ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌ – ଦୁଇ ଦିନ ଧରି ବୁଲି ଦେଖିବେ ବାତ୍ୟାଞ୍ଚଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରୀୟ ଟିମ୍। ଗୋଟିଏ ଟିମ୍‌ ବାଲେଶ୍ୱର ଓ ଅନ୍ୟ ଏକ ଟିମ୍‌ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ।...

କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ମଦ ଦୋକାନ ଖୋଲାକୁ ମହିଳାଙ୍କ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ହାଟପଡିଆଠାରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଦୁଇଟି ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବଡପଡା ଓ ବଡମହନପୁର...

ଚାଷ ଜମିରୁ ଜଳ ନିସ୍କାସନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବାତ୍ୟା ୟାସ୍‌ ଉପକୂଳ ଛୁଇଁବାର ୫ଦିନ ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତା’ର ପରବର୍ତ୍ତୀ ପ୍ରଭାବ କମିନାହିଁ। ୟାସ୍‌ର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଚାଷ...

କେନ୍ଦ୍ରାପଡ଼ା – କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଜ୍ଞାନନ୍ଦ ମିଶନ ପକ୍ଷରୁ ଅକ୍ସିଜେନ୍ କନସେନଟ୍ରେଟର ଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଜ୍ଞାନନ୍ଦ ମିଶନ, କେନ୍ଦ୍ରାପଡ଼ା ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ୧୦ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍...

ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ୟାସ୍‌ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର ଆଜି ସ୍ଥିତି ସମୀକ୍ଷା କରିବେ...

ବାତ୍ୟା ‘ୟାସ୍’ର ପ୍ରଭାବ – ସମୁଦ୍ରରେ ଉଠିବ ଉଚ୍ଚ ଜୁଆର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ‘ୟାସ୍’ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଭଦ୍ରକ ଜିଲ୍ଲା ଧାମରା ବନ୍ଦର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର...

କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହରରେ ଦିନ ୨ଟା ଯାଏଁ ଖୋଲା ରହିବ ଦୋକାନ ବଜାର

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ୟବସାୟୀ ସଂଘ ତରଫରୁ ଦୋକାନ ବଜାର ବନ୍ଦ ନିଷ୍ପତ୍ତି ନିଆଯାଇଛି। ଏହି...

ହସ୍ପିଟାଲରେ ମିଳିଲାନି ବେଡ୍ – ଦିଲ୍ଲୀରେ ଆଖି ବୁଜିଲେ କେନ୍ଦ୍ରାପଡ଼ାର ଅନନ୍ତ ତ୍ରିପାଠୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଦିଲ୍ଲୀରେ ପୁଣି ଜଣେ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ସେଣ୍ଟ୍ରାଲ ସେକ୍ରେଟେରିଏଟରେ ସିଭିଲ ଡିଫେନ୍ସ ବିଭାଗର ପ୍ରାଇଭେଟ ସେକ୍ରେଟାରୀ ଭାବେ କାମ କରୁଥିବା କେନ୍ଦ୍ରାପଡ଼ାର ଅନନ୍ତ ତ୍ରିପାଠୀ...

ପ୍ରଥମ ଚେଷ୍ଟାରେ ଓଜେଏସ୍ ପରୀକ୍ଷାରେ ସଫଳ ହେଲେ କେନ୍ଦ୍ରାପଡ଼ାର ମୋନାଲିସା ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍) ପରୀକ୍ଷାରେ କେନ୍ଦ୍ରାପଡ଼ାର ମୋନାଲିସା ପ୍ରଧାନଙ୍କୁ ମିଳିଛି ବଡ଼ ସଫଳତା। ସେ ପ୍ରଥମ ଚେଷ୍ଟାରେ ଓଜେଏସ୍ ପରୀକ୍ଷାରେ କୃତିତ୍ଵର ସହିତ ରାଜ୍ୟରେ ୪୪ତମ...

କେନ୍ଦ୍ରାପଡାରେ ୨୧ ପ୍ରକାର ଦିବ୍ୟାଙ୍ଗଙ୍କୁ ମିଳିବ ସରକାରୀ ସହାୟତା

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗମାନଙ୍କ ଅଧିକାର ଅଧିନିୟମ-୨୦୧୬ ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ପର୍କରେ ଏକ ସଚେତନତା ଶିବିର ପୌରସଂସ୍ଥା ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି।...