୫୦୦ ବୁଲା କୁକୁରଙ୍କୁ ବାହାଘର ଭୋଜି ଦେଇ ଚର୍ଚ୍ଚାରେ ଭୁବନେଶ୍ୱରର ଦମ୍ପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିବାହ ପରେ ସାଙ୍ଗ ସାଥୀ, ବନ୍ଧୁ ବାନ୍ଧବ ଓ ପଡ଼ୋଶୀଙ୍କୁ ଭୋଜି ଦେବା କଥା ଆପଣ ଜାଣିଥିବେ। କିନ୍ତୁ ବିବାହ ପରେ କୁକରୁଙ୍କୁ ଭୋଜି ଦେବା ଘଟଣା ନିଶ୍ଚୟ ବିରଳ। ତେବେ...

କଟକ ନାବାଳିକା ଦୁର୍ଷ୍କମ ମାମଲା – ତଦନ୍ତ ପାଇଁ ଗଠନ ହେଲା ସ୍ପେଶାଲ୍‌ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ନାବାଳିକା ଦୁର୍ଷ୍କମ ମାମଲାରେ ବୁଧବାର ଚାଉଳିଆଗଞ୍ଜ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଚାଉଳିଆଗଞ୍ଜର ସନ୍ତୋଷ ବେହେରା। ଏଥିସହିତ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର...

ରାଜ୍ୟରୁ ଟଳିଲା ଅବପାତର ଭୟ, ୯ଟି ଜିଲ୍ଲାରେ ଆହୁରି ୨୪ ଘଣ୍ଟା ବର୍ଷିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉପରୁ ଅବପାତର ପ୍ରଭାବ ହ୍ରାସ ପାଇଛି। ତେବେ ଏବେବି କିଛି ଜିଲ୍ଲା ପାଇଁ ବର୍ଷା ସମ୍ଭାବନା ରହିଛି। ଏହି ଆଶଙ୍କାରେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୯ଟି ଜିଲ୍ଲାକୁ...
rashi fala

ଆଜିର ରାଶିଫଳ – (୧୪ ଅକ୍ଟୋବର ୨୦୨୦, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଆଶ୍ୱିନ ମଳ କୃଷ୍ଣପକ୍ଷ ଦ୍ୱାଦଶୀ ଦିବା ୧୧:୫୧:୨୩ ଗତେ ତ୍ରୟୋଦଶୀ...

ଭିଜିଲାନ୍ସ ଜାଲରେ ଆର୍‌ଏମ୍‌ସି ସିନିଅର ଆକାଉଣ୍ଟାଟ୍ ଅଶୋକ ନନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୈରାଙ୍ଗ ପାତ୍ର): ଆଜି ନବରଙ୍ଗପୁର ଜିଲ୍ଲା ଆର୍‌ଏମ୍‌ସି ଅଫିସର ସିନିଅର ଆକାଉଣ୍ଟାଟ୍ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ପକ୍ଷରୁ ଏହି...

କରୋନାକୁ ଜିତିଲେ ୯୧ ବର୍ଷୀୟ କୋଭିଡ୍‌ ହିରୋ କାଶୀନାଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବୟସ ୯୧ ବର୍ଷ। କିନ୍ତୁ ସେ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି। ଆଉ କରୋନା ଭଳି ଭୟଙ୍କର ମହାମାରୀକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ...

ଆଜି ଅପରାହ୍ଣ ୩ଟା ଯାଏଁ ଟୁଇନ୍ ସିଟିରେ ପ୍ରବଳ ବର୍ଷା, ଦିଶିବନି ରାସ୍ତାଘାଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୁବନେଶ୍ଵର ଏବଂ କଟକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ଯୋଗୁଁ ଏହି...

ସରକାରୀ ସ୍ୱୀକୃତି ଅପେକ୍ଷାରେ ସଉରା ଭାଷା ଓ ଲିପି

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସରକାରୀ ସୀକୃତି ଅପେକ୍ଷାରେ ପ୍ରାଚୀନ ଆଦିବାସୀ ସମ୍ପ୍ରଦାୟ ସଉରାଙ୍କ ଲିପି ଓ ଭାଷା। ପୂର୍ବରୁ ଏନେଇ ଅନେକ ଥର ଦାବି ହୋଇଛି କିନ୍ତୁ ତାହା ସରକାରଙ୍କ...

କୋଇଲା ଦୁର୍ନୀତି : ୨୬କୁ ଘୁଞ୍ଚିଲା ଦିଲ୍ଲୀପଙ୍କ ବିରୋଧରେ ଦଣ୍ଡ ବିଧାନ ଶୁଣାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଇଲା ଖଣି ଆବଣ୍ଟନ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ବିଧାନ ହେବାର ଥିଲା। ହେଲେ ଏହି ଦଣ୍ଡ ଶୁଣାଣିକୁ ଘଞ୍ଚାଇ ଦିଆଯାଇଛି।...

ରାଜ୍ୟର କରୋନା ରିପୋର୍ଟ – ୨,୬୦୪ ନୂଆ ପଜିଟିଭ୍, ଆଖି ବୁଜିଲେ ୧୫ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୨,୬୦୪ ନୂଆ ପଜିଟିଭ୍ କ୍ଵାରେଣ୍ଟାଇନ୍‌ରୁ ୧,୫୧୧ ଜଣ, ୧,୦୯୩ଟି ଲୋକାଲ୍ କେସ୍ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧କୁ ବୃଦ୍ଧି ଆଖି ବୁଜିଲେ ଆଉ ୧୫ ଆକ୍ରାନ୍ତ ମୋଟ...