ଅବ୍ୟବସ୍ଥା ଘେରରେ ରାୟଗଡ଼ା ଜିଲ୍ଲା ପାଠାଗାର, ମାସ ମାସ ଧରି ବସ୍ତାରେ ପଡ଼ିରହିଛି ଅନେକ ଦରକାରୀ ବହି

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ପାଠାଗାରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପାଠାଗାରରେ ବହି ରଖିବା ପାଇଁ ଜାଗା ନଥିବାରୁ ବହିଗୁଡ଼ିକୁ ମାସ ମାସ ଧରି ବସ୍ତାରେ ରଖାଯାଇଛି। ସେହିପରି...

ଟ୍ୟାଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା – ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଟ୍ୟାଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା ନେଇ ଉତ୍ତେଜିତ ହୋଇଥିଲେ ସ୍ଥାନୀୟ ଲୋକେ। ମଙ୍ଗଳବାର ଉତ୍ତ୍ୟକ୍ତମାନେ ରାୟଗଡ଼ା-ବିଷମକଟକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।...

ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ କିରାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବରିଷ୍ଠ ରାଜସ୍ୱ ସହକାରୀ ତଥା ଭାରପ୍ରାପ୍ତ ପଞ୍ଚାୟତ ସମିତି ଉନ୍ନୟନ ବିଭାଗର କିରାଣୀ। ଲାଞ୍ଚ ନେଉଥିବା ସମୟରେ ତାଙ୍କୁ...

ରାଜ୍ୟରେ ପ୍ରଥମଥର ସମଲିଙ୍ଗୀଙ୍କୁ ମିଳିଲା ପରିଚୟପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାଜ୍ୟରେ ପ୍ରଥମଥର ପାଇଁ ସମଲିଙ୍ଗୀ ବ୍ୟକ୍ତିଙ୍କୁ ମିଳିଲା ପରିଚୟ ପତ୍ର। ରାୟଗଡ଼ା ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ତିନିଜଣ ସମଲିଙ୍ଗୀ ବ୍ୟକ୍ତିଙ୍କୁ ପରିଚୟପତ୍ର...

ରାୟଗଡ଼ା: ପଶୁ ଶିକାର ବେଳେ ହତ୍ୟା ଘଟଣା, ୧୮ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପଶୁ ଶିକାର ବେଳେ ଶିକାରୀଙ୍କ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଅଣ୍ଡିରାକଞ୍ଚ୍ ପୋଲିସ ଗତକାଲି ଏହି ଘଟଣାରେ ସମ୍ପୃକ୍ତ...

ରାୟଗଡ଼ା ସୀମାନ୍ତରେ ମାତିଛନ୍ତି ବାଲି ମାଫିଆ – ଚାଲିଛି ବେଆଇନ ବାଲି ଚାଲାଣ, ପ୍ରଶାସନ ଚୁପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ା ସୀମାନ୍ତରେ ସକ୍ରିୟ ବାଲି ମାଫିଆ ରାତି ଅଧିଆ ଆନ୍ଧ୍ରକୁ ଚାଲିଛି ବେଲଗାମ ବାଲି ଚାଲାଣ ବେଆଇନ ବାଲି ଚାଲାଣ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅଭିଯୋଗକୁ ପ୍ରଶାସନର ଖଣ୍ଡନ (ରାୟଗଡ଼ାରୁ...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା – ନ୍ୟାୟ ପାଇଁ ଏସ୍‍ପିଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। କିନ୍ତୁ ବିବାହ କରିବାକୁ ଜିଦ୍ କରିବାରୁ ପ୍ରତାରଣା କଲେ ପ୍ରେମିକ। ଏଭଳି ଏକ...

ରାୟଗଡ଼ା: କରୋନାରୁ ସୁସ୍ଥ ହୋଇଥିବା ୪ ବ୍ୟକ୍ତି କଲେ ପ୍ଲାଜ୍‌ମା ଦାନ, କୃତଜ୍ଞତା ଜଣାଇଲା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ କରୋନା ମହାମାରୀକୁ ହରାଇ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣ ବଦାନ୍ୟ ବ୍ୟକ୍ତି ପ୍ଲାଜ୍‌ମା ଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ...

ରାୟଗଡ଼ା: ଦୂଷିତ ପାଣି ପିଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଲେଣି ୧୨ ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନଳକୂପରୁ ବାହାରୁଛି ଦୂଷିତ ଜଳ। ଏହି ଜଳକୁ ପିଇ ୧୨ ଜଣ ବ୍ୟକ୍ତି କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ହୋଇଥିବା ବେଳେ ୪ ଜଣ ପ୍ରଣ...

ରାୟଗଡ଼ା: ପୁଣି ଓଲଟିଲା ଶ୍ରମିକଙ୍କୁ ନେଇଯାଉଥିବା ବସ୍, ୧୨ ଗୁରୁତର ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୁଣି ଓଲଟିଲା ଶ୍ରମିକଙ୍କୁ ନେଇଯାଉଥିବା ବସ୍। ରାୟଗଡ଼ା ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ଟି ଓଲଟି ପଡ଼ିଛି। ଏଥିରେ ୧୨ ଜଣ ଶ୍ରମିକ...