ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ଅଳକା, ରାଧାରାଣୀ ଏବଂ କିଶୋର

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ବୁଧବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀମାନେ ବିଶାଳ ଶୋଭାଯାତ୍ରାରେ ବାହାରି ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: କିଶୋର ପଟେଲ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ଏବଂ ବିଜେଡି ପରେ କଂଗ୍ରେସ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଛି। ଏହି ଆସନ ପାଇଁ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ନାଁ ସୋମବାର ଘୋଷଣା କରିଛି...

ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ବିଜେପି)। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାଁରେ ମୋହାର ମାରିଛି। ବ୍ରଜରାଜନଗର...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ବିଜେଡିରୁ ପ୍ରାର୍ଥୀ ହେଲେ ଅଳକା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁକଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସୋମବାର ନବୀନ ନିବାସରେ ବିଧିବଦ୍ଧ ଭାବେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ...

ଶିଳ୍ପ ପାଇଁ ଜଙ୍ଗଲ ଜମି ହସ୍ତାନ୍ତର ମାମଲା – ଜୈବ ବିବିଧତା ନଷ୍ଟ କରି ଶିଳ୍ପ ପ୍ରତିଷ୍ଠା ଅଗ୍ରହଣୀୟ...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ୱ ବୃଦ୍ଧି ଲାଗି ଶିଳ୍ପର ଆବଶ୍ୟକତା ରହିଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜୀବନ ପ୍ରତିବଦଳରେ, ଜୈବ ବିବିଧତାକୁ ନଷ୍ଟ କରି ଶିଳ୍ପ ପ୍ରତିଷ୍ଠା କରାଯିବ। ଶିଳ୍ପାୟନ ଏବଂ ଜୈବ...

ଝାରସୁଗୁଡ଼ା: କୋଇଲା ଚୁଲା ନିଆଁରେ ଜୀଅନ୍ତା ଜଳିଗଲେ ଦମ୍ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ରାମପୁର ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। କୋଇଲା ଚୁଲାରୁ ନିଆଁ ଲାଗି ଏକ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଦମ୍ପତି ହେଲେ ଗିରିବର...

କରୋନା ପାଇଁ ଝାରସୁଗୁଡ଼ା ସହର ୭ ଦିନ ସଟ୍‌ଡାଉନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ୭ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲା...

ଝାରସୁଗୁଡ଼ାରୁ ବସ୍‌ ସେବା ବାତିଲ, ଏହି ୫ଟି ସ୍ଥାନକୁ ଗଡ଼ିବନି ବସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛି। କରୋନା ସଂକ୍ରମିତ ଅଞ୍ଚଳରୁ କୌଣସି ବସ୍‌ ଝାରସୁଗୁଡ଼ା ଜିଲ୍ଲାକୁ ଆସିବନି କି ଝାରସୁଗୁଡ଼ାରୁ କୌଣସି ବସ୍‌...

ଝାରସୁଗୁଡ଼ା ବନ୍ଧବାହଲରେ ଏମ୍‌ସିଏଲ୍‌ କରିବ କୋଭିଡ୍‌ କେୟାର ସେଣ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ପାଇଁ ଏମ୍‌ସିଏଲ୍‌ ଏବଂ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଭିତରେ ଏମ୍‌ଓୟୁ ସ୍ୱାକ୍ଷର। ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲଠାରେ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ୭୦...

ପୁଅ ମୃତ୍ୟୁ ପରେ ଛାରଖାର ହେଇଗଲା ସଂସାର, ଆତ୍ମହତ୍ୟା କଲା ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଅର ମୃତ୍ୟୁ ପରେ ଛାରଖାର ହୋଇଗଲା ପରିବାର। ପୁଅକୁ ହରାଇବା ପରେ ଭାଙ୍ଗି ପଡ଼ିଥିଲା ପରିବାର। ଏଥିପାଇଁ ସୋମବାର ୩ ଭଉଣୀ ସହ ମା' ଭାଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ...