ଏଥର ରଜରେ ‘ସେଲଫିସ୍ ଦିଲ’, ପରଦାରେ ଜମିବ ସୂର୍ଯ୍ୟମୟୀ-ଶ୍ରେୟାନଙ୍କ କେମେଷ୍ଟ୍ରୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏଥର ରଜରେ ପରଦାକୁ ଆସୁଛି ଓଲିଉଡ ଫିଲ୍ମ ‘ସେଲଫିସ ଦିଲ’। ପଞ୍ଚବଟୀ ସିନେ କ୍ରିଏସନ୍ ନିବେଦିତ ଏହି ଫିଲ୍ମଟି ଜୁନ୍ ୧୩ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ଅଭିନେତା ଶ୍ରେୟାନ...

ମନ୍ତ୍ରୀଙ୍କ ପାଇଁ ଟାସ୍କ – ପ୍ରତି ମାସ ୭ ତାରିଖରେ ଦେବେ ରିପୋର୍ଟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ପାଇବା ଯେତିକି ଚ୍ୟାଲେଞ୍ଜ, ମନ୍ତ୍ରୀ ହୋଇ ରହିବା ବି ସେତିକି ପରିଶ୍ରମସାଧ୍ୟ। ବିଗତ ସରକାରରେ ଯାହା ନଥିଲା, ପଞ୍ଚମ ପାଳି ସରକାରରେ ନବୀନ ମନ୍ତ୍ରୀମାନଙ୍କ...

କେନ୍ଦ୍ରାପଡ଼ାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ହିଂସା ଏବଂ ଉତ୍ତେଜନକେୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ରାଜ୍ୟ ସରକାର ଇଣ୍ଟରନେଟ୍ ସେବା ବନ୍ଦ ରଖିଛନ୍ତି। ବୁଧବାର ସକାଳ ୧୧ଟା୩୦ରୁ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।...

ସାଙ୍ଘାତିକ ଅଭିଯୋଗ ଆଣିଲେ ଜର୍ଜ ତିର୍କୀ – ‘‘ଇଭିଏମ୍ ହ୍ୟାକ୍ କରି ସୁନ୍ଦରଗଡ଼ରେ ଜିତିଛି ବିଜେପି’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସୁନ୍ଦରଗଡ଼ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଜର୍ଜ ତିର୍କୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ନିଜ ଦଳ କଂଗ୍ରେସ ଏବଂ ବିଜେପି ବିରୋଧରେ ରାଉରକେଲାରେ ସେ ସାମ୍ବାଦିକ ସମ୍ମିଳନୀ କରି...

ପାଣିପାଗ ବିଭାଗର ସର୍ବୋଚ୍ଚ ପଦବୀରେ ଓଡ଼ିଆ ପୁଅ ମୃତ୍ୟୁଞ୍ଜୟଙ୍କୁ ନେଇ ସାରା ଓଡ଼ିଶା ଗର୍ବିତ

ଓଡ଼ିଶାଲାଇଭ ବ୍ୟୁରୋ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ରୂପେ ଓଡ଼ିଆ ଅଫିସର ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମହାପାତ୍ର...

ପରିବେଶ ଦିବସରେ କଟକ ମହାନଦୀ ପଠାରେ ଲାଗିଲା ୫ ହଜାର ଗଛ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଜଳ ଯୋଗାଣ ଓ ପରିମଳ ପରିଷଦ ଏବଂ ଜାଇକାର ମିଳିତ ଅନୁକୂଲ୍ୟରେ କଟକ ମହାନଦୀ ପଠାରେ ଲାଗିଲା ଗଛ। ଆଜି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସ୍ୱଚ୍ଛ ଏବଂ ସୁସ୍ଥ ରଖିବା...

ଆଜିଠୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ ବ୍ୟୁରୋ ବୁଧବାରଠୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ସେବା ଆରମ୍ଭ ହେବା ଆଲିୟାନ୍ସ ଏୟାର ପକ୍ଷରୁ ATR-72 ବିମାନ ଚଳାଚଳ କରିବା କେନ୍ଦ୍ର ସରକାରଙ୍କ ଉଡାନ-ସ୍କିମ ଜରିଆରେ ବିମାନ ଚଳାଚଳ କରିବା ଉଡାନ...

ଇଦ୍ ମୁବାରକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଇଦ୍ ଅର୍ଥାତ ରମଜାନ ମାସର ଶେଷ ଦିନ। ମାସ ସାରା ମୁସଲମାନ ଭାଇ ଭଉଣୀ ରୋଜା ଓ ଉପବାସ ରଖି ରମଜାମ ମାସ ପାଳନ କରିଥିଲେ। ମଙ୍ଗଳବାର ଚାନ୍ଦ ଦିଶିବା...

ବୁଧବାର ସାରା ଦେଶ ପାଳିବ ପବିତ୍ର ଇଦ୍-ଉଲ୍‌-ଫିତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତାକାଲି ସାରା ଦେଶ ଆନନ୍ଦ ଉଲ୍ଲାସରେ ପାଳନ କରିବ ଇଦ୍‌। ଆଜି ହେଉଛି ପବିତ୍ର ରମଜାନ ମାସର ଶେଷ ଦିନ। ମାସ ସାରା ମୁସଲମାନ ଭାଇ ଭଉଣୀ ରୋଜା ଓ ଉପବାସ...

ଚାନ୍ଦିପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ରଘାଟିରୁ ମଙ୍ଗଳବାର 'ବ୍ରହ୍ମୋସ' କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ୪୫୦ କିଲୋମିଟର ଦୂରବର୍ତ୍ତୀ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଶତ୍ରୁ ପକ୍ଷଙ୍କୁ ସଫଳତାର ସହ...