ହକି ବିଶ୍ଵକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ବେଲଜିୟମ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ୍ ୨୦୨୩କୁ ରହିଲା ଆଉ ମାତ୍ର ୭ ଦିନ। ଜାନୁଆରି୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ହକିର ଏହି ମେଗା ଟୁର୍ଣ୍ଣାମେଣ୍ଟ। ବିଶ୍ଵକପ୍ ପାଇଁ ଶୁକ୍ରବାର...

ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ବିଦେଶାଗତ ପକ୍ଷୀମାନଙ୍କ ଆଗମନରେ ଏବେ ଚଳଚଞ୍ଚଳ ହୋଇଉଠିଛି ଭିତରକନିକା। ଶୁକ୍ରବାର ସକାଳ ୬ଟାରୁ ପକ୍ଷୀ ଗଣନା କାମ ଆରମ୍ଭ ହୋଇଛି। ପକ୍ଷୀ...

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା : କୃଷ୍ଣମୟ ହେଲା ମଥୁରା ନଗରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଧନୁଯାତ୍ରା ମହୋତ୍ସବ ଆରମ୍ଭରୁ ଏ ପର୍ଯ୍ୟନ୍ତ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି। କଂସ ମହାରାଜଙ୍କ ଶାସନ ଓ କୃଷ୍ଣପ୍ରେମରେ ବିଭୋର ହେଉଛନ୍ତି ହଜାର ହଜାର...

ଓଡ଼ିଶାରେ ହକିର ଗୌରବ ଗାଥା

କପିଳାସ ଭୂୟାଁ ଆଜି ହକି କଥା ଉଠିଲେ ବିଶ୍ଵସ୍ତରରେ ପ୍ରଥମେ ଆସେ ଓଡ଼ିଶାର ନାଁ। ଏହା ଆମ ରାଜ୍ୟ ଓ ସମସ୍ତ ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଗୌରବର କଥା। ଏହାର ସର୍ବପ୍ରଥମ କାରଣ ହେଉଛି ୨୦୧୮ରେ...

ରାଉରକେଲାରେ ଗଡ଼ିଲା ‘ମୋ ବସ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଏହା ପୂର୍ବରୁ ଗୁରୁବାର ଦିନ ରାଉରକେଲାରେ ଆରମ୍ଭ ହୋଇଛି ‘ମୋ...

ଉଦ୍‌ଘାଟିତ ହେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ପାଇଁ ନବ ନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଇସ୍ପାତନଗରୀ ରାଉରକେଲା ଗସ୍ତ କରି ଏହି ଷ୍ଟାଡିୟମର ଲୋକାର୍ପଣ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭାରତ ହକି ବିଶ୍ଵକପ ଜିତିଲେ ପ୍ରତି ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଏହାରି ମଧ୍ୟରେ ଗୁରୁବାର ଦିନ ଭାରତୀୟ ହକି ଖେଳାଳିଙ୍କ ପାଇଁ...

ଫୁଲବାଣୀ: ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ନାବାଳିକା ଗଣ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ଲିପୁନ ନାଏକକୁ...

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟ୍ରିକ ପରୀକ୍ଷା ପାଇଁ ଗୁରୁବାର ଦିନ ତାରିଖ ଘୋଷଣା କରାଯାଇଛି। ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଖୁବଶୀଘ୍ର ଫର୍ମ ପୂରଣ ପାଇଁ...

ରାଉରକେଲାରେ ବିଶ୍ଵକପ ଭିଲେଜ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ପୁରୁଷ ହକି ବିଶ୍ଵକପରେ ଅଂଶଗ୍ରହଣ କରୁଥିବା ଖେଳାଳି ଓ ମ୍ୟାଚ୍ ଅଫିସିଆଲମାନଙ୍କ ରହିବା ପାଇଁ ନିର୍ମାଣ ହୋଇଥିବା ବିଶ୍ଵକପ ଭିଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ବିର୍ସା ମୁଣ୍ଡା...