କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳ ହେଲେ ଅମ୍ରିତ ଋତୁରାଜ – ସମସ୍ୟା ଭିତରେ ବିକାଶ ହେବ ଚାଲେଞ୍ଜପୂର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ୍ ଅଫିସର ଅମ୍ରିତ ଋତୁରାଜ। ଜିଲ୍ଲାର ଆରାଧ୍ୟ ଠାକୁର ବଳଦେବଜୀୟୁଙ୍କଠାରୁ ଆଶୀର୍ବାଦ ନେବା ପରେ ଶୁକ୍ରବାର...

ଭିତରକନିକାରେ ବଢ଼ିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଆସିଛନ୍ତି ୧ ଲକ୍ଷ ୩୬ ହଜାର ୯୨ ପକ୍ଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଭିତରକନିକା ପକ୍ଷୀ ଜାତୀୟ ଉଦ୍ୟାନର ଆକାଶରେ ଏବେ ହଜାର ହଜାର ବିଦେଶୀ ପର୍ଯ୍ୟଟକ। କିଚିରମିଚିର ଶବ୍ଦରେ ପ୍ରକମ୍ପିତ ହେଉଛି ଗଗନ ପବନ। ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା...

କେନ୍ଦ୍ରାପଡ଼ାରେ କୋଭିଡ୍ ଟିକାକରଣର ପ୍ରାକ୍ ପ୍ରସ୍ତୁତି ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ମହାମାରୀ ଭୟରୁ ମୁକ୍ତିପାଇବା ପାଇଁ ସାରା ଦେଶବାସୀ ଏବେ ଟିକାକରଣକୁ ଅନେଇ ବସିଛନ୍ତି। ଏହାରି ଭିତରେ ଆଜିଠୁ ଓଡ଼ିଶାର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ...

କେନ୍ଦ୍ରାପଡ଼ା: ଜେଲ ଭିତରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ଛାନଭିନ୍ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଜେଲ ଭିତରେ ସନ୍ଦେହଜନକ ଭାବେ ବିଚାରଧୀନ କଏଦୀଙ୍କ ମୃତ୍ୟୁ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ସବ୍ ଜେଲରେ ଗତକାଲି ଘଟିଥିବା ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ...

ମିଛ ଡକାୟତିରୁ ପରଦା ଉଠାଇଲା କେନ୍ଦ୍ରାପଡ଼ା ପୋଲିସ, ଅଭିଯୋଗକାରୀ ହିଁ ଥିଲେ ଅଭିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନିଜ ଦୋକାନରୁ ନିଜେ ଚୋରି କରି ଫସିଛନ୍ତି କେନ୍ଦ୍ରାପଡ଼ାର ପ୍ରତ୍ୟୁଷ ମିଶ୍ର। ଏହି ମିଛ ଡକାୟତି ଘଟଣାର ପର୍ଦ୍ଦାଫାସ୍ କରିବାରେ କେନ୍ଦ୍ରାପଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା।...

କେନ୍ଦ୍ରାପଡ଼ାରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲା – ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡ ଦେଲେ ଅଦାଲତ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ୨୦୧୬ ମସିହାରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ବିଚାର କରି ସୋମବାର ଅପରାଧୀକୁ ଦଣ୍ତାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଅଦାଲତ। ଜଣେ ନାବାଳିକା ସହ...

କେନ୍ଦ୍ରାପଡ଼ା ସାଇକେଲ କ୍ଲବର ବାର୍ଷିକ ଉତ୍ସବ ପାଳିତ – ରକ୍ତଦାନର ବାର୍ତ୍ତା ବାଣ୍ଟିଲେ କ୍ଲବର କର୍ମକର୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସଫଳତାର ସହ ଶେଷ ହୋଇଛି କେନ୍ଦ୍ରାପଡ଼ା ସାଇକେଲ କ୍ଲବର ବାର୍ଷିକ ଉତ୍ସବ। ଶନିବାର ସ୍ଥାନୀୟ ସୌଭାଗ୍ୟ ମଣ୍ଡପଠାରେ ଆୟୋଜିତ ଏହି ଉତ୍ସବରେ ଏକ ମେଗା ରକ୍ତଦାନ ଶିବିରରେ...

ଗାଁ ଭିତରକୁ ପଶି ଆସିଲା ବିଶାଳ କୁମ୍ଭୀର – କାବୁ କରି ବନବିଭାଗକୁ ହସ୍ତାନ୍ତର କଲେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ଗାଁ ଭିତରକୁ ପଶି ଆସିଲା ବିଶାଳ କୁମ୍ଭୀର। କିନ୍ତୁ ସାହସ ଦେଖାଇ କୌଶଳକ୍ରମେ କୁମ୍ଭୀରକୁ କାବୁ କରି ବନବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ। କେନ୍ଦ୍ରାପଡ଼ା...

କେନ୍ଦ୍ରାପଡ଼ା: ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଆରଆଇ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ତହସିଲ ଅନ୍ତର୍ଭୁକ୍ତ ବରାଡ଼ିଆ ଆରଆଇ ସର୍କଲର ଆରଆଇ ଅନିତା ତରାଇ ୫ ହଜାର ଟଙ୍କା ଲାଞ୍ଚ...

ଭିତରକନିକା ଇକୋ ରିଟ୍ରିଟ ସେଣ୍ଟର – ସବୁଜ ଶୋଭାରାଜିରେ ରହିବା ସହ ନାଚ ଗୀତର ମଜା ନେଇପାରିବେ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଜାତୀୟ ଉଦ୍ୟାନର ସ୍ଵତନ୍ତ୍ରତା ରହିଛି। ଜୈବ ବିବିଧତାରେ ଭରପୁର ଭିତରକନିକାରେ ଏଥର ନିଆରା ସ୍ଵାଦ ସୃଷ୍ଟି କରିବ ଇକୋ ରିଟ୍ରିଟ୍ ସେଣ୍ଟର। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ...