ଲଗାଣ ବର୍ଷାରେ ୨୫ଶହ ହେକ୍ଟର ଜମି ଜଳମଗ୍ନ: ଫସଲ ନଷ୍ଟ ହେବା ଆଶଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ହେବା ଫଳରେ ଜିଲ୍ଲାରେ ୨୫ ଶହ ହେକ୍ଟର ଜମିରେ ବର୍ଷା ପାଣି ଜମି  ରହିଛି। ଜମିରେ ଚାଷ କରାଯାଇଥିବା ଧାନ ନଷ୍ଟ...

ରାୟଗଡ଼ାରେ ଧୁମ୍‌ଧାମ୍‌ରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ାସ୍ଥିତ ରେଲୱେ ଅଭିନନ୍ଦନ କମ୍ୟୁନିଟି ହଲ୍‌ଠାରେ ଏହି ମହାସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ଆଦିବାସୀ ସମ୍ପ୍ରଦାୟର ଲୋକେ...

ଲଗାଣ ବର୍ଷାରେ ବେହାଲ ରାୟଗଡ଼ା ଜିଲ୍ଲା – ବନ୍ୟା ପରିସ୍ଥିତି ସୃଷ୍ଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାଣ ବର୍ଷାରେ ବେହାଲ ରାୟଗଡ଼ା ଜିଲ୍ଲା। କ୍ରମାଗତ ତିନି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ରାୟଗଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ସମୂଦାୟ ୮ ଟି...

ରାୟଗଡ଼ାରେ ବର୍ଷା ଯୋଗୁଁ ସ୍ଥିତି ବେହାଲ: ଧୋଇଗଲା ଟ୍ରେନ୍ ଟ୍ରାକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ତ୍ତମାନ ସୁଦ୍ଧା ୩୧୭ ମିଳିଲିଟର ବର୍ଷା ରେକର୍ଡ କରାଯାଇଛି। ଅନେକ ସ୍ଥାନରେ ଛୋଟବଡ଼ ବ୍ରିଜ୍ ଧୋଇ ହୋଇଯାଇଥିବା ବେଳେ ରେଳପଥରେ...

ରାୟଗଡ଼ାରେ ନକଲି ଗୁଟ୍‌ଖା କାରଖାନା ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଳା ମୁନିଗୁଡ଼ା ନିକଟସ୍ଥ ଦୁଇଟି ଗ୍ରାମରୁ ଦୁଇଟି ନକଲି ଗୁଟ୍‌ଖା କାରଖାନା ଠାବ କରାଯାଇଛି। ରାୟଗଡ଼ା ଜିଲ୍ଲା ଏସପି ଶ୍ରବଣ ବିବେକ ଏମ୍‌ଙ୍କ ନିର୍ଦ୍ଦେଶକ୍ରମେ ମନିଗୁଡ଼ା ଥାନାର ଦୁଇଟି ଟିମ୍‍...

ପ୍ରବଳ ବର୍ଷା ଯୋଗୁଁ ଧୋଇଗଲା ରାୟଗଡ଼ା-ଟିଟିଲାଗଡ଼ ରେଲଓ୍ଵେ ଟ୍ରାକ

ଓଡ଼ିଶାଲାଇଭ ବ୍ୟୁରୋ ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇଛି ରାୟଗଡ଼ା। ବର୍ଷା ଯୋଗୁଁ ରାୟଗଡ଼ାରୁ ଟିଟିଲାଗଡ଼ ଯାତୟାତ ସେବା ବାଧାପ୍ରାପ୍ତ ହୋଇଛି। ଅମ୍ଵଡ଼ଳା ନିକଟରେ ଟ୍ରାକ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ...

ରାୟଗଡ଼ା – ନିମ୍ନମାନର ଖାଦ୍ୟ ଯୋଗୁଁ ହଷ୍ଟେଲ ଛାଡ଼ିଲେ ଛାତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ ହେଷ୍ଟେଲ ଛାଡ଼ିଛନ୍ତି ଛାତ୍ରୀ। ଏପରି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ତିନିଦିନ ହେବ ନଖାଇ...

ରାୟଗଡ଼ାରେ ରେଳ ଡିଭିଜନକୁ କାର୍ଯ୍ୟକାରୀ କରିବା ପାଇଁ ଯୁବ ବିକାଶ ପରିଷଦ ପକ୍ଷରୁ ସ୍ମାରକପତ୍ର

ଓଡ଼ିଶାଲାଇଭ ବ୍ୟୁରୋ ରେଳ ଡିଭିଜନ ସ୍ଥାପନ ନେଇ ଚାଲିଛି ଟଣାଓଟରା। ରେଳ ମନ୍ତ୍ରାଳୟର ନିଷ୍ପତ୍ତିକୁ ପରିବର୍ତ୍ତନ କିଛି ସମାଜସେବୀ ସଂଗଠନ ବ୍ରହ୍ମପୁରଠାରେ ଏକ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଦାବି କରୁଥିବା ବେଳେ ଆଜି...

ଭତ୍ତା ନ ମିଳିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଡଙ୍ଗରିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ରେ ଥିବା କାଡ୍ରାକା ବଣ୍ଡେଲି ଗ୍ରାମରେ ବସବାସ କରୁଛନ୍ତି ଡଙ୍ଗରିଆ ଜନଜାତି। ଏବେ ବି ଡଙ୍ଗରିଆ ଜନଜାତିଙ୍କ ପ୍ରତ୍ୟେକ ଗାଁକୁ ରାସ୍ତା ନାହିଁ, ବିଜୁଳି...

ଅକାମୀ ହୋଇପଡିଛି ଚେକ୍‌ ଡ୍ୟାମ, ଚିନ୍ତାରେ ଚାଷୀ 

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା ପିତାମହଲ ଗ୍ରାମପଞ୍ଚାୟତର ବିଷ୍ଣୁଗୁଡ଼ା ବାଲୁଜୋଡ଼ି ନଦୀ ଉପର ମୁଣ୍ଡରେ ରହିଥିବା ଏକ ଚେକ୍‌ ଡ୍ୟାମ ଏବେ ଅକାମୀ ହୋଇପଡ଼ିଛି। ଗତ ୨୦୦୯ ମସିହାରେ ଏହି ଚେକ୍ ଡ୍ୟାମ୍ ନିର୍ମାଣ...