ରାୟଗଡ଼ା ଛାତ୍ରଛାତ୍ରୀଙ୍କ କମାଲ : ତିଆରି କଲେ ଇ-ବାଇକ ଏବଂ ସୌରଚାଳିତ ଅଟୋ ରିକ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସଦର ମହକୁମାସ୍ଥିତ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜର ଜ୍ଞାନ କୌଶଳରେ ତିଆରି କରିଛନ୍ତି ଇ-ବାଇକ ଏବଂ ସୌରଚାଳିତ ଅଟୋ ରିକ୍ସା।...

ଆସୁଛି ବାତ୍ୟା, ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହେବାପରେ ଆଉ କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହୋଇ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୭...

ସଂପ୍ରସାରିତ ହେଲା ଉତ୍କଳ ଆଲୁମିନା କାରଖାନା – ଉତ୍ପାଦନ କ୍ଷମତା ୧.୫ ନିୟୁତ ମେଟ୍ରିକ ଟନ୍‌ରୁ ୨ ନିୟୁତ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂପ୍ରସାରିତ ହେଲା ଉତ୍କଳ ଆଲୁମିନା କାରଖାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଅର୍ଥନୀତି ଟ୍ରାକକୁ ଫେରୁଛି - ମୁଖ୍ୟମନ୍ତ୍ରୀ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଦୋରାଗୁଡ଼ାଠାରେ ଥିବା...

ରାୟଗଡ଼ାର ଦୁଇ ଭଉଣୀ ଲେଲୁ ଓ ଅନୀତାଙ୍କ ପାଠ ପଢ଼ାରେ ବାଧକ ସାଜିଛି ଅର୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ଗରିବ ଆଦିବାସୀ ସମ୍ପ୍ରଦାୟର ପିଲାମାନଙ୍କ ପାଠ ପଢ଼ିବା ପାଇଁ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ବହୁ ସମୟରେ ଏହି ଯୋଜନା ସେମାନଙ୍କ ପାଖରେ...

ଘା’ ଯନ୍ତ୍ରଣାରେ୪ ମାସ ହେଲା ୧୭ ବର୍ଷୀୟ ଯୁବକ – ଚିକିତ୍ସା ବଦଳରେ ଚାଲିଛି ଝଡ଼ାଫୁଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଧୁନିକତା ଆଡ଼କୁ ସମାଜ ଅଗ୍ରଗତି କରିଥିଲେ ମଧ୍ୟ ଆଜିବି କେଉଁଠି ନା କେଉଁଠି ଅନ୍ଧିବଶ୍ୱାସ ଲୋକଙ୍କ ମନରେ ଘର କରି ରହିଛି। ଯାହାର ଏକ ଉଦାହରଣ...

ଟ୍ରି ମ୍ୟାନ ଗୋପୀନାଥ – ୨୦ ବର୍ଷରେ ଲଗାଇଲେଣି ୧୦ ହଜାର ଗଛ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର ଗୋପୀନାଥ ଚୌଧୁରୀ। ଦୀର୍ଘ ୨୦ ବର୍ଷ ହେଲା ସେ ଗଛ ଲଗାଉଛନ୍ତି। ଏ ପର୍ଯ୍ୟନ୍ତ ସେ ୧୦ ହଜାରରୁ ଅଧିକ ଗଛ ଲଗାଇ...

ହୀରାଖଣ୍ଡ ଟ୍ରେନରେ ଗଲେ, ସାଧାରଣ ଲୋକଙ୍କ ସହ କଥା ହେଲେ – କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ହୀରାଖଣ୍ଡ ଏକ୍ସପ୍ରେସରେ ଭୁବନେଶ୍ଵରରୁ-ରାୟଗଡ଼ା ଯାତ୍ରା ଟ୍ରେନ ଯାତ୍ରୀଙ୍କଠାରୁ ମତାମତ ନେଲେ ମନ୍ତ୍ରୀ ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ରେ...

ପୈତୃକ ସମ୍ପତ୍ତି ହାତେଇବା ପାଇଁ ନିଜ ଘରେ କଳାକନା ବୁଲାଇଲା ପୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୈତୃକ ସମ୍ପତ୍ତି ହାତେଇବା ପାଇଁ ନିଜ ଘରେ କଳାକନା ବୁଲାଇଛି ପୁଅ। ଏମିତି ଏକ ଘଟଣା ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ରାତି ଅଧରେ ଘରେ...

ଦୀର୍ଘ ୨୦ ଦିନ ଭେଣ୍ଟିଲେଟରରେ ରହି କରୋନାକୁ ହରେଇଲେ ୨୦ବର୍ଷର ଯୁବକ ପ୍ରତୀକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ଘାତକ କିନ୍ତୁ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ। ଏ କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ବର୍ଷର ଯୁବକ ପ୍ରତୀକ୍ଷ କାଦାମ୍ବାଲୁ। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର...

ନିୟମଗିରିରେ ବଢୁଛି କରୋନା ସଂକ୍ରମଣ – ଟିକା ନେବାକୁ ଅମଙ୍ଗ ଡଙ୍ଗରିଆ ଆଦିବାସୀ, ମାନୁ ନାହାନ୍ତି ସଙ୍ଗରୋଧ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ ତଳେ ରହୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଜିଲ୍ଲା...