ଭାରତର ଅଧିକାଂଶ ଲୋକ ଦିନକୁ ୨୫ ଟଙ୍କାରୁ କମ୍ ରୋଜଗାର କରୁଛନ୍ତି: ମାଣିକ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତା ବକ୍ତୃତାର ଶୀର୍ଷକ 'ପରିପୂର୍ଣ୍ଣତାରେ ପ୍ରତିଷ୍ଠା: ରାଜନୀତିରେ ମୂଲ୍ୟବୋଧ' ରାଜକିଶୋର ନାୟକଙ୍କ ଜୀବନୀ ଉପରେ ପୁସ୍ତକ 'ସାୟାହ୍ନର ସ୍ମୃତି' ଉନ୍ମୋଚିତ "ଭାରତୀୟ ସ୍ୱାଧୀନତା ସଂଗ୍ରାମ ଥିଲା ଏକ ରାଜନୀତିକ ଆନ୍ଦୋଳନ। ସେତେବେଳେ...

ଆରପାରିରେ ବିଶିଷ୍ଟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୬ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଜଗତ ସହ ଜଡ଼ିତ ଥିବା ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି।   ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣଶୁଣା ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କର...

ଓଡିଶା କଂଗ୍ରେସ ପାଇଁ ଆସୁଛି ‘ଅଛେ ଦିନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିରଞ୍ଜନ ପଟ୍ଟନାୟକ ମଙ୍ଗୁଆଳ ସାଜିବା ପରେ ଓଡ଼ିଶାରେ କଂଗ୍ରେସ ଦଳର ଭାଗ୍ୟ ଫେରିବା ଭଳି ମନେ ହେଉଛି ଓ ଅଗାମୀ ଦିନରେ ଏହା ଆହୁରି ସ୍ପଷ୍ଟ ହେବ। ଅନ୍ୟ କାହା ପାଇଁ 'ଅଛେ ଦିନ' ଆସୁ କି ନ ଆସୁ...

ମାତୃ ଓ ଶିଶୁମୃତ୍ୟୁହାର ହ୍ରାସ ଦିଗରେ ସମ୍ପର୍କରେ ଆଲୋଚନାଚକ୍ର: ସାର୍ବଜନୀନ ଗୁଣାତ୍ମକ ସେବା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ମାତୃ ଓ ଶିଶୁମୃତ୍ୟୁହାର ହ୍ରାସ ଦିଗରେ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏକ ଦୁଇ ଦିନିଆ ଆଲୋଚନାଚକ୍ର ଆରମ୍ଭ ହୋଇଛି। ଭୁବନେଶ୍ୱରଠାରେ ଆୟୋଜିତ ମାତୃ ଓ ଶିଶୁମୃତ୍ୟୁହାର ହ୍ରାସ ଦିଗରେ ସାର୍ବଜନୀନ ଗୁଣାତ୍ମକ...

ମେ ୬ରେ ଗାନ୍ଧିବାଦୀ ନେତା ରାଜକିଶୋର ନାୟକଙ୍କ ସ୍ମାରକୀ ବକ୍ତୃତାମାଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ସ୍ମୃତିରେ ଅନୁଷ୍ଠିତ ହେବ ଏକ ବକ୍ତୃତାମାଳା କାର୍ଯ୍ୟକ୍ରମ। ଏଥିରେ ଭାଗ ନେବେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର। ଗାନ୍ଧିବାଦୀ ନେତା...

ଆଜିର ବଡ଼ ଖବର(ମେ ୫. ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ: ଯାତ୍ରୀ ଆତଙ୍କିତ ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାରେ ଟ୍ରେନ୍‌ ନମ୍ବର ୧୯୬୬୫ ଖଜୁରାହ-ଉଦୟପୁର...

ପାର୍ସଲ ବୋମା ଘଟଣାର ଖୋଲିବ ଆହୁରି ଗୁମର: ପୁଞ୍ଜିଲାଲକୁ ନେଇ ରାୟପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟଣାଗଡ ପାର୍ସଲ ବୋମା ଘଟଣାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହରେଙ୍କୁ ନେଇ ରାୟପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ଟିମ୍ ପାର୍ସଲ ବୋମା ଘଟଣାର ମାଷ୍ଟରମାଇଣ୍ଡ୍ ପୁଞ୍ଜିଲାଲ ମେହେରଙ୍କୁ...

ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣାସ୍ଥଳକୁ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ ଘଟଣା ଦୁର୍ଭାଗ୍ୟଜନକ, ବିଶ୍ୱସ୍ତରୀୟ ତଦନ୍ତ ହେଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବାର ଦୁଇଦିନ ପରେ ଘଟଣାସ୍ଥଳକୁ ପରିଦର୍ଶନରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୋଟିଏ ବର୍ଷରେ ଦୁଇଥର ଭୁବନେଶ୍ୱରର ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣା ଘଟି ଦୁଇଜଣଙ୍କ ପ୍ରାଣ ନେଇଛି। ଏହାକୁ...

ଝାରସୁଗୁଡ଼ାରେ ହେବ ଦ୍ୱିତୀୟ ବିମାନ ବନ୍ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଏୟାରଷ୍ଟ୍ରିପ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା ପାଇଛି। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ସେ ଟୁଇଟ୍...

ଭୁବନେଶ୍ୱରରେ ଖୋଲିଲା ଟାଇଟାନ ୱାର୍ଲ୍ଡର ଇଣ୍ଟିଗ୍ରେଟେଡ ଷ୍ଟୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ଖୋଲିଲା ଟାଇଟାନ କମ୍ପାନିର ପ୍ରଥମ ଇଣ୍ଟିଗ୍ରେଟେଡ ଷ୍ଟୋର। ପଟିଆ କିଟ୍ ରୋଡର ଓବିୟୁ ହାଉସରେ ଖୋଲିଥିବା ଏହି ଷ୍ଟୋରକୁ ଟାଇଟାନ କମ୍ପାନି ଲିମିଟେଡର ୱାଚେସ ଆଣ୍ଡ ଆସେସରିଜ୍ ବିଭାଗର ମୁଖ୍ୟ...