ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳଙ୍କୁ ନିମହାନ୍ସ ନେବା ଲାଗି ହୋଇଥିବା କ୍ରାଇବ୍ରାଞ୍ଚର ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ବେଙ୍ଗାଳୁରୁ ନେବାକୁ ଆବେଦନ କରାଯାଇଥିଲା। କିନ୍ତୁ କ୍ରାଇବ୍ରାଞ୍ଚର ଏହି ଆବେଦନକୁ ଶୁକ୍ରବାର...

ସରିଲା ରିମାଣ୍ଡ ଅବଧି, ଜେଲ୍ ଗଲେ ଅଭିଯୁକ୍ତ ଗୋପାଳ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲ ଗଲେ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ। ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର ଦିନ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ ଝାରସୁଗୁଡ଼ା...

ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଜି ୧୨ ଦିନ। ଗୁରୁବାର ଦିନ ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡ଼ିଆଠାରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ଦ୍ୱାଦଶାହ କାର୍ଯ୍ୟରେ...

କାହା ରାସ୍ତାରେ କଣ୍ଟା ଥିଲେ ନବ କିଶୋର ଦାସ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପୋଲିସ୍‌ ଏଏସଆଇଙ୍କ ଗୁଳିମାଡ଼ରେ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ରାଜନୀତି କରିଡ଼ରରେ ସୃଷ୍ଟି କଲା ଅନେକ ପ୍ରଶ୍ନ। ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା, ବରିଷ୍ଠ ରାଜନେତା ତଥା ମନ୍ତ୍ରୀ ନବ...

ପଞ୍ଚଭୂତରେ ଲୀନ ହେଲେ ନବ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚଭୂତରେ ଲୀନ ହେଲେ ନବ ଦାସ। ଝାରସୁଗୁଡ଼ା ଜିଲ୍ଲା ଖେରୁଆଲ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁଅ ବିଶାଳ ଦାସ...

ବ୍ରଜରାଜନଗରରେ ଉଡ଼ିଲା ବିଜେଡିର ବିଜୟ ଧ୍ଵଜା, ଦ୍ଵିତୀୟରେ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରଜରାଜନଗରରେ ପୁଣି ଜନତାଙ୍କ ଭରସା ଜିତିବାରେ ସଫଳ ହୋଇଛି ବିଜେଡି। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। କଂଗ୍ରେସ ଏଠାରେ ଦ୍ଵିତୀୟ...

ବ୍ରଜରାଜନଗରରେ ବାଜି ମାରିଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବଜରାଜନଗରରେ ବିଜେଡି ବାଜି ମାରିଲା। ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି। ଅଳକା ମହାନ୍ତିଙ୍କୁ ୯୩,୭୯୦...

ଚାଲିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି: ଆଗରେ ରହିଛି ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଶୁକ୍ରବାର ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇଛି। ଝାରୁସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ଚାଲିଛି ଗଣତି। ଭୋଟ୍ ଗଣତି...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ସନ୍ଧ୍ୟା ୬ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ମଧ୍ୟରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ କରିଛନ୍ତି ଭୋଟର। ସନ୍ଧ୍ୟା ୬ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି। ସୁରକ୍ଷା ପାଇଁ ବୁଥଗୁଡ଼ିକରେ ୧୦୦୦ ପୋଲିସ ଫୋର୍ସ...

କମ୍ପୁଛି ବ୍ରଜରାଜନଗର: ପ୍ରଚାର ମଇଦାନରେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ନିଜ ନିଜ ଦଳର ହେଭିଓ୍ଵେଟ। ବିଜେପି ପାଇଁ ପ୍ରଚାର କରିବାକୁ ମଙ୍ଗଳବାର...