ବିପ୍ଲବ-ସିଦ୍ଧାନ୍ତ-ସୁଜିତ: ଦିଗପହଣ୍ଡିରେ କିଏ ପିନ୍ଧିବେ ବିଜୟ ମୁକୁଟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=BPdpI3rlusE ଦିଗପହଣ୍ଡି ବିଧାନସଭା ଆସନ ପାଇଁ ବିପ୍ଲବ, ସିଦ୍ଧାନ୍ତ ଏବଂ ସୁଜିତଙ୍କ ମଧ୍ୟରେ ହେବ କଡ଼ା ଟକ୍କର, କାହାକୁ ମିଳିବ ଭୋଟରଙ୍କ ସମର୍ଥନ? ଦିଗପହଣ୍ଡି ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଏବଂ...

ନୟାଗଡ଼ରେ ନିର୍ବାଚନ ଆଚରଣ ବିଧି ନିରୀକ୍ଷଣ ଲାଗି ୯ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ନିରୀକ୍ଷଣ ଲାଗି ୯ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୩ଟି ଲୋକସଭା...

ଝାରସୁଗୁଡ଼ାରେ ଅଭାବନୀୟ ଘଟଣା: ସ୍ତ୍ରୀ-ଝିଅକୁ ଗୁଳି ମାରି ଆତ୍ମହତ୍ୟା କଲା ସ୍ଵାମୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ଜିଲ୍ଲା ବଣିପାହାଡ଼ ଜଙ୍ଗଲ ନିକଟରେ ଗୁରୁବାର ଏକ କାରରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ମଧ୍ୟରେ ସ୍ଵାମୀ, ସ୍ତ୍ରୀ ଓ ସେମାନଙ୍କ ୭ ବର୍ଷର...

ଓଡ଼ିଶାରେ ଷଷ୍ଠ ଥର ପାଇଁ ସରକାର ଗଢ଼ିବେ ନବୀନ ପଟ୍ଟନାୟକ – ଭିକେ ପାଣ୍ଡିଆନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ “ଓଡ଼ିଶାରେ ଷଷ୍ଠ ଥର ପାଇଁ ସରକାର ଗଢ଼ିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ଜୁନ ୪ ତାରିଖରେ ବିରୋଧୀଙ୍କ ଚକ୍ରାନ୍ତର କଡ଼ା ଜବାବ ଦେବେ ରାଜବାସୀ। ଓଡ଼ିଶାରେ ଡବଲ...

ବିଜେପି ଯାହା କହେ କରିକି ଦେଖାଏ, ଏହା ଆମ ଚରିତ୍ର – ରାଜନାଥ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ରାଜନାଥ ସିଂହ। ବୁଧବାର ସେ କଳାହାଣ୍ଡି ଏବଂ ରାୟଗଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଓ...

କନ୍ଧମାଳ: ଆତ୍ମସମର୍ପଣ କଲେ ମାଓବାଦୀ କମାଣ୍ଡର ସମୟ ମାଡକାମ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି କେକେବିଏନ ମାଓବାଦୀ ଡିଭିଜନର କମାଣ୍ଡର ସମୟ ମାଡକାମ। କନ୍ଧମାଳ ଜିଲ୍ଲା ଏସପି ଶୁଭେନ୍ଦୁ କୁମାର ପାତ୍ର ଓ ଦକ୍ଷିଣାଞ୍ଚଳ...

ଓଡ଼ିଶାର ସମକାଳୀନ କାର୍ଟୁନିଷ୍ଟଙ୍କୁ ନେଇ ପରିଚିତି ପୁସ୍ତିକା ‘ସ୍କେଚିଂ ସାଟାୟାର’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସମକାଳୀନ କାର୍ଟୁନିଷ୍ଟଙ୍କୁ ନେଇ ପ୍ରସ୍ତୁତ ପରିଚିତି ପୁସ୍ତିକା ‘ସ୍କେଚିଂ ସାଟାୟାର’ ଉନ୍ମୋଚିତ ହୋଇଛି। ମଙ୍ଗଳବାର ଭୁବନେଶ୍ଵର ରୋଟାରୀ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁସ୍ତିକାଟି ଉନ୍ମୋଚିତ ହୋଇଥିଲା। ଓଡ଼ିଶା କାର୍ଟୁନ୍‍ ଏକାଡେମୀ...

ବିଜେଡି-ବିଜେପି-କଂଗ୍ରେସ: ଏଥର ନୂଆପଡ଼ା କାହାର ହେବ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=QXhbgPrFulc ଏଥର ନୂଆପଡ଼ା ବିଧାନସଭା ଆସନ ଲାଗି ଜୋରଦାର ହେବ ରାଜନୈତିକ ଲଢ଼େଇ। ମଇଦାନରେ ମୁହାଁମୁହିଁ ହେବେ ତିନି ପ୍ରମୁଖ ଦଳର ଟାଣୁଆ ନେତା। ତେବେ ବିଜେଡି-ବିଜେପି ନା କଂଗ୍ରେସ, କାହା...

ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୯ ଜଣ ମାଓବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୯ ଜଣ ମାଓବାଦୀ। ଏମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଏବଂ ୨ ଜଣ ମହିଳା ରହିଛନ୍ତି। ଏ ନେଇ...

ଘଷିପୁରାରେ ବଦ୍ରିଙ୍କୁ ଅଡୁଆରେ ପକାଇବେ କି ସୌମ୍ୟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଏଥର ହେବାକୁ ଯାଉଛି ଘମାଘୋଟ ଲଢ଼େଇ। ଯଦିଓ ୨୦୦୯ ନିର୍ବାଚନ ପରଠାରୁ ବିଜେଡି ଏଠାରେ ଏକପାଖିଆ ଜିତିଆସୁଛି; ୨୦୨୪ ଲଢ଼େଇରେ ଫଳାଫଳ କିଛି ବି ହୋଇପାରେ।...