ପାର୍ସଲ ବୋମା ବିସ୍ଫୋରଣ ମାମଲା: ଶେଷରେ ଧରାପଡ଼ିଲା ମୁଖ୍ୟ ଆସାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ହେଉଛନ୍ତି ଅଧ୍ୟାପକ ପୁଞ୍ଜିଲାଲ ମେହେର। ବହୁଦିନର ଖୋଳତାଡ଼ ପରେ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି କହିଛି...
ଜଷ୍ଟିସ୍ ଦୀପକ ମିଶ୍ର କିଏ? ପଢ଼ନ୍ତୁ ଏହି ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚର୍ଚ୍ଚାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। ଭାରତୀୟ ନ୍ୟାୟପାଳିକା ଇତିହାସରେ ପ୍ରଥମ ଥର ପାଇଁ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିବାରୁ ସାରା ଦେଶ ହୁଲସ୍ତୁଲ୍ ହେଉଛି।...
ଉଷସୀଙ୍କୁ ଅସଦାଚରଣ: ଅଭିଯୁକ୍ତକୁ ଧରିବା ପାଇଁ ଗଠନ ହେଲା ୩ ଜଣିଆ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗରେ ଅନୁଗୁଳ ପୋଲିସ ଗଠନ କରିଛି ତିନି ଜଣିଆ ସ୍ୱତନ୍ତ୍ର ଟିମ୍। ଅନୁଗୁଳ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ଟିମ୍।
ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ...
ସ୍ତ୍ରୀର ଦ୍ୱିତୀୟ ବିବାହରେ ସ୍ୱାମୀ ରକ୍ତମୁଖା: କୋର୍ଟରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ତ୍ରୀର ଦ୍ୱିତୀୟ ବିବାହକୁ ସହି ପାରିଲାନି ସ୍ୱାମୀ
ସ୍ୱାମୀ ସାଜିଲା ବଇରି
କୋର୍ଟ ପରିସରରେ ସ୍ତ୍ରୀକୁ ଗୋଡ଼ା ଗୋଡ଼ାଇ ହାଣିଲା ସ୍ୱାମୀ
ପ୍ରେମ ବିବାହ କରିଥିଲେ ରମେଶ-ସଙ୍ଗୀତା
ସମ୍ବଲପୁର ଫ୍ୟାମିଲିକୋର୍ଟ ପରିସରରେ...
ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ: ଭଇଁଷା କଲେଜରେ କ୍ରାଇମବ୍ରାଞ୍ଚର ଛାନଭିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଛାନଭିନ କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ରବିବାର ଭଇଁଷା କଲେଜ ଅଧ୍ୟାପକଙ୍କୁ ଉଠାଇ ନେବା ପରେ ଆଜି କଲେଜରେ ପଶିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।
କଲେଜରେ...
ଓଡ଼ିଶା ଓ ଓଡ଼ିଆ
ଚିତ୍ତରଞ୍ଜନ ଦାସ
ଓଡ଼ିଶା ଗୋଟିଏ ଭୂମି ଓ ଓଡ଼ିଆ ହେଉଛି ଏକ ଜନଗୋଷ୍ଠୀର ନାମ। ପୃଥିବୀରେ ବାସ କରିଆସିଥିବା ଅନ୍ୟାନ୍ୟ ଜନଗୋଷ୍ଠୀ ପରି ଏହି ଜନଗୋଷ୍ଠୀର ମଧ୍ୟ ଏକ ସଂହତି ରହିଛି, ଏକ ନିୟତି...
ପାର୍ସଲ ବୋମା ବିସ୍ଫୋରଣରେ ନୂଆ ମୋଡ଼: ଭଇଁସା କଲେଜ ଅଧ୍ୟାପକଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ବଲାଙ୍ଗିର ଏବଂ ପାଟଣାଗଡ଼ରେ ୧୫ ଦିନ ଧରି ଛାନ୍ଭିନ୍ କରି କଟକ ଫେରି ଆସିଥିବା କ୍ରାଇମବ୍ରାଞ୍ଚ ଟିମ୍...
କଂଗ୍ରେସର ମହାଭିଯୋଗ: କପିଲ ଶିବଲଙ୍କ ଖେଳ ନିରଞ୍ଜନଙ୍କୁ କାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ନେଇ ଓଡ଼ିଶାରେ କଂଗ୍ରେସ ଏକଘରିକିଆ ହୋଇଯାଇଛି। ମାଟିକୁ ଦେଖିବ ନା ପାର୍ଟିକୁ ଜଗିବ ତାକୁ ନେଇ ନୂଆ ପିସିସି ସଭାପତିଙ୍କ ଟିମ୍...
କେନ୍ଦ୍ରାପଡ଼ା-ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ: କଟକ ବଡ଼ ମେଡ଼ିକାଲରେ ସାଲେପୁର ପୀଡ଼ିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଲେପୁରରେ ଜଘନ୍ୟ କାଣ୍ଡ
ଚକୋଲେଟ୍ ପାଇଁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ
ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହେଲେ ପୀଡ଼ିତା
ପୀଡ଼ିତାଙ୍କୁ ଚିକିତ୍ସା କରୁଛନ୍ତି ୧୩ ଜଣିଆ ଡାକ୍ତରୀ ଟିମ୍
ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ...
୨୦୧୯ ପାଇଁ କଂଗ୍ରେସର ସଜବାଜ: ରୋଡମ୍ୟାପ୍ ପ୍ରସ୍ତୁତ କଲେ ନିରଞ୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
'କଂଗ୍ରେସ ଉଠିବ ଓଡ଼ିଶା ହସିବ'- ଏହି ନୂଆ ସ୍ଲୋଗାନ୍ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ଘର ସଜାଡ଼ିବା ଆରମ୍ଭ କରିଛନ୍ତି। ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଭବନରେ ରୋଡମ୍ୟାପ...





















