କେନ୍ଦ୍ରାପଡ଼ା ପୌର ନିର୍ବାଚନ: ତିନି ଦଳ ମଧ୍ୟରେ ହେବ କଡ଼ା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ପୌର ନିର୍ବାଚନ ପାଇଁ ଶେଷ ଦିନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ବିଏସପି ଏବଂ ଓଡ଼ିଶା ଜନତା ପାର୍ଟି ପକ୍ଷରୁ ପୌର ଅଧ୍ୟକ୍ଷ ପ୍ରାର୍ଥୀମାନେ...

କେନ୍ଦ୍ରାପଡ଼ାରେ ଗୁଳିମାଡ଼: ସ୍ବାମୀର ମୃତ୍ୟୁ, ସ୍ତ୍ରୀ ଓ ପୁଅ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବକରପୁର ଗାଁର ଅରବିନ୍ଦ ମିଶ୍ରଙ୍କର ଦୁବୃର୍ତ୍ତଙ୍କ ଗୁଳିମାଡରେ ମୃତ୍ୟୁ ହୋଇଛି।ଏହି ଗୁଳିକାଣ୍ଡରେ ମୃତକଙ୍କ ପତ୍ନୀ ମିନାକ୍ଷୀ ଏବଂ ତାଙ୍କ ପୁଅ ପୁଅ ଶୁଭକେଶ ଆହତ...

କେନ୍ଦ୍ରାପଡ଼ା କଲେଜ ଷ୍ଟ୍ରଙ୍ଗରୁମ ଆଗରେ ପଡ଼ିଛି ବାଲାଟ ପେପର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ ରୁମ ନିକଟରେ ଶୁକ୍ରବାର କିଛି ବାଲାଟ ପେପର ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଲାଟ ପେପରଗୁଡ଼ିକରେ ପ୍ରାର୍ଥୀଙ୍କ ଦଳୀୟ ଚିହ୍ନରେ ମୋହର ଲାଗିଥିବା ଦେଖିବାକୁ...

କେନ୍ଦ୍ରାପଡ଼ାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ, ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରବିବାର ଶେଷ ହୋଇଛି। ଜିଲ୍ଲାରେ ଚଳିତ ଥର ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ...

୧୮ ସ୍ତ୍ରୀଙ୍କ ନକଲି ଡାକ୍ତର ସ୍ଵାମୀ – ରିମାଣ୍ଡରେ ଖୋଲିବ ଆହୁରି ଗୁମର

ଓଡ଼ିଶାଲାଇଭ୍ ବ୍ୟୁରୋ ୧୮ ଜଣ ସ୍ତ୍ରୀଙ୍କ ନକଲି ଡାକ୍ତର ସ୍ଵାମୀ ରମେଶ ଚନ୍ଦ୍ର ଏବେ ଚର୍ଚ୍ଚାରେ। ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ମହିଳାଙ୍କ ସହ ଛଳନା କରି ବିବାହ କରିବା ସହ କୋଟି...

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ : ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟର କଲେ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଆଳି ବ୍ଲକରେ ପୁରୁଷଙ୍କ ଅପେକ୍ଷା ୨ ପ୍ରତିଶତ ଅଧିକ ମହିଳା ମତଦାନ କରିଛନ୍ତି। ସେହିପରି...

ଆଳିରେ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଲୋକେ ଭୟଭୀତ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନିର୍ବାଚନ ସମୟ ଆସିଲେ ଆଳି ଥାନା ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ନ୍ତି। କାରଣ ଅନେକ ସମୟରେ ଏହି ଥାନା ଅଞ୍ଚଳରେ ନିର୍ବାଚନୀ ହିଂସା ହତ୍ୟାକାଣ୍ଡର ରୂପ ନେଇଛି। ନିର୍ବାଚନ...

ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲା କେନ୍ଦ୍ରାପଡ଼ା ଜିଲ୍ଲା ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ବିଭିନ୍ନ ଚିଟଫଣ୍ଡ ସଂସ୍ଥାରେ ଅର୍ଥ ଜମା କରି କ୍ଷତିଗ୍ରସ୍ଥ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଶୁକ୍ରବାରଠାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ପଞ୍ଚାୟତ ନିର୍ବାଚନ ବେଳେ କେନ୍ଦ୍ରାପଡ଼ା କଂଗ୍ରେସକୁ ଝଟ୍‌କା – ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଦଳର ବହୁ ଟାଣୁଆ...

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ହେଲେ ନିର୍ବାଚନର ଏହି ମାହୋଲ ବେଳେ କେନ୍ଦ୍ରାପଡ଼ା କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର...

କେନ୍ଦ୍ରାପଡ଼ାରେ କୋଭିଡ୍ କଟକଣା ସହ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ାରେ କୋଭିଡ୍ କଟକଣା ଭିତରେ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା। ମଣ୍ଡପଗୁଡ଼ିକରେ ୪ ଫୁଟ ଉଚ୍ଚର ମୂର୍ତ୍ତିରେ ପୂଜା ପାଉଛନ୍ତି ମା' ଧନଦାତ୍ରୀ। କରୋନା ପାଇଁ ମେଢ଼...