କେନ୍ଦ୍ରାପଡ଼ା: ବିରୂପା ନଦୀରେ ୧୦୦ ଫୁଟର ଘାଇ, ୧୨ ପଞ୍ଚାୟତ ବିପଦ ମୁହଁରେ

ଓଡ଼ିଶାଲାଇଭ୍ ବ୍ୟୁରୋ ବୀରୂପା ନଦୀରେ ୧୦୦ ଫୁଟର ଘାଇ ବିପଦ ମୁହଁରେ କେନ୍ଦ୍ରାପଡ଼ା ଜିଲ୍ଲାର ୧୨ଟି ପଞ୍ଚାୟତ  ୫୦୦ ପରିବାରର ୨୫୦୦ରୁ ଅଧିକ ଲୋକ ବିପନ୍ନ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ...

ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ବିତ୍ପାତ – ଜଳବନ୍ଦୀ ଅବସ୍ଥାରେ ଲୋକେ, ରିଲିଫ୍ ପହଞ୍ଚାଇବାକୁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ  କେନ୍ଦ୍ରପଡ଼ାରେ ବନ୍ୟା ପରିସ୍ଥିତି ବ୍ରାହ୍ମଣୀ ଓ କାଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୧୮ହଜାର ଲୋକ ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ ଦେବାକୁ ଦାବି (କେନ୍ଦ୍ରାପଡ଼ାରୁ ନାରାୟଣ...

କେନ୍ଦ୍ରାପଡ଼ା: : କ୍ଵାରେଣ୍ଟିନ୍ ସେଣ୍ଟରର ସମସ୍ତ ଖର୍ଚ୍ଚର ହିସାବ ଦେବାକୁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସଙ୍ଗରୋଧ କେନ୍ଦ୍ରମାନଙ୍କରେ ହୋଇଥିବା ସମସ୍ତ ଖର୍ଚ୍ଚର ଯଥାଶୀଘ୍ର ହିସାବ ଦେବାକୁ ବ୍ଲକ ପ୍ରଶାସନଗୁଡ଼ିକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ପ୍ରବାସୀମାନଙ୍କ ରହିବା, ଖାଇବା, ଆସବାବ ପତ୍ର,...

କେନ୍ଦ୍ରାପଡ଼ା: ନାଚ, ଗୀତ ମାଧ୍ୟମରେ କରୋନାକୁ ନେଇ ସଚେତନ କଲେ କୁନି କୁନି ପିଲାମାନେ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନାଚ, ଗୀତ ମାଧ୍ୟମରେ କୁନି କୁନି ପିଲାମାନେ ବାଣ୍ଟିଲେ କରୋନା ସଚେତନତାର ବାର୍ତ୍ତା। ଏଥିପାଇଁ ମାର୍ଶାଘାଇ ଥାନା ଅଧିକାରୀ କାଳିନ୍ଦୀ ବେହେରା ସେମାନଙ୍କୁ ପ୍ରଶଂସା କରିବା ସହ...

କେନ୍ଦ୍ରାପଡ଼ା: ଓଡ଼ିଶାରେ ମିଳୁନି କାମଧନ୍ଦା, ଅନ୍ୟ ରାଜ୍ୟ ମୁହାଁ ପ୍ରବାସୀ

ଓଡିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ମହାମାରୀର ଏହି ସଙ୍କଟ ସମୟରେ ଜୀବନ ସହ ଜୀବିକା ବଞ୍ଚେଇବା ଏକ ବଡ଼ ଆହ୍ଵାନରେ ପରିଣତ ହୋଇଛି। ସେଥିପାଇଁ କୋଭିଡ୍ ନିୟମ ମାନି ନିର୍ମାଣ ଓ...

କେନ୍ଦ୍ରାପଡ଼ା ଜିଲ୍ଲା ଅରଡ଼ପଲ୍ଲୀ ହତ୍ୟା ଓ ଲୁଟ୍ ଘଟଣା – ଧରମ ପୁଅ ସମେତ ୭ ଗିରଫ

ଓଡିଶାଲାଇଭ୍ ବ୍ୟୁରୋ ଗତ ୧୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡ଼ପଲ୍ଲୀ ଗାଁରେ ଘଟିଥିବା ହତ୍ୟା ଓ ଲୁଟ୍ ଘଟଣା ଉପରୁ ପୋଲିସ ପରଦା ହଟାଇଛି। ମୃତକ ମିନତୀଙ୍କ ପୁଅ ସତ୍ୟଜିତଙ୍କ...

୩୭ ଜଣ କର୍ମଚାରୀଙ୍କୁ କରୋନା – କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୩ ଦିନ ସଟ୍‌ଡାଉନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉଟ୍ ଡୋର ବନ୍ଦ ରହିବ ଜରୁରୀ ବିଭାଗ ଖୋଲା ରହିବ ଫିଭର କ୍ଲିନିକ୍ ଖୋଲା ରହିବ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୩୭ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା...

କେନ୍ଦ୍ରାପଡ଼ାରେ ତେଜିଲା ଡାକ୍ତର-ପୋଲିସ ବିବାଦ – ୨୫ରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଓମ୍‌ସାର ନୀରବ ପ୍ରତିବାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାରେ ଡାକ୍ତର-ପୋଲିସ ବିବାଦ ତେଜିଲା। ଦୁଇ ଜଣ ଡାକ୍ତରଙ୍କୁ ବେଆଇନ ଭାବେ ପୋଲିସ ଗିରଫ କରିବା, ହାଜତରେ ରାତିସାରା ନିର୍ଯାତନା ଦେବା ଏବଂ ଏହି ଫଟୋ ଭାଇରାଲ କରିବା ଘଟଣାରେ ନ୍ୟାୟ...

କେନ୍ଦ୍ରାପଡ଼ା: ଲଗାଣ ବର୍ଷା ଯୋଗୁଁ ଧାନବିଲରେ ଅଣ୍ଟାଏ ପାଣି, ଚିନ୍ତାରେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ ମୂଳବସନ୍ତ, ସାନ ମୂଳବସନ୍ତ ଓ ଅରୁଆ କଦଳୀବଣ...

ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ – ଟପ୍ ୨୦ରେ କେନ୍ଦ୍ରାପଡ଼ାର ଦୁଇ ଛାତ୍ରଛାତ୍ରୀ

ଓଡିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନିଷ୍ଠା ଓ ଏକାଗ୍ରତା ଜଣକୁ ସଫଳତାର ଶୀର୍ଷରେ ପହଞ୍ଚାଇବାର ଅନେକ ନଜିର ରହିଛି। ପୁଣି ସେମିତି ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡ଼ାର ଦୁଇ ଛାତ୍ରଛାତ୍ରୀ। ଗରିବ ଚାଷୀ...