ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ କରିବା ପଡ଼ିଲା ମହଙ୍ଗା, ଫସିଲେ ଓଡ଼ିଆ ଅଭିନେତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହୀରାକୁଦର ନିଷିଦ୍ଧାଞ୍ଚଳରେ ଫଟୋ ଓ ଭିଡିଓ ଉଠାଇ ଫସିଲେ ଅଭିନେତ୍ରୀଙ୍କ ସମେତ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ। ନିଷିଦ୍ଧାଞ୍ଚଳରେ ସେମାନେ ନାଚ, ଗୀତ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ସମ୍ବଲପୁରରେ ଟ୍ରକ୍‌-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ଯୁଜୁମୁରା ଜାତୀୟ ରାଜପଥ-୫୫ରେ ଶନିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଲୁହାପଥର ବୋଝେଇ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି ଟ୍ୟାଙ୍କର। ଦୁର୍ଘଟଣାପରେ ଘଟଣାସ୍ଥଳରେ ହିଁ ଗାଡ଼ିରେ...

ସମ୍ବଲପୁର ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ୪ ଗିରଫ, ୨ ଫେରାର

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଡେଙ୍ଗସରଗି ଅଞ୍ଚଳର ବିବାହିତା ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆଉ ୨ ନାବାଳକ ସମ୍ପୃକ୍ତ ଥିବା...

ଏତଲା ରଖିବାକୁ ପୋଲିସର ବିଳମ୍ଵ, ଥାନାରେ ନିଶା ବଟିକା ଖାଇଲେ ଯୁବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏତଲା ଗ୍ରହଣ କରିବାକୁ ପୋଲିସ ବିଳମ୍ଵ କରିବାରୁ ଥାନାରେ ଜଣେ ଯୁବତୀ ନିଶା ବଟିକା ଖାଇ ଦେଇଛନ୍ତି। ଏକାଥରକେ ୫ଟା ବଟିକା ଖାଇ ଦେବାରୁ ଯୁବତୀ ଜଣକ ଗୁରୁତର ହୋଇ ପଡ଼ିଥିଲେ।...

୨୦୨୦ ସେପ୍ଟେଟେମ୍ବର ସୁଦ୍ଧା ଶେଷ ହେବ ସମ୍ବଲପୁର ଫ୍ଲାଏଓଭର କାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ସହରର ଚର୍ଚ୍ଚ କଲୋନି ଓ ନେଲସନ ମଣ୍ଡେଲା ଛକକୁ ଯୋଡୁଥିବା ଫ୍ଲାଏଓଭର କାର୍ଯ୍ୟ ଆସନ୍ତା ବର୍ଷ ସେପଟେମ୍ବର ସୁଦ୍ଧା ଶେଷ ହେବ। ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଏହା କହିଛନ୍ତି।...

ଆଜିଠାରୁ ମଣ୍ଡିରେ ଚାଲିବ ଧାନକିଣା, ଟୋକନ୍ ନଥିଲେ ବି ଧାନ ବିକ୍ରି କରିପାରିବେ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିନା ଟୋକନ୍‌ରେ ଧାନ ବିକିବେ ଚାଷୀ। ଟୋକନ୍ ନଥିଲେ ବି ଚାଷୀମାନେ ନିଜର ଧାନ ବିକ୍ରି କରିପାରିବେ। ଗୁରୁବାର ପଶ୍ଚିମ ଓଡ଼ିଶା ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ଧାନକିଣା ସ୍ୱାଭାବିକ...

ସମ୍ବଲପୁର: ରାଜରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ, ଆଲୋଚନା ପାଇଁ ପହଞ୍ଚିଲେ ବିଧାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁରରେ ଧାନକିଣାରେ ଅନଲାଇନ୍‌ ଟୋକାନ ବ୍ୟବସ୍ଥା ଉଚ୍ଛେଦ ଜିଦରେ ଅଟଳ ଚାଷୀ ସଙ୍ଗଠନ। ଏହି ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ୩ ଦିନ ହେଲା ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଆନ୍ଦୋଳନ ଲାଗି ରହିଛି।  ହେଲେ...

ବିଧାୟକଙ୍କ ଘର ଆଗରେ ଧାନ ରଖି ଧାରଣା ଦେଲେ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଖରିଫ୍‌ ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କଲେ ଚାଷୀ। ଧାନ କିଣିବା ପାଇଁ ହୋଇଥିବା ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଉତ୍ତ୍ୟକ୍ତ ଚାଷୀ ସମ୍ବଲପୁରର...

ବନ୍ଦ ଘରୁ ଶବ ଜବତ ଘଟଣାର ପର୍ଦ୍ଦାଫାସ୍‌ – ବନ୍ଧା ହେଲେ ମହିଳାଙ୍କ ସ୍ଵାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ଵଲପୁର ମୁଦୀପଡାରେ ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରୁ ପର୍ଦ୍ଦା ହଟାଇଲା ପୋଲିସ। ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ଵାମୀକୁ ଗିରଫ କରିଛି ପୋଲିସ। ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା...

ସମ୍ବଲପୁର – ଭଡ଼ାଘରୁ ମଳିଲା ମହିଳାଙ୍କ ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ମୁଦୀପଡା ପାଣିଟାଙ୍କି ପଡ଼ାର ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଭଡାଘରେ ବାହାର ପଟୁ ତାଲା ଝୁଲୁଥିବା ବେଳେ ଗତ ୨ଦିନ ଧରି ଦୁର୍ଗନ୍ଧ...