ମାଲକାନଗିରି: ମାଓ ଗୁଳିରେ ଜଣେ ଯବାନ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରିରେ ମାଓ ଗୁଳିରେ ଜଣେ ଯବାନ ସହିଦ ହୋଇଥିଲା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନଙ୍କ ଖଇରପୁଟ ମେଡିକାଲରେ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା...
ଲଗାଣ ବର୍ଷା ଆଣିଲା ମାଲକାନଗିରିରେ ବନ୍ୟା
ଓଡ଼ିଶାଲାଇଭ ବ୍ୟୁରୋ
ମାଲକାନଗିରିରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଜିଲ୍ଲା। ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନର...
ମାଲକାନଗିରିରେ ସ୍ୱାଭାବିକ ହେଉଛି ବନ୍ୟା ସ୍ଥିତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷା କମିବା ପରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ବର୍ଷାର ପରିମାଣ କମିବାରୁ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି।
ମାଲକାନଗିରିରୁ କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ...
ଲଗାଣ ବର୍ଷାରେ ପୁଣି ବେହାଲ ମାଲକାନଗିରି: ଯୋଗାଯୋଗ ବିଚ୍ଛିନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷାରେ ପୁଣି ବେହାଲ ମାଲକାନଗିରି। ପୋଟେରୁ, କାଙ୍କରକୋଣ୍ଡା ଓ ଏମ୍ଭି ୩୭ ପୋଲ ଉପରେ ୩ରୁ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ...
ମାଲକାନଗିରିରେ ସ୍ୱାଭାବିକ ହେଉଛି ବନ୍ୟା ସ୍ଥିତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷାରେ ବେହାଲ ହୋଇଥିବା ମାଲକାନଗିରିର ସ୍ଥିତି ଧୀରେ ଧୀରେ ସୁଧୁରୁଛି। ନଦୀରେ ଜଳସ୍ଥର କମିବା ପରେ କାଙ୍ଗୁରକୋଣ୍ଡା ପୋଲ ଉପରୁ ବନ୍ୟା ଜଳ ଖସି ଯାଇଛି।
ଲଗାଣ ବର୍ଷାରୁ କାଙ୍କୁରୁକୋଣ୍ଡା ଓ...
ବର୍ଷାରେ ବେହାଲ ମାଲକାନଗିରି: ୨ ଦିନ ପାଇଁ ସ୍କୁଲ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲ୍କୁ ଦୁଇ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆଜି ଓ ଆସନ୍ତାକାଲି ସ୍କୁଲ୍ ବନ୍ଦ...
ପୁଣି ଲଗାଣ ବର୍ଷାରେ ବେହାଲ ମାଲକାନଗିରି: ଯୋଗାଯୋଗ ବିଚ୍ଛିନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ମାଲକାନଗିରି ଉବୁଟୁବୁ। ଗୁରୁବାରଠୁ ମାଲକାନଗିରିରେ ବର୍ଷା ଲାଗି ରାହିଛି। ଫଳରେ କୋରକୋଣ୍ଡା ଓ ଏମ୍ଭି-୩୬ ପୋଲ ଉପରେ ୪ ଫୁଟ୍ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି। ଏଥିପାଇଁ ମାଲକାନଗିରି ଓ...
ଲଗାଣ ବର୍ଷାରେ ବେହାଲ ହୋଇଥିଲା ମାଲକାନଗିରି: ୩ ଦିନ ପରେ ସ୍ୱାଭାବିକ ହେଉଛି ସ୍ଥିତି
ଓଡ଼ିଶାଲାଇଭ ବ୍ୟୁରୋ
ଲଗାଣ ବର୍ଷାରେ ବେହାଲ ହୋଇଥିବା ମାଲକାନଗିରିର ସ୍ଥିତି ୩ଦିନ ପରେ ପରିସ୍ଥିତିରେ ସାମନ୍ୟ ସୁଧାର ଆସିଛି। ଲଗାଣ ବର୍ଷାରୁ କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀ ପୋଲ ଉପରେ ୪ ରୁ ୫...
୭ ବର୍ଷ ହେବ ଦରମା ନପାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ
ଓଡ଼ିଶାଲାଇଭ ବ୍ୟୁରୋ
୭ବର୍ଷର ଦରମା ନମିଳିବାରୁ ଆଜି ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ପରିସରରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣକ ଠିକା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ...
ମାଲକାନଗିରି : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନା ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲାଞ୍ଚ ନେବା ବେଳେ ପୋଲିସ୍ ହାତରେ ଧରାପଡ଼ିଲେ ଥାନା ଅଧିକାରୀ। ଶୁକ୍ରବାର ମାଲକାନଗିରି ଜିଲ୍ଲା ଟାଉନ୍ ଥାନା ଅଧିକାରୀ ଏବଂ ଦୁଇ ସବ୍ ଇନ୍ସପେକ୍ଟର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...



















