ଟ୍ରେନ୍‌ରେ ତିନି ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା, ଆଖି ବୁଜିଲେ ୩ ନବଜାତ

ଓଡ଼ିଶାଲାଇଭ୍ ବ୍ୟୁରୋ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଜଣେ ମହିଳା ଯାତ୍ରୀ ୩ ଶିଶୁ ପୁତ୍ର ଜନ୍ମ ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏବେ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା...

ନଭେମ୍ବର ୨୨ଯାଏଁ ସ୍ଥଗିତ ରହିଲା ମଦ ବିରୋଧୀ ଆନ୍ଦୋଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ମିଳିତ ନିଶା ନିବାରଣ ମଞ୍ଚ ‘ମଦ ମୁକ୍ତି ଆନ୍ଦୋଳନ’କୁ ନଭେମ୍ବର ୨୨ ଯାଏଁ ସ୍ଥଗିତ ରଖିଛି। ଅବକାରୀ ମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ...

ସମ୍ବଲପୁର – ଭଡ଼ାଘରୁ ମଳିଲା ମହିଳାଙ୍କ ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ମୁଦୀପଡା ପାଣିଟାଙ୍କି ପଡ଼ାର ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଭଡାଘରେ ବାହାର ପଟୁ ତାଲା ଝୁଲୁଥିବା ବେଳେ ଗତ ୨ଦିନ ଧରି ଦୁର୍ଗନ୍ଧ...

ରାଜ୍ୟରେ ଟ୍ରାଫିକ୍ ଫାଇନରୁ ଆଦାୟ ହୋଇଛି ୧କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସ ଭିତରେ ଓଡ଼ିଶାରେ ୧ କୋଟି ଟଙ୍କାର ଟ୍ରାଫିକ୍ ଫାଇନ୍ ଆଦାୟ ହୋଇଛି। ଗୁରୁବାର ବିଧାନସଭାର ଶୀତ ଅଧିବେଶନରେ ଏହି ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ...

କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଟିମ୍‌ – ବାତ୍ୟା ବୁଲବୁଲ କ୍ଷୟକ୍ଷତି ନେଇ କରିବେ ଅନୁଧ୍ୟାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ବୁଲବୁଲର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶୁକ୍ରବାର କେନ୍ଦ୍ରିୟ ଟିମ୍‌ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। କେନ୍ଦ୍ରିୟ ଟିମ୍‌ ରାଜନଗର ତାଳଚୁଆର ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଗୁରୁବାର କେନ୍ଦ୍ରୀୟ ଟିମ୍ ଭଦ୍ରକ ଜିଲ୍ଲା ପରିଦର୍ଶନରେ...
Lokaseva Bhawan

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ। ଆଜି ମଧ୍ୟାହ୍ଣ ୧୨ଟା ୧୫ମିନିଟ୍‌ରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକରେ ମନ୍ତ୍ରୀମାନଙ୍କୁ...

ପୁସ୍ତକ ସମୀକ୍ଷା – ‘ମହାତ୍ମାଙ୍କ ମନକଥା’

ଭାସ୍କର ପରିଚ୍ଛା ସାମ୍ପ୍ରତିକ ସମୟରେ ମହାତ୍ମା ଗାନ୍ଧୀଙ୍କ ଉପରେ ଓଡ଼ିଶାରେ ଯଦି କେହି ନିରବଚ୍ଛିନ୍ନ ଭାବରେ ଅଧ୍ୟୟନ, ଗବେଷଣା ଓ ପୁସ୍ତକ ରଚନା କରୁଛନ୍ତି ନିଶ୍ଚିତ ଭାବରେ ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ାଙ୍କ...

ଆରମ୍ଭ ହେଲା ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ। ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଥିବା ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମେଜର ଜେନେରାଲ ବସନ୍ତ...

ରୋଗୀ ନେବାକୁ ଆସି ହଟହଟା ହେଲେ ମାତାଲ ଆମ୍ଵୁଲାନ୍ସ ଡ୍ରାଇଭର

ଓଡ଼ିଶାଲାଇଭ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରୋଗୀମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଥିବା ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଏଥିରେ ଡ୍ୟୁଟିରେ ଥିବା ଫର୍ମାସିଷ୍ଟଙ୍କୁ ମାତାଲ...

ବାରିପଦା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ବାରିପଦା ମୁର୍ଗାବାଡ଼ି ଗୋଲେଇ ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ବାଇକ ଚାଳକଙ୍କ ପରିଚୟ...