ହୀରାକୁଦରେ ଖୋଲିଲା ୨୦ ଗେଟ୍‌

ଓଡ଼ିଶାଲାଇଭ ବ୍ୟୁରୋ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ଜଳସ୍ଥର ୬୨୫.୬୫ ଫୁଟ ରହିଥିଲା। ଏହାସହ ଡ୍ୟାମକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୯...

ବିମାନ ପାଇଲଟ ହେଲେ ମାଲକାନଗିରିର ଝିଅ ଅନୁପ୍ରିୟା ଲାକ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରିର ଝିଅ ହେଲେ ବିମାନ ପାଇଲଟ୍। ୭ ବର୍ଷର କଠିନ ତାଲିମ୍‌ ପରେ ମାଲକାନଗିରିର ଝିଅ ଅନୁପ୍ରିୟା ତାଙ୍କ ଜିଲ୍ଲାର ପ୍ରଥମ ମହିଳା ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି। ଓଡ଼ିଶା ପୋଲିସରେ...

କି ସୁନ୍ଦର! ଟ୍ରକ ମାଲିକ ଗଣିଲେ ୮୬ ହଜାର ୫୦୦ଟଙ୍କା ଫାଇନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟ୍ରାଫିକ ନିୟମ ଉଲଙ୍ଘନ କରି ଜଣେ ଟ୍ରକ ମାଲିକ ବଡ଼ ଅଙ୍କା ତଣ୍ଡ ଗଣିଛନ୍ତି। ଶୁକ୍ରବାର ସମ୍ବଲପୁରରେ ଏକ ମାଲ ବୋଝେଇ ଟ୍ରକକୁ ଟ୍ରାଫିକ ନିୟମ ଭାଙ୍ଗିବା ନେଇ ୮୬ ହଜାର...

ପଶ୍ଚିମ ଓଡ଼ିଶାରେ ଧୁମଧାମରେ ପାଳିତ ହେଲା ନୂଆଁଖାଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆ ବସ୍ତ୍ର ପରିଧାନ କରି ଏବଂ ନୂଆ ଶସ୍ୟରେ ତିଆରି ହୋଇଥିବା ଖିରି, ପିଠାରେ ପୁରପଲ୍ଲୀ ମହମହ ହୋଇ ବାସୁଛି। ବାହାରେ ଥିବା ପରିବାର ସଦସ୍ୟ ଏହି ଗଣପର୍ବରେ ଘରକୁ ଫେରି...

“ରସରକେଲି” ନୃତ୍ୟରେ ପାରମ୍ପରିକ ବେଶଭୂଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=QshhOCnHLH4] ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକପ୍ରିୟ ଲୋକନୃତ୍ୟ ମଧ୍ୟରୁ ଗୋଟିଏ ହେଲା 'ରସରକେଲି'।  କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି ଏହି ସାଂସ୍କୃତିକ ଲୋକନୃତ୍ୟର ମାନ୍ୟତା ବହୁ ପରିମାଣରେ ରହିଛି।...

ନୂଆଁଖାଇରେ ‘ଡାଲଖାଇ’ ତାଳେ ତାଳେ ଝୁମିଲେ ପଶ୍ଚିମ ଓଡ଼ିଶାବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=FEFBn95G3LU] ପଶ୍ଚିମ ଓଡ଼ିଶାର ଜଣାଶୁଣା ଲୋକନୃତ୍ୟ ଡ଼ାଲଖାଇ। ଡ଼ାଲଖାଇ ଗୀତର ତାଳେ ତାଳେ ଲୋକମାନେ ଝୁମି ଉଠିଥାନ୍ତି। ବିଶେଷ କରି ଗଣପର୍ବ ନୂଆଁଖାଇରେ ଏହି ନୃତ୍ୟରେ ସମସ୍ତେ ନାଚିଥାନ୍ତି। ଏହି ଲୋକନୃତ୍ୟ...

ନୂଆଁଖାଇରେ ‘ରଙ୍ଗବତୀ’ର ଧୂନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=dehVDCK6WTU] ‘‘ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା’’ ଓଡ଼ିଶାର ଏହି ଲୋକପ୍ରିୟ ସମ୍ବଲପୁରୀ ଗୀତ ଏବେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି। ବିଶ୍ୱସ୍ତରରେ ଏହି ଗୀତ ଏବେ...

ଆଜି ନୂଆଁଖାଇ – ଇଷ୍ଟ ଦେବୀଙ୍କ ପାଖରେ ଲାଗି ହେଲା ନବାନ୍ନ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏନେଇ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ଏଥିପାଇଁ ଆଜି ସମ୍ଵଲପୁରର ମା’ ସମଲେଶ୍ଵରୀଙ୍କ ପାଖରେ ୧୦ଟା ୧୫ ମିନିଟରେ ନବାନ୍ନ ଲାଗି ହୋଇଛି। ତେଣେ...

ରାତି ପାହିଲେ ନୂଆଁଖାଇ, ସମଲେଶ୍ୱରୀ ମନ୍ଦିରରେ ଲାଗି ହେବ ନବାନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପ୍ରସିଦ୍ଧ ଗଣପର୍ବରେ ମା’ ସମଲେଶ୍ଵରୀଙ୍କ ପାଖରେ ଲାଗି ହେବ ନବାନ୍ନ। ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୁସାରେ ସକାଳ ୧୦ଟା ୫ରୁ ୧୦ଟା ୨୦...

ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ମାତ୍ର  ତିନି ଦିନର ଅପେକ୍ଷା। ପାଳିତ ହେବ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଏଥିଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କୁ ନୂଆ ଚାଉଳ ଭୋଗ...