ଜୁନାଗଡ଼ ଗଣଦୁଷ୍କର୍ମ ପୀଡ଼ିତା କହିଲେ – ‘‘ଦୁଷ୍କର୍ମକାରୀକୁ ଫାଶୀ ଦିଅ, ନହେଲେ ମୁଁ ଆତ୍ମହତ୍ୟା କରିବି’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ ଆସିଛି। ପୀଡ଼ିତା ମୁହଁ ଖୋଲି ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକର ମୁଖା ଖୋଲିଛନ୍ତି। ବସ୍‌ ଡ୍ରାଇଭର ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା...

ଜୁନାଗଡ଼ ଗଣଦୁଷ୍କର୍ମ ମାମଲା – ଜେଲ୍‌ ଗଲେ ୮ ଅଭିଯୁକ୍ତ

ଓଡ଼ିଶାଲାଇଭ ବ୍ୟୁରୋ ବହୁ ଚର୍ଚ୍ଚିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ଅଭିଯୁକ୍ତମାନଙ୍କୁ ଧର୍ମଗଡ଼ ଜେଲ ପଠାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବାରୁ ତାଙ୍କୁ ଭବାନୀପାଟଣା...

ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା- ୩ ଅଟକ, ଆଜି ଘଟଣାସ୍ଥଳକୁ ଯିବେ ମହିଳା କମିଶନ ଅଧ୍ୟକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନାଗଡ଼ରେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୩ ଜଣ ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅଟକ ଥିବା ୩ ଜଣଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ ପଚରାଉଚରା...

ଖସିପଡ଼ିଲା ବିଦ୍ୟୁତ ତାର, ଜଣେ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଉର୍ଲାଯୋଡି ଗ୍ରାମରେ। ଇଲେକ୍ଟ୍ରି ତାର ଛିଡି ପଡ଼ିବାରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ...

କଳାହାଣ୍ଡି ମହାରାଜା ଉଦିତ ପ୍ରତାପ ଦେବଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ କଳାହାଣ୍ଡି ମହାରାଜା ଉଦିତ ପ୍ରତାପ ଦେବଙ୍କର ଆଜି ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପରଲୋକ ହୋଇଛି। ଉଦିତ ପ୍ରତାପ ଦେବ ୩୨ତମ ନାଗବଂଶୀ ଶାସକ ଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ଆମ୍ରି ହସ୍ପିଟାଲରେ ଭର୍ତ୍ତି...

ଓଭରଟେକ୍‌ ହେଲା କାଳ, ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀ ମୃତ

ଓଡ଼ିଶାଲାଇଭ ବ୍ୟୁରୋ କଳାହାଣ୍ଡି ଜିଲ୍ଲା କୋକସରା ନିକଟରେ ଏକ ବସ୍‌କୁ ଓଭରଟେକ କଲା ବେଳେ ବସ୍‌ରେ ପିଟି ହୋଇ ଜଣେ ଆଇଆରବି ଯବାନ ଓ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟ ହୋଇଛି। ଏହାସହ ଅନ୍ୟ...

ଜେଏନୟୁର ଛାତ୍ର ସଭାପତି ପ୍ରାର୍ଥୀ ହେଲେ ଓଡ଼ିଆ ପୁଅ

ଓଡ଼ିଶାଲାଇଭ ବ୍ୟୁରୋ ଦିନେ ବିଲରେ ଦିନ ମଜୁରିଆ ଭାବେ କାମ କରି ନିଜ ପେଟ ପୋଷୁଥିଲେ, ଏବେ ଜେଏନୟୁର ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ନିର୍ବାଚନ ଲଢୁଛନ୍ତି। ବିଲରେ ଦିନ ମଜୁରିଆ ଭାବେ କାମ...

ବର୍ଷା ଆଣିଲା ବନ୍ୟା – ୭ ଜିଲ୍ଲାର ସ୍ଥିତି ବେହାଲ୍, ପାଣିଘେରରେ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଓଡ଼ିଶାରେ ପ୍ରଳୟ କରିଛି। ୭ ଜିଲ୍ଲାରେ ବର୍ଷା ତାଣ୍ଡବ ରଚିଛି। କେଉଁଠି ରାସ୍ତା ଭସେଇ ନେଇଛି ତ ଆଉ କେଉଁଠି ପୋଲ...