କେନ୍ଦ୍ରାପଡ଼ାରୁ କଟକ – ଲମ୍ବିଥିଲା ଗ୍ୟାଙ୍ଗଷ୍ଟର ହାଇଦରର ଅପରାଧ ଚେର

ଓଡ଼ିଶାଲାଇଭ୍ ବ୍ୟୁରୋ କୁଖ୍ୟାତ ଅପରାଧୀ ସେକ୍ ହାଇଦର। କେନ୍ଦ୍ରାପଡ଼ାରୁ କଟକ ଓ ପରେ ସମଗ୍ର ଓଡ଼ିଶାରେ ଅପରାଧ ଦୁନିଆର ବାଦଶାହ ପାଲଟିଥିଲା ହାଇଦର। ଟେଣ୍ଡର ଫିକ୍ସିଂଠାରୁ ଆରମ୍ଭ କରି ହତ୍ୟା, ଦାଦା ବଟି ଆଦାୟ,...

କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ସ୍ଵାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ଏବଂ...

ସ୍ନାନ ପୂର୍ଣ୍ଣିମା ପାଇଁ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଲାଗିଛି ୧୪୪ ଧାରା

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ୧୪୪ ଧାରା ଲାଗୁ ହୋଇଛି। ମନ୍ଦିର ଚତୁପାର୍ଶ୍ୱ ଓ ରଥଦାଣ୍ଡ ସମେତ ମାଉସୀ ମା' ମନ୍ଦିର ପର୍ଯ୍ୟନ୍ତ କଟକଣା ଲାଗୁ...

କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା – କେନ୍ଦ୍ରାପଡ଼ା ସମ୍ କୋଭିଡ୍ ହସ୍ପିଟାଲରୁ ହେଲେ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା। କେନ୍ଦ୍ରାପଡ଼ାର ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ମହାମାରୀ। ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା...

କରୋନାରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ ବାପା, ମା’, ଅନାଥ ହୋଇଗଲେ ୩ ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କଅଁଳ ବୟସ। ଦୁନିଆକୁ ଏଯାଏଁ ଭଲକରି ଦେଖି ବି ନାହାନ୍ତି। ହେଲେ ଦଇବ ନିଷ୍ଠୁର ସାଜିଲା, କିଛି ବୁଝିବା ଆଗରୁ ଆଗପଛ କରି କରୋନାରେ ଚାଲିଗଲେ ବାପା,ମା'।...

କେନ୍ଦ୍ରାପଡ଼ାର ଜଣେ ଡାକ୍ତରଙ୍କଠାରୁ ସାଇବର ଅପରାଧୀ ଠକିନେଲେ ସାଢ଼େ ୧୦ ଲକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ସାଇବର ଠକମାନଙ୍କ ଦୌରାତ୍ମ୍ୟ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଏବେ ପୁଣି ଜଣେ ଡାକ୍ତର ସାଇବର ଅପରାଧର ଶିକାର ହୋଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଡାକ୍ତର ବାଦଲ...

ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌ – ଦୁଇ ଦିନ ଧରି ବୁଲି ଦେଖିବେ ବାତ୍ୟାଞ୍ଚଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରୀୟ ଟିମ୍। ଗୋଟିଏ ଟିମ୍‌ ବାଲେଶ୍ୱର ଓ ଅନ୍ୟ ଏକ ଟିମ୍‌ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ।...

କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ମଦ ଦୋକାନ ଖୋଲାକୁ ମହିଳାଙ୍କ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ହାଟପଡିଆଠାରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଦୁଇଟି ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବଡପଡା ଓ ବଡମହନପୁର...

ଚାଷ ଜମିରୁ ଜଳ ନିସ୍କାସନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବାତ୍ୟା ୟାସ୍‌ ଉପକୂଳ ଛୁଇଁବାର ୫ଦିନ ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତା’ର ପରବର୍ତ୍ତୀ ପ୍ରଭାବ କମିନାହିଁ। ୟାସ୍‌ର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଚାଷ...

କେନ୍ଦ୍ରାପଡ଼ା – କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଜ୍ଞାନନ୍ଦ ମିଶନ ପକ୍ଷରୁ ଅକ୍ସିଜେନ୍ କନସେନଟ୍ରେଟର ଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଜ୍ଞାନନ୍ଦ ମିଶନ, କେନ୍ଦ୍ରାପଡ଼ା ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ୧୦ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍...