ସ୍ପେନକୁ ହରାଇ ପ୍ରଥମ ଦଳ ଭାବେ ସେମିରେ ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ବିଶ୍ଵକପ କ୍ଵାର୍ଟର ଫାଇନାଲ। ମଙ୍ଗଳବାର ପ୍ରଥମ କ୍ଵାର୍ଟର ମ୍ୟାଚରେ ଅଷ୍ଟ୍ରେଲିଆ ୪-୩  ଗୋଲରେ ସ୍ପେନକୁ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ...

ବିବାହ ପୂର୍ବରୁ ଓଡ଼ିଶା ଆସି ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଅନନ୍ତ ଅମ୍ବାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ପୂର୍ବରୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ଦିନ ଅନନ୍ତ ଅମ୍ବାନୀ ଭୁବନେଶ୍ୱର ବିମାନବନ୍ଦରରେ...

ଆଜିଠୁ ହକି ବିଶ୍ଵକପ କ୍ଵାର୍ଟର ଫାଇନାଲ, ମୁହାଁମୁହିଁ ହେବେ ୮ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଫଆଇଏଚ୍ ପରୁଷ ହକି ବିଶ୍ଵକପରେ ଶେଷ ହୋଇଛି କ୍ରସ୍ଓଭର ମୁକାବିଲା। ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି କ୍ଵାର୍ଟର ଫାଇନାଲ ଲଢ଼େଇ। ଏହି ପର୍ଯ୍ୟାୟ ବିଶ୍ଵକପରେ ୮ଟି ଦେଶର ସ୍ଥିତି ନିର୍ଦ୍ଧାରଣ କରିବ।...

ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ଚଳିତ ବର୍ଷ ଲାଗି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। କଳା ଏବଂ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ...

ସାଧାରଣତନ୍ତ୍ର ଦିବସ ସମାରୋହରେ ହେବ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ‘ବନ୍ଦେ ଭାରତମ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଆୟୋଜିତ ପ୍ୟାରେଡ ଭାରତର ସାମରିକ ସାମର୍ଥ୍ୟ ଏବଂ ସାଂସ୍କୃତିକ ବିବିଧତାର ମହିମା ବହନ କରେ। ୨୦୨୩ ସାଧାରଣତନ୍ତ୍ର ଦିବସ ସମାରୋହରେ ଏଥର ମଧ୍ୟ ନୂଆଦିଲ୍ଲୀ ରାଜପଥର...

ଫ୍ରାନ୍ସକୁ ହରାଇ ବିଶ୍ଵକପ କ୍ଵାର୍ଟରରେ ଜର୍ମାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି ହକି ବିଶ୍ଵକପ କ୍ରସ୍ଓଭର ମ୍ୟାଚ। ସୋମବାର ତୃତୀୟ କ୍ରସ୍ଓଭର ମୁକାବିଲାରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଏହି ବିଜୟ ବଳରେ ଜର୍ମାନୀ ବିଶ୍ଵକପ...

ଶିମିଳିପାଳ ଅଭୟାରଣ୍ୟରେ ପୁଣି ମିଳିଲା ଦନ୍ତାହାତୀର ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଗୋଟିଏ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ତାଳବନ୍ଧ ରେଞ୍ଜ ଆସାଡ଼ଲା ଗ୍ରାମରେ ହାତୀର ଗଳିତ ମୃତ ଦେହ ପଡ଼ିଥିବାବେଳେ ଦାନ୍ତ ନଥିବା ଦେଖିବାକୁ...

ଓଡ଼ିଶା ରାଜ୍ୟ ବିପର୍ଜୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ମିଳିବ ଜାତୀୟ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିପର୍ଜୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ରାଜ୍ୟ ବିପର୍ଜୟ ପରିଚାଳନା କର୍ତ୍ତୃପକ୍ଷ(ଓଏସଡିଏମଏ)କୁ ମିଳିବାକୁ ଯାଉଛି ଜାତୀୟ ସମ୍ମାନ। ୨୦୨୩ ପାଇଁ ଓଏସଡିଏମଏକୁ ମିଳିବ ସୁଭାଷ ଚନ୍ଦ୍ର ବୋଷ ବିପର୍ଜୟ...

ହରିପୁର ଜଙ୍ଗଲରେ ବନ୍ଦ ସୁଟକେସରୁ ମିଳିଲା ଶବ: ପତ୍ନୀଙ୍କ ସମେତ ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ନାଚୁଣୀ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଗୋଟିଏ ସୁଟକେସ ଭିତରୁ ରବିବାର ଦିନ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାରେ ସୋମବାର...

କ୍ରସଓଭରରେ ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ, ମଉଳିଲା ବିଶ୍ଵକପ ଆଶା

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ଵକପ ୨୦୨୩ ଦୌଡ଼ରୁ ବାହାର ହୋଇଛି ଭାରତୀୟ ହକି ଦଳ। ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚରେ ହାରିବା ଯୋଗୁଁ ଭାରତର ବିଶ୍ଵକପ ଯାତ୍ରା ଶେଷ ହୋଇଛି। ରବିବାର ଭୁବନେଶ୍ୱର...