ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ଜନ ଅସନ୍ତୋଷ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ଜନ ଅସନ୍ତୋଷ ବଢ଼ିବାକୁ ଲାଗିଛି। ମୃତ ସୁସ୍ମିତାଙ୍କ ପରିବାର, ଜିଲ୍ଲା ଆଦିବାସୀ ମଞ୍ଚ ଏବଂ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି...

ଶ୍ରୀମନ୍ଦିର ୪ ଦ୍ଵାର ଖୋଲିବା ଓ ରତ୍ନଭଣ୍ଡାର ମରାମତି ଦାବିରେ ପୁରୀରେ କଂଗ୍ରେସର ବିଶାଳ ସମାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରର ୪ ଦ୍ଵାର ଖୋଲିବା, ରତ୍ନଭଣ୍ଡାର ମରାମତି ଏବଂ ଶ୍ରୀଜଗନ୍ନାଥଙ୍କ ଜମି ହସ୍ତାନ୍ତର ଆଦି ଦାବି ନେଇ ସୋମବାର ଦିନ ପୁରୀରେ କଂଗ୍ରେସର ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ଆସନ୍ତା ୨୮...

ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଓମ୍ବାଡସି ସହାୟତାରେ ଲୋକଙ୍କ ଦୁଆର ମୁହଁରେ ପହଞ୍ଚୁଛି ପନୀୟ ଜଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କ ଦୁଆର ମୁହଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଓମ୍ବାଡସି ପାଣ୍ଠି ସହାୟତାରେ...

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ସେ ଶଯ୍ୟାଶାୟୀ ଥିଲେ।...

ଅପରାଜେୟ ନବୀନ ପଟ୍ଟନାୟକ

ଭାସ୍କର ପରିଚ୍ଛା କେବଳ ରାଜନୀତି ନୁହେଁ, ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସିଦ୍ଧି ହିଁ ନବୀନଙ୍କ ଏକମାତ୍ର ନୀତି। ସେବା, ବିକାଶ ଓ ସୁଶାସନ ଜରିଆରେ ସମଗ୍ର ଦେଶକୁ ନୂଆ ଦିଗ ଦେଖାଇଛନ୍ତି ବିଜେଡି ସୁପ୍ରିମୋ...

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି। ସୋମବାର ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ...

ଓଡ଼ିଶାରେ ୨୭୫୪ଟି ମହିଳା ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅକ୍ଟୋବର ୨୩ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ରହିଥିବା ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀ ପାଇଁ ଅନେକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ରହିଛି। କେବଳ ମହିଳାମାନେ ଏହି ପଦବୀ ପାଇଁ...

ଚିନ୍ତାମଣି ମହାରଣାଙ୍କ କଣ୍ଠରେ ଲୋକପ୍ରିୟ ଭକ୍ତି ସଙ୍ଗୀତ ‘ଜଗା ହାତେ ଅଛି ଭାଇ ଆମରି ପଘା…’

ଓଡ଼ିଶାଲାଇଭ୍ ବ୍ୟୁରୋ https://youtu.be/nZczECMatFA?si=B6H104zySTRmAQok ଓଡ଼ିଆ ଭଜନ ଜଗତରେ ଆଉ ଏକ ଲୋକପ୍ରିୟ ଭକ୍ତି ସଙ୍ଗୀତ ହେଉଛି ‘ଜଗା ହାତେ ଅଛି ଭାଇ ଆମରି ପଘା…’। ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ହେ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ଶିକ୍ଷାବର୍ଷ ଲାଗି ‘ସ୍ପଟ୍ ନାମଲେଖା’ ଅକ୍ଟୋବର ୧୬ରୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଅକ୍ଟୋବର ୧୬ରୁ ୩୧ ତାରିଖ ଯାଏଁ ଚାଲିବ। ଓଡ଼ିଶାର...

ଫୁଲବାଣୀ: ଭାରସାମ୍ୟ ହରାଇ ନାଳକୁ ଖସିଲା ମହାପ୍ରୟାଣ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ମୃତଦେହ ନେଇ ମହାପ୍ରୟାଣ ଗାଡ଼ି ବାଟାଗୁଡ଼ରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ବନ୍ଧଗଡ଼ ପଞ୍ଚାୟତର ତେଲିମୁଣ୍ଡା ଗାଁ ନିକଟରେ ନାଳ ଭିତରକୁ ଖସି...