ବିଧାନସଭା ବାଚସ୍ପତି ହେଲେ ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ବିଜେଡି ବରିଷ୍ଠ ନେତା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତିା କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ତାଙ୍କ ନାଁ ଘୋଷଣା କରିଛନ୍ତିା...

ଆଜି ଓଡ଼ିଶା ଆସିବ କଳ୍ପନାଙ୍କ ମରଶରୀର

ଓଡ଼ିଶାଲାଇଭ ବ୍ୟୁରୋ ଆଜି ଓଡ଼ିଶା ଆସିବ ପର୍ବତାରୋହୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର। ରାତି ପ୍ରାୟ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ କଳ୍ପନାଙ୍କ ମରଶରୀର ପହଁଚିବ। ରାତ୍ର ୧୦ଟା ଯାଏଁ କଳିଙ୍ଗ ଷ୍ଟାଡିୟମରେ ଶେଷଦର୍ଶନ ପାଇଁ...

ଏଣିକି ସବୁ ଚାଷୀଙ୍କ ଖାତାକୁ ପ୍ରତିବର୍ଷ ଆସିବ ୬ ହଜାର ଟଙ୍କା

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ବଢ଼ିଲା ପିଏମ୍ କିଷାନ ସମ୍ମାନ ଯୋଜନାର ପରିସର ସବୁ ଚାଷୀଙ୍କୁ ମିଳିବ ବର୍ଷକୁ ୬ ହଜାର ଟଙ୍କା ୧୪.୫୦ କୋଟି ଲୋକ ହେବେ ଉପକୃତ ୬୦ ଟପିଲେ ଚାଷୀଙ୍କୁ...

ଆଣ୍ଡାମାନରେ ମୌସୁମୀ, ଜୁନ୍‌ ୬ରେ କେରଳ ଛୁଇଁବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଣ୍ଡାମାନ ସାଗରରେ ଏବେ ପ୍ରବାହିତ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପାଣପାଗ ବିଭାଗର ପୁର୍ବ ଆକଳନ ମୂତାବିକ, ଆସନ୍ତା ଜୁନ୍‌ ୬ରେ ମୌସୁମୀ କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।...

ଆସନ୍ତା ମାସ ଓଡ଼ିଶା ଫେରିପାରନ୍ତି ଜଗା ବଳିଆ

ଓଡ଼ିଶାଲାଇଭ ବ୍ୟୁରୋ ଆସନ୍ତାମାସ ଓଡ଼ିଶା ଫେରିପାରନ୍ତି ଜଗା ବଳିଆ। ଏବେ ସେମାନେ ଏମ୍ସର ପ୍ରାଇଭେଟ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସହ ସେମାନଙ୍କ ବାପା ମା ଅଛନ୍ତି। ଜଗା ବଳିଆଙ୍କୁ ଏବେ ୪ବର୍ଷ ବୟସ। ଡାକ୍ତରଙ୍କ...

ମୋର ମନ୍ତ୍ରିତ୍ଵ ପାଇଁ ଆଶା ନଥିଲା କି ବିଭାଗ ପାଇଁ ନଥିଲା, ଯେଉଁ ବିଭାଗ ମିଳିଛି ସେଥିରେ ମୁଁ...

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ମୋଦି କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ MSME, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ପାଳନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ମିଳିଛି। ତାଙ୍କୁ ଦୁଇ...

ଚାଳ ଉଡ଼ିବା ପରେ ଛପର – ଓଡ଼ିଶା କଂଗ୍ରେସରେ ପରିବର୍ତ୍ତନର ସ୍ୱର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ବିଧାନସଭା ଓ ଲୋକସଭା  ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନକୁ ଯଦି ଦେଖାଯାଏ ସ୍ୱାଧୀନତା ପରଠାରୁ ଏହା ହେଉଛି ସବୁଠାରୁ ବଡ଼ ବିପର୍ଯ୍ୟୟ। ଆଗରୁ କେବେ ବି କଂଗ୍ରେସ ଏତେ ତଳକୁ...

ଧର୍ମେନ୍ଦ୍ରଙ୍କୁ ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନରେନ୍ଦ୍ର ମୋଦିଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ତାଙ୍କୁ ପୁନର୍ବାର କ୍ୟାବିନେଟ ପାହ୍ୟା ମିଳିଛି।...

ଆସନ୍ତାକାଲି ବାଚସ୍ପତି ନିର୍ବାଚନ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଆସନ୍ତାକାଲି ବାଚସ୍ପତି ନିର୍ବାଚନ। ଏ ନେଇ ନୋଟିସ ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏ ନେଇ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ। କ୍ରମାଗତ ଦ୍ଵିତୀୟ ଥର ପାଇଁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ...