ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ଓଡ଼ିଶାଲାଇଭ୍ ବ୍ୟୁରୋ   ଝାରସୁଗୁଡ଼ା ବିଧାନସଭା ପାଇଁ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ସେ ଶନିବାର ଦିନ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ଭରିଛନ୍ତି। ଏହି ପ୍ରାର୍ଥୀପତ୍ର...

ଝାରସୁଗୁଡ଼ା ଉପନିର୍ବାଚନ: ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ସୋମବାର ଦିନ ତରୁଣଙ୍କ ନାଁ ବିଧିବଦ୍ଧ ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ...

ଝାରସୁଗୁଡ଼ା ଉପନିର୍ବାଚନ – ବିଜେଡିରୁ ପ୍ରାର୍ଥୀ ଦୀପାଳି, ବିଜେପି ଓ କଂଗ୍ରେସର ଗଣିତ ଛିଡୁନି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ବିଜେଡି ଗୋଟିଏ ପାଦ ଆଗୁଆ ଥିବା ବେଳେ ବିଜେପି ଓ କଂଗ୍ରେସ ପଛରେ। ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି।...

ଝାରସୁଗୁଡ଼ା ଉପନିର୍ବାଚନ: କେଉଁ ବ୍ଲକ ଜଗିବେ ବିଜେଡିର କେଉଁ ନେତା?

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାସଭା ଉପନିର୍ବାଚନ ପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୂର୍ବରୁ ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ଵ ମିଳିଥିବାବେଳେ ଶୁକ୍ରବାର ଦିନ ବ୍ଲକ ଏବଂ...

ଝାରସୁଗୁଡ଼ା ଉପନିର୍ବାଚନ: ୩ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଦଳ ପକ୍ଷରୁ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରାଯିବା ପରେ ମଙ୍ଗଳବାର ଦିନ ତିନି ଜଣ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ...

ବାପା ଥିଲେ ଆଜି ବହୁତ ଖୁସି ହେଇଥାନ୍ତେ – ଦୀପାଳି ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=te1W4y-CG84] “ଆଜି ମୋ ପାଇଁ ଏବଂ ଆମ ପରିବାର ଲାଗି ବହୁତ ବଡ଼ ଦିନ। ବାପା ଚାହୁଁଥିଲେ ମୁଁ ରାଜନୀତିକୁ ଆସେ ବୋଲି, ଆଜି ତାଙ୍କ ସ୍ଵପ୍ନ ପୂରଣ ହେଲା। କିନ୍ତୁ...

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ: ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜୁ ଜନତା ଦଳ (ବିଜେଡି)। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦୀପାଳି ଦାସ ହେଉଛନ୍ତି...

ମେ’ ୧୦ରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ। ଏ ନେଇ ବୁଧବାର ଦିନ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ...

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳଙ୍କୁ ନିମହାନ୍ସ ନେବା ଲାଗି ହୋଇଥିବା କ୍ରାଇବ୍ରାଞ୍ଚର ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ବେଙ୍ଗାଳୁରୁ ନେବାକୁ ଆବେଦନ କରାଯାଇଥିଲା। କିନ୍ତୁ କ୍ରାଇବ୍ରାଞ୍ଚର ଏହି ଆବେଦନକୁ ଶୁକ୍ରବାର...

ସରିଲା ରିମାଣ୍ଡ ଅବଧି, ଜେଲ୍ ଗଲେ ଅଭିଯୁକ୍ତ ଗୋପାଳ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲ ଗଲେ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ। ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର ଦିନ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ ଝାରସୁଗୁଡ଼ା...