦିବ୍ୟାଙ୍ଗ ମେଘମାଳା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=-FykxIpU6l0] ଅନ୍ତର୍ଜାତୀୟ ମହିଳା ଦିବସରେ ଜାଣନ୍ତୁ, ଭବାନୀପାଟଣାର ଦିବ୍ୟାଙ୍ଗ ଝିଅ ମେଘମାଳା ପଣ୍ଡାଙ୍କ ସଙ୍ଗୀତ ଯାତ୍ରା। ‘‘ମୁଁ ଜନ୍ମରୁ ଦୃଷ୍ଟିହୀନ। ଆଖି ଦେଖାଇବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲି। ହେଲେ ଡାକ୍ତର ମନା...

ମାର୍ଚ୍ଚ ୭ରେ କଳାହାଣ୍ଡି ଜିଲ୍ଲାରେ ନିଯୁକ୍ତି ମେଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତା ମାର୍ଚ୍ଚ ୭ରେ ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର। କଳାହାଣ୍ଡି ଜିଲ୍ଲାର ଇଚ୍ଛୁକ ଯୁବକ-ଯୁବତୀମାନେ ଏଥିରେ ଭାଗ ନେଇ...

ଗଞ୍ଜାମ ଯୁବତୀଙ୍କୁ ଗୋଆରେ ଦୁଷ୍କର୍ମ ପରେ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଯୁବତୀଙ୍କୁ ଗୋଆରେ ଦୁଷ୍କର୍ମ ପରେ ହତ୍ୟା କରଯାଇଛି। ଏହି ଘଟଣାରେ ଗୋଆ ପୋଲିସ କଳାହାଣ୍ଡି ଜିଲ୍ଲା ଲୋକସରା ଥାନା ପିପଲପଡ଼ା ଗାଁ ରୂପେନ୍ଦ୍ର ନାୟକ, ନବରଙ୍ଗପୁରର କ୍ରିଷ୍ଣାଙ୍କୁ ଗିରଫ କରିଛି। ଯୁବତୀ...

ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏନ୍‌ଆର୍‌ସି ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏନ୍‌ଆର୍‌ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି...

ଭିଜିଲାନ୍ସ ଜାଲରେ ପୂର୍ବତନ ବିଧାୟକ ଅନାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ...

ଦୁର୍ବୃତ୍ତଙ୍କ ଗୁଳିରେ ପୁଅ ମୃତ – ବାପା ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟଙ୍କା ଝାମ୍ପି ନେବା ପାଇଁ ବାପା, ପୁଅଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ପୁଅର ମୃତ୍ୟୁ ହୋଇଥିଲା ବେଳେ ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା...

ଛତର ଯାତ୍ରାରେ ଆଉ ପଡ଼ିବନି ବଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ହେଉଥିବା ପ୍ରସିଦ୍ଧ ଛତର ଯାତ୍ରାରେ ବଳି ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ। ଦଶହରା ମହାଷ୍ଟମୀରେ ମା’ ମାଣିକେଶ୍ୱରୀଙ୍କ ଲାଗି ରାସ୍ତା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ...

ଦୁଇଦିନ ହେଲା ନିଖୋଜ କଳାହାଣ୍ଡି ମୁଖିଗୁଡା OHPCର ଜେନେରାଲ ମ୍ୟାନେଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡି ଜିଲ୍ଲା ମୁଖିଗୁଡାସ୍ଥିତ ଓଏଚ୍‌ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଦୁଇ ଦିନ ହେଲା ନିଖୋଜ ଅଛନ୍ତି। ଏନେଇ ତାଙ୍କ ପତ୍ନୀ ସୁରେଖା ମେହେର୍‌ ପୋଲିସ...

କଳାହାଣ୍ଡିର ସମସ୍ତ ସ୍କୁଲରେ ବାତିଲ ହେଲା ବଡ଼ଦିନ ଛୁଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡିର ସମସ୍ତ ସ୍କୁଲରେ ବଡ଼ଦିନ ଛୁଟିକୁ ବାତିଲ କରାଯାଇଛି। ଦଶମ ଶ୍ରେଣୀ ପିଲାଙ୍କ ୨୦୨୦ ମାଟ୍ରିକ ପରୀକ୍ଷାରେ ଉପସ୍ଥାପନା ପ୍ରତିଶତରେ ସୁଧାର ଆଣିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶନୁସାରେ...

କଳାହାଣ୍ଡିରେ ପୋଡ଼ି ଯାଇଥିବା ୩ ଶିଶୁଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡିରେ ପୋଡ଼ି ଯାଇଥିବା ୩ ଶିଶୁଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ ଭବାନୀପଟଣା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଶନିବାର ସକାଳେ ଖେଳୁଥିବା ବେଳେ ପାଳ ଗଦାରୁ ନିଆଁ ଲାଗି ପୋଡ଼ି...