ଝଗଡ଼ାରେ ମଧ୍ୟସ୍ଥି କରିବା ହେଲା କାଳ, ପେଟ୍ରୋଲ ଢାଳି ଏନ୍‌ଏସି କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇଜଣଙ୍କ ଝଗଡ଼ାରେ ମଧ୍ୟସ୍ଥି କରିବା ହେଲା କାଳ। ମାରପିଟ୍‌ ଅଟକାଇବାକୁ ଯାଇ ହେଲେ ଆକ୍ରମଣର ଶିକାର। ଏଭଳି ଘଟଣା ଘଟିଛି ସମ୍ଵଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ। ଆକ୍ରମଣର ଶିକାର ହୋଇଥିବା ଯୁବକ...

ସମ୍ବଲପୁରରେ ଖୋଲିଲା ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟର ପ୍ରଥମ ଷ୍ଟୋର୍

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ଖୋଲିଲା ରିଲାଏନ୍ସ ଗ୍ରୋସରି ସୁପରମାର୍କେଟର ପ୍ରଥମ ଷ୍ଟୋର। ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡ୍‌ରେ ନିକଟସ୍ଥ ବାଲାଜୀ ଡେଭେଲପରରେ ରିଲାଏନ୍ସ ତା’ର ପ୍ରଥମ ଷ୍ଟୋର ଖୋଲିଛି। ଗୋଟିଏ ଛାତ ତଳେ ଗ୍ରୋସରି,...

ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ୧୨ ଜଣ ରୋଗୀଙ୍କ ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଚାଲିଛି ଅନ୍ୟ ରୋଗୀଙ୍କ ଚିକିତ୍ସା। ବୁର୍ଲା ବଡ଼ ଡାକ୍ତରଖାନା ଭିମ୍‌ସାରରେ ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର କରିବା ପରେ ଅନ୍ୟ ୧୨ ଜଣ ରୋଗୀଙ୍କ ଚିକିତ୍ସା...

ଦୀପାବଳିରେ ଜଳିଗଲା ୧୦୦ଟି ଦୋକାନ

ଓଡ଼ିଶାଲାଇଭ ବ୍ୟୁରୋ ଦୀପାବଳିରେ ଅଗ୍ନିକାଣ୍ଡ ଘଟି ଜଳି ପାଉଁଶ ହୋଇଗଲା ୧୦୦ରୁ ଅଧିକ ଦୋକାନ ଘର। ଏହି ଅଘଟଣ ଘଟିଛି ସମ୍ବଲପୁର ଗୋଲବଜାରସ୍ଥିତ ପରିବା ମାର୍କେଟରେ। ରବିବାର ରାତି ପ୍ରାୟ ୨ଟା ବେଳେ ଏହି...

ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨୫ ଯାଏଁ ୱାର୍ଣ୍ଣିଂ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ...

ରୋଗୀ ସମ୍ପର୍କୀୟଙ୍କୁ ମାଡ଼ ମାରି ଫସିଲେ ଭିମ୍‌ସାର୍‌ ଡାକ୍ତର, ଥାନାରେ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଡାକ୍ତରଙ୍କ ଦାଦାଗିରିକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି ବୁର୍ଲା ମେଡିକାଲ କଲେଜ। ଜଣେ ରୋଗୀ ସମ୍ପର୍କୀୟଙ୍କୁ ମାଡ଼ ମାରି ଫସିଛନ୍ତି ଡାକ୍ତର। ଏନେଇ ଡାକ୍ତରଙ୍କ ନାଁରେ ଥାନାରେ ମାମଲା ରୁଜୁ...

ରୋଗୀ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଘଟଣା, ଭୀମସାର ଡାକ୍ତରଙ୍କ ନାଁରେ ମାମଲା

ଓଡ଼ିଶାଲାଇଭ ବ୍ୟୁରୋ ସମ୍ଵଲପୁର ବୁର୍ଲା ଭୀମସାର ମେଡିକାଲ ଡାକ୍ତରଙ୍କ ନାଁରେ ମାମଲା। ଭୀମସାର ମେଡିକାଲରେ ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ମାଡ଼ ଖାଇଥିବା ଯୁବକ...

ସୈନିକ ସ୍କୁଲରେ ନାମଲେଖା ପାଇଁ ଅକ୍ଟୋବର ୩୧ ଯାଏଁ କରିପାରିବେ ଅନ୍‌ଲାଇନ ପଞ୍ଜିକରଣ

ଓଡ଼ିଶାଲାଇଭ ବ୍ୟୁରୋ ସୈନିକ ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷରେ ନାମ ଲେଖାଇବା ପାଇଁ ଅନଲାଇନ ପଞ୍ଜିକରଣର ଶେଷ ତାରିଖକୁ ଘୁଞ୍ଚାଯାଇଛି। ଅକ୍ଟୋବର ୩୧ ତାରିଖ ଯାଏଁ ପଞ୍ଜିକରଣ କରିପାରିବେ। ଭୁବନେଶ୍ଵର ଓ ସମ୍ଵଲପୁରରେ ଥିବା ସୈନିକ...

ସମ୍ବଲପୁର: ଗାଧୋଇଲା ବେଳେ ଭାସିଗଲେ ୬ ଯୁବତୀ, ଜଣେ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣ। ମହାନଦୀର ସଡ଼କଘାଟରେ ଗାଧୋଉଥିବା ବେଳେ ୬ ଜଣ ଯୁବତୀ ପାଣି ସୁଅରେ ଭାସି ଯାଇଛନ୍ତି। ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ...

ପଶ୍ଚିମ ଓଡ଼ିଶା ପର୍ଯ୍ୟଟନ ଆକର୍ଷଣର ପ୍ରଚାର ପ୍ରସାର ପାଇଁ ଓଡ଼ିଶାଲାଇଭ୍‌ ସହ ଏଚ୍‌ଆର୍‌ଏଏସ୍‌ର ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଏଚ୍‌ଆର୍‌ଏସ୍‌ର ପଦକ୍ଷେପ। ସମ୍ବଲପୁର ଏବଂ ଏହାର ଆଖପାଖ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ଭରପୂର ସମ୍ଭାର ରହିଛି। ହେଲେ ଏଠାକାର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର...