ନବରଙ୍ଗପୁରରେ ଚାଞ୍ଚଲ୍ୟ – ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରି ଦିଆଯାଇଛି। ଏଭଳି ଅଭିଯୋଗ ନବରଙ୍ଗପୁରରୁ ଆସିଛି। କୋଷଗୁମୁଡ଼ା ବ୍ଲକ, ବାମିନି ପଞ୍ଚାୟତ, ବିଗୁମୁଡ଼ିଲିରେ ଗାଁର ଜଣେ ୧୬ ବର୍ଷୀୟା...

ନବରଙ୍ଗପୁର ମଣ୍ଡେଇ ଲୋକ ମହୋତ୍ସବ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ନବରଙ୍ଗପୁର ମଣ୍ଡେଇ ଲୋକ ମହୋତ୍ସବ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ସାରା ସହର ଯୋଗଦେଲେ ମନ୍ତ୍ରୀ ଓ ଜିଲ୍ଲାର ଅନେକ ବିଧାୟକ ମହୋତ୍ସବକୁ ନେଇ ଲୋକଙ୍କ ଭିତରେ ଉତ୍ସାହ ନବରଙ୍ଗପୁର...

ଶୁଭାରମ୍ଭ ହେଲା ଲୋକ ମହୋତ୍ସବ ମଣ୍ଡେଇ-୨୦୧୯

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ଅଗ୍ନିପୁର ପଞ୍ଚାୟତର ଲଳିତା ଦେଇପୁର ଶାସନର ଲଳିତେଶ୍ୱରଙ୍କ ପୀଠରୁ ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇର ଶୁଭାରମ୍ଭ ହୋଇଯାଇଛି। ପୀଠରେ ପୂଜାର୍ଚ୍ଚନା ସରିବା ପରେ ସେଠାରୁ ମଶାଲ ପ୍ରଜ୍ଵଳିତ...

ଉଦ୍‌ଘାଟିତ ହେଲା ମଣ୍ଡେଇ ଲୋକ ମହୋତ୍ସବ, ମନମୋହିଲା ନାଟକ ‘ଫାଶୀ’

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇର ମଞ୍ଚ ନାଟକ ଉଦଘାଟିତ ହୋଇଯାଇଛି। ଏହି ମଞ୍ଚ ନାଟକ ନବରଙ୍ଗପୁର ଉପକଣ୍ଠସ୍ଥ ଶାସ୍ତ୍ରୀଭବନଠାରେ ଉଦ୍‌ଘାଟିତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ...

ଟେରାକୋଟା ଶିଳ୍ପକୁ ଜୀବିକା କରିଛନ୍ତି ନବରଙ୍ଗପୁରବାସୀ, ମାସକୁ ରୋଜଗାର କରୁଛନ୍ତି ୧୬ ହଜାର ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରର ଗୌରାଙ୍ଗ ପାତ୍ର): ମାଟି ହେଉଛି ଆମ ସମସ୍ତଙ୍କର ମାଆ। ସମସ୍ତଙ୍କୁ ନିଜର କୋଳରେ ସ୍ଥାନ ଦେଇଥିବା ଏହି ମାଆ ଆଜି ବହୁ ପରିବାରକୁ ଜୀବିକା ମଧ୍ୟ ଯୋଗାଇପାରିଛି। ମାଟିରେ ଟେରାକୋଟା ପ୍ରସ୍ତୁତ...

ନବରଙ୍ଗପୁରରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ, ୨ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଆଇନ ନିଶା କାରବାର ପାଇଁ ରାଜ୍ୟର ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି ଅପରାଧୀମାନେ। ଶନିବାର ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଉପରେ ଚଢ଼ାଉ କରାଯାଇ...

ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଚର୍ଚ୍ଚାରେ ଡାବୁଗାଁ ବିଧାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପୁଣିଥରେ ଚର୍ଚ୍ଚାର ଘେରକୁ ଆସିଛନ୍ତି। ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବତାର ପରିଚୟ ଦେଇଛନ୍ତି ବିଧାୟକ ମନୋହର ରନ୍ଧାରୀ। ଗୁରୁବାର ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ପଞ୍ଚାୟତ...

ନବରଙ୍ଗପୁରରେ ଖୋଲିଲା ଧାନମଣ୍ଡି

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁରରେ ଖୋଲିଲା ଧାନ ଓ ମାଣ୍ଡିଆ ମଣ୍ଡି। ନବରଙ୍ଗପୁର ମୁଖ୍ୟ ବଜାର ପରିସରରେ ଜିଲ୍ଲା ସ୍ତରୀୟ ମଣ୍ଡିର ଉଦ୍‌ଘାଟନ ହୋଇ ଯାଇଛି। ଉଦ୍‌ଘାଟନ ସମୟରେ ଡାବୁଗାଁ ବିଧାୟକ ମନୋହାର ରନ୍ଧାରୀ, ନବରଙ୍ଗପୁର...

ନବରଙ୍ଗପୁରରେ ସରିଲା ଦୁଇଦିନିଆ ‘‘ଜିଲ୍ଲା ଯୁବ ଉତ୍ସବ ୨୦୧୯’’

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସ୍ଥାନୀୟ ସାଇ କଲ୍ୟାଣୀ ମଣ୍ଡପଠାରେ ଦୁଇଦିନିଆ ''ଜିଲ୍ଲା ଯୁବ ଉତ୍ସବ ୨୦୧୯'' ଶେଷ ହୋଇଛି।  ନଭେମ୍ବର ୨୬ ଓ ୨୭ ଦୁଇ ଦିନ ଧରି ଏହି...

ବେଆଇନ୍‌ ବାଲି ଉଠାଣ ବେଳେ ଚଢ଼ାଉ କଲା ପ୍ରଶାସନ, ୭ଟି ଟ୍ରାକ୍ଟର ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର: ବାଲି, ପଥର ଚୋରା ଚାଲାଣ ବେଳେ ଧରା ପଡ଼ିଲା ୭ଟି ବାଲି ଟ୍ରାକ୍ଟର। ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ସୋମବାର ଚୋରା ଚାଲାଣ ହେଉଥିବା ବାଲି ଓ ପଥର ଭର୍ତ୍ତି...